ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ

ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ (କେ ଜେଡ୍ ଏଫ୍) ଏକ ସୈନ୍ୟବାହିନୀ ଓ ଏକ ଶିଖ ମାତୃଭୂମି ଖଲିସ୍ଥାନ ସୃଷ୍ଟି କରିବା ପାଇଁ ଅସ୍ତ୍ରଶସ୍ତ୍ରଦ୍ୱାରା ହୋଇଥିବା ଖଲିସ୍ଥାନ ଆନ୍ଦୋଳନର ଏକ ଅଂଶ ।

ଖଲିସ୍ଥାନ ଜିନ୍ଦାବାଦ୍ ସୈନ୍ୟବାହିନୀ
Leader(s)ରଣଜିତ ସିଂହ ନୀତା
Dates of operation୧୯୮୮-ବର୍ତ୍ତମାନ
Motivesପଞ୍ଜାବ ଓ ପଡ଼ୋଶୀ ରାଜ୍ୟରେ ଏକ ଶିଖ ସ୍ୱାଧୀନ ରାଷ୍ଟ୍ର ଖଲିସ୍ଥାନର ସୃଷ୍ଟି
Active region(s)ଭାରତ
Ideologyଶିଖ ଜାତୀୟତା
StatusActive[୧]

ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ସମ୍ପାଦନା

ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ ଜାମ୍ମୁ ଓ କାଶ୍ମୀର ବାସିନ୍ଦା ରଣଜିତ ସିମହ ନୀତାଙ୍କଦ୍ୱାରା ପରଚାଳିତ ହେଉଥିଲା ।[୧] ୨୦୦୮ ମସିହାରେ ସେ ଭାରତର ପ୍ରଥମ ୨୦ ଜଣ ସର୍ବାଧିକ ତଲାସୀ ଲୋକଙ୍କ ମଧ୍ରେ ଥିଲେ ।[୨]

ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀର ସାମର୍ଥ୍ୟ ଓ ଆକ୍ରମଣ କରିବାର କ୍ଷମାତା ଆଜି ମଧ୍ୟ ଅଜଣା । ମାତ୍ର ଏହା ଜଣାଯାଏ ଯେ ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ ଓ କାଶ୍ମୀର ଆକ୍ରମଣକାରୀ ଦଳଙ୍କ ମଧ୍ୟରେ ସମ୍ବନ୍ଧ ରହିଛି ।[୧] ଡିସେମ୍ବର ୨୦୦୫ରେ ୟୁରୋପୀୟ ସଂଘ ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀକୁ ଆତଙ୍କବାଦୀର ଆଖ୍ୟା ଦେଇଛଥିଲା ଏବଂ ନିଜର ୨୫ଟି ସଭ୍ୟ ରାଷ୍ତ୍ରରେ ଏହାର ସମସ୍ତ ଅର୍ଥ କାରବାର ଉପରେ ରୋକ ଲଗାଇଥିଲା ।[୩] ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ ୨୦୦୮ ମସିହାରେ ମଧ୍ୟ କାର୍ଯ୍ୟକ୍ଷମ ଥିବାର ଜଣାଯାଏ ।[୧]

ଦାୟିତ୍ୱବୋଧର ଦାବି[୪][୫] ଓ ଅଗ୍ରାହ୍ୟ ପାଇଁ [୪][୬] ୨୦୦୯ ମଇରେ ଅଷ୍ଟ୍ରଆର ଭିଏନାରେ ଗୁରୁଦ୍ୱାର ନାନାକ୍ସରରେ ହୋଇଥିବା ଖଲିସ୍ଥାନ ସୈନ୍ୟବାହିନୀ ଆକ୍ରମଣରେ ନେତା ଦେରା ସଚ୍ ଖାଣ୍ଡ ମୃତ୍ୟୁବରଣ କରିବା ସ‌ହ ୧୭ ଜନ ଆହତ ହୋଇଥିଲେ ।[୭][୮] ଏବଂ ଏହା ଉତ୍ତର ଭାରତରେ ଦଙ୍ଗା ସୂତ୍ରପାତ କରିଥିଲା ।[୯][୧୦][୧୧][୧୨][୧୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Ranjit Singh Neeta (Khalistan Zindabad Force)". The Indian Express. 4 ଡିସେମ୍ବର 2008. Retrieved 18 ଜୁନ 2009.
  2. "10) Ranjit Singh Neeta". rediff.com. 24 ଜୁନ 2008. Retrieved 19 ଜୁନ 2009.
  3. http://eur-lex.europa.eu/LexUriServ/site/en/oj/2005/l_340/l_34020051223en00640066.pdf
  4. ୪.୦ ୪.୧ "KZF takes responsibility for Vienna temple massacre". Austriantimes.at. 29 ମଇ 2009. Retrieved 31 ମଇ 2009.
  5. "Sikh: Alarm vor Tag der offenen Tür in Wien" (in German). Die Presse. 28 ମଇ 2009. Retrieved 2 ଜୁନ 2009. {{cite news}}: Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  6. Sanjeev Singh Bariana (28 ମଇ 2009). "KZF denies involvement in attack". The Tribune. Retrieved 31 ମଇ 2009. Anti-Sikh are being misled in the name of the KZF. The incident has taught the entire Sant Ravidass brotherhood a lesson. The KZF approves the killing of the Sant Ravidass brotherhood.
  7. "KZF takes responsibility for Vienna temple massacre – General News – Austrian Times". Austriantimes.at. Retrieved 9 ଅଗଷ୍ଟ 2009.
  8. "Suspects in Sikh temple attack identified: Austria - India - NEWS - The Times of India". The Times of India. 29 ମଇ 2009. Archived from the original on 24 ଅକ୍ଟୋବର 2012. Retrieved 9 ଅଗଷ୍ଟ 2009.
  9. "South Asia | Punjab riots after Vienna killing". BBC News. 25 ମଇ 2009. Retrieved 9 ଅଗଷ୍ଟ 2009.
  10. "From Vienna To Jalandhar". www.outlookindia.com. Retrieved 9 ଅଗଷ୍ଟ 2009.
  11. http://www.webcitation.org/5hL26FVon. Archived from the original on 6 ଜୁନ 2009. Retrieved 30 ମଇ 2009. {{cite web}}: Missing or empty |title= (help)
  12. "Europe | Preacher dies after Vienna clash". BBC News. 25 ମଇ 2009. Retrieved 9 ଅଗଷ୍ଟ 2009.
  13. "KZF claims responsibility for Vienna attack; Babbar Khalsa condemns killing". The Indian Government. Retrieved 10 ଫେବୃଆରୀ 2015.