କ୍ଲିଣ୍ଡାମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣରେ ବ୍ୟବ‌ହୃତ ହୁଏ ।[୧] ଏହି ସଂକ୍ରମଣ ମଧ୍ୟରେ ମଧ୍ୟ କର୍ଣ୍ଣ ସଂକ୍ରମଣ, ଅସ୍ଥି ଓ ଗଣ୍ଠି ସଂକ୍ରମଣ, ପେଲଭିକ ଇନଫ୍ମାମେଟରି ଡିଜିଜ, ସ୍ଟ୍ରେପ ଥ୍ରୋଟ, ନିମୋନିଆଏଣ୍ଡୋକାର୍ଡ଼ାଇଟିସ ଇତ୍ୟାଦି ଉଲ୍ଲେଖନୀୟ । [୧]ଏହା କେତେକ ମେଥିସିଲିନ ପ୍ରତିରୋଧିତ ସ୍ଟାଫିଲୋକୋକସ ଅରିଅସ ସଂକ୍ରମଣ ରୋଗ ସମୂହ ନିମନ୍ତେ ମଧ୍ୟ ବ୍ୟବ‌ହାର କରାଯାଏ ।[୨] ବ୍ରଣରେ ଦିଆଯାଏ ଓ ମ୍ୟାଲେରିଆରେ କୁଇନାଇନ ସ‌ହିତ ଦିଆଯାଏ । ଏହା ପାଟିରେ ଦେବା ଔଷଧ, ଶୀରା ଇଞ୍ଜେକସନ ଓ କ୍ରିମ ଆକାରରେ ଚର୍ମ ତ‌ଥା ଯୋନୀରେ ଲଗାଇବାକୁ ମିଳେ ।[୧][୩]

କ୍ଲିଣ୍ଡାମାଇସିନ (rINN)
Clinical data
Pronunciation/klɪndəˈms[invalid input: 'ɨ']n/
Trade namesCleocin, Dalacin
Synonyms7-chloro-lincomycin
7-chloro-7-deoxylincomycin
AHFS/Drugs.commonograph
MedlinePlusa682399
data
Pregnancy
category
  • AU: A
  • US: B (No risk in non-human studies)
Routes of
administration
Oral, topical, IV, intravaginal
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability90% (oral)
4–5% (topical)
Protein binding95%
MetabolismHepatic
Elimination half-life2–3 hours
ExcretionBiliary and renal (around 20%)
Identifiers
  • methyl 7-chloro-6,7,8-trideoxy-6-{[(4R)-1-methyl-4-propyl-L-prolyl]amino}-1-thio-L-threo-α-D-galacto-octopyranoside
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.038.357 Edit this at Wikidata
Chemical and physical data
FormulaC18H33ClN2O5S
Molar mass424.98 g/mol
3D model (JSmol)
  • Cl[C@@H](C)[C@@H](NC(=O)[C@H]1N(C)C[C@H](CCC)C1)[C@H]2O[C@H](SC)[C@H](O)[C@@H](O)[C@H]2O
  • InChI=1S/C18H33ClN2O5S/c1-5-6-10-7-11(21(3)8-10)17(25)20-12(9(2)19)16-14(23)13(22)15(24)18(26-16)27-4/h9-16,18,22-24H,5-8H2,1-4H3,(H,20,25)/t9-,10+,11-,12+,13-,14+,15+,16+,18+/m0/s1 checkY
  • Key:KDLRVYVGXIQJDK-AWPVFWJPSA-N checkY
 ☒NcheckY (what is this?)  (verify)

ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ, ଅଇ, ରାସ୍ ଓ ତରଳ ଝାଡ଼ା ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ।[୧] ଏହା କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗ ସଙ୍କଟ ୪ ଗୁଣ ବଢ଼େଇ ଦିଏ ।[୪] ଏହା ଯୋଗୁ ଅନ୍ୟ ଆଣ୍ଟିବାୟୋଟିକ ଦିଆଯାଏ । [୧] ଗର୍ଭାବସ୍ଥାରେ ଏହା ନିରାପଦ । ଏହା ଲିଙ୍କୋସାମାଇଡ ଶ୍ରେଣୀର ଔଷଧ ଓ ଜୀବାଣୁର ପ୍ରୋଟିନ ତିଆରି ପଦ୍ଧତିକୁ ପ୍ରତିହତ କରି କାମ କରେ ।[୧]

କ୍ଲିଣ୍ଡାମାଇସିନ ପ୍ରଥମେ ସନ ୧୯୬୭ରେ ତିଆରି ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[୭]ଗୋଟିଏ ପିଲ ପିଛା ଏହାର ମୂଲ୍ୟ ୦.୦୬ରୁ ୦.୧୨ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ଡୋଜ ପିଛା ୨.୭୦ ଡଲାର ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Clindamycin Hydrochloride". The American Society of Health-System Pharmacists. Retrieved Sep 4, 2015.
  2. Daum RS (2007). "Clinical practice. Skin and soft-tissue infections caused by methicillin-resistant Staphylococcus aureus". N Engl J Med. 357 (4): 380–90. doi:10.1056/NEJMcp070747. PMID 17652653.
  3. Leyden, James J. (2006). Hidradenitis suppurativa. Berlin: Springer. p. 152. ISBN 9783540331018.
  4. Thomas C, Stevenson M, Riley TV (2003). "Antibiotics and hospital-acquired Clostridium difficile-associated diarrhoea: a systematic review" (PDF). J Antimicrob Chemother. 51 (6): 1339–50. doi:10.1093/jac/dkg254. PMID 12746372.{{cite journal}}: CS1 maint: multiple names: authors list (link)
  5. eonatal Formulary: Drug Use in Pregnancy and the First Year of Life (7 ed.). John Wiley & Sons. 2014. p. 162. ISBN 9781118819517.
  6. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 108. ISBN 9781284057560.
  8. "Clindamycin". International Drug Price Indicator Guide. Archived from the original on 7 January 2016. Retrieved 6 September 2015.