ନିୟମାବଳୀ , ପ୍ରାନ୍ତର ଆକୃତି ଓ ବ୍ୟବହୁତ ଉପକରଣ  ସମ୍ପାଦନା

[[ଫାଇଲ:Kho_Kho_field_1.jpg|thumb|200x200_ପିକସେଲ|ଖୋ ଖୋ ପିଚଖୋ ଖୋ  ମୁଖ୍ୟତ ଭାରତୀୟ ଉପମହାଦେଶୀୟ ଦେଶ ସମୂହରେ ଖେଳ ଯାଉଥିବା ଏକ ଦଳଗତ କ୍ରୀଡ଼ା । ଦକ୍ଷିଣ ଏସିଆ ଉପମହାଦେଶରେ କବାଡି ଓ ଖୋ ଖୋ ଏହି ଦୁଇଟି ଖୁବ ଜନପ୍ରିୟ ଖେଳ ଯାହା ସର୍ବତ୍ର ଖେଳା ଯାଇ ପାରେ । ଏଥିରେ ଉପକରଣ ବିଶେଷ କିଛି ଲାଗୁ ନଥିବା ବେଳେ ସାଧାରଣ ପ୍ରାନ୍ତରରେ ମଧ୍ୟ ଖେଳା ଯାଇପାରେ । ଗୋଟିଏ ଦଳରେ 12 ଜଣ ଲେଖା ଖେଳାଳି ଖେଳି ଥାଆନ୍ତି । ଏହି କ୍ରୀଡ଼ା ଏବେ ଦକ୍ଷିଣ ଆଫ୍ରିକାରେ ମଧ୍ୟ ପ୍ରଚଳନ ହେଲାଣି ।  

== ଖେଳର ଇତିହାସ ==]

ଆଧାର  ସମ୍ପାଦନା

ପୁନଶ୍ଚ ପଠନ  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା