କେଦାର ଜାଧବ

ଭାରତୀୟ କ୍ରିକେଟ ଖେଳାଳି

କେଦାର ମହାଦେବ ଜାଧବ (ଜନ୍ମ ୨୬ ମାର୍ଚ , ୧୯୮୫ ) iଜଣେ ଭାରତୀୟ କ୍ରିକେଟର । ସେ ଜଣେ ମଧ୍ୟକ୍ରମ ବେଟସମେନ ହେବା ସହ ସ୍ପିନ ବୋଲର ମଧ୍ୟ ।ଆଇପିଏଲରେ ସେ ଦିଲ୍ଲୀ ଦଳ ପାଇଁ ଖେଳୁଥିଲେ ଓ ପ-ଆରେ କୋଚି ଦଳକୁ ଗଲେ ।[୧] ସେ ଭାରତୀୟ  A ଦଳ ଓ ପଶ୍ଚିମ ଯୋନେ ତରଫରୁ ମଧ୍ୟ ଖେଳନ୍ତି ।   

କେଦାର ଜାଧବ
ବ୍ୟକ୍ତିଗତ ତଥ୍ୟ
ନାମKedar Mahadav Jadhav
ଜନ୍ମ1985
Pune, Maharashtra, India
ଉଚ୍ଚତା165 cm (5 ft 5 in)
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight arm off break
ଭୂମିକାBatsman; Occasional wicket-keeper
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ16 November 2014 v Sri Lanka
ଶେଷ ଦିନିକିଆ23 October 2016 v New Zealand
ଘରୋଇ ଦଳ ତଥ୍ୟ
YearsTeam
2007–presentMaharashtra
2010Delhi Daredevils
2011Kochi Tuskers Kerala
2013–2015Delhi Daredevils (squad no. 18)
2016–presentRoyal Challengers Bangalore
Career statistics
ପ୍ରତିଯୋଗିତା ODI FC LA T20
ମ୍ୟାଚ ସଂଖ୍ୟା 5 52 50 54
ମୋଟ ରନ 146 3,671 1,856 840
ବ୍ୟାଟିଂ ହାର 48.66 50.28 47.58 23.33
ଶତକ/ଅର୍ଦ୍ଧଶତକ 1/- 10/13 4/12 0/4
ସର୍ବାଧିକ ରନ 105* 327 141 60*
ବଲ ସଂଖ୍ୟା - 167 18 54
ଉଇକେଟ 6 1 2 4
ବୋଲିଂ ହାର 3 116.00 19.50
ଇନିଙ୍ଗସରେ ୫ଟି ଉଇକେଟ - 0 0
ମ୍ୟାଚରେ ୧୦ଟି ଉଇକେଟ - 0 n/a n/a
ସବୁଠୁ ଭଲ ବୋଲିଂ 3/29 1/23 2/6 2/23
କ୍ୟାଚ/ଷ୍ଟମ୍ପିଙ୍ଗ 2/- 35/– 22/– 20/2
Source: Cricinfo, 14 November 2014

ଶ୍ରୀଲଙ୍କା ସହ ସେ ପ୍ରଥମ ଅନ୍ତର୍ଜାତିକ ଏକଦିବାସୀୟ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଓ ୨୪ ବଲରୁ ୨୦ କରିଥିଲେ ।  T୨୦ରେ ସେ ଜିମ୍ବାବ୍ୱେ ବିରୁଦ୍ଧରେ ପଦାର୍ପଣ ମେଚ ଖେଳିଥିଲେ ୨୦୧୫ ଜୁଲାଇରେ । 

ଘରେଇ ପ୍ରଦର୍ଶନ  ସମ୍ପାଦନା

ମହାରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ଖେଳି କେଦାର ମଧ୍ୟ ପ୍ରଦେଶ ବିରୂଢହରେ ୩୨୭ ରନ କରିଥିଲେ । ୨୦୧୩-୧୪ ସିଜନରେ ସେ ରଣଜୀରେ ୧୨୨୩ ରନ , ୬ଟି ଶତକ ସହ କରିଥିଲେ । ଆଇପିଏଲରେ ସେ ପ୍ରଥମେ ବାଙ୍ଗାଲୋର ଦଳ ପାଇଁ ଓ ପରେ ଦିଲ୍ଲୀ ଖେଳିଲେ । ପୁନର୍ବାର ୨୦୧୬ରେ ବାଙ୍ଗାଲୋର ଦଳକୁ ଆସିଲେ । 

ଅନ୍ତର୍ଜାତିକ ପ୍ରଦର୍ଶନ  ସମ୍ପାଦନା

ଜୁନ ୨୦୧୪ରେ ବାଂଲାଦେଶ ଗସ୍ତ ପାଇଁ ଥିବା ଦଳରେ ଥିଲେ ମଧ୍ୟ ଖେଳି ନ ଥିଲେ । ୨୦୧୪ରେ ଶ୍ରୀଲଙ୍କା ବିରୁଦ୍ଧ ତାଙ୍କ ପ୍ରଥମ ମେଚ ଖେଳିଥିଲେ । ୨୦୧୫ରେ ଜିମ୍ବାବ୍ୱେ ଗସ୍ତରେ ସମସ୍ତ ମେଚ ଖେଳିଥିଲେ । ସେଠାରେ ସେ ପ୍ରଥମ ଟି୨୦ ମେଚୀ ମଧ୍ୟ ଖେଳିଥିଲେ । 



ଅନ୍ତର୍ଜାତିକ ଶତକ  ସମ୍ପାଦନା

ଏକଦିବସୀୟ ଶତକ  ସମ୍ପାଦନା

Kedar Jadhav's ODI centuries
No. Runs Match Against Venue City Year Result Ref.
1 105* 4   ZimbabweZimbabwe Harare Sports Club Harare, Zimbabwe 2015 [୨]

ପୁରସ୍କାର  ସମ୍ପାଦନା

  1. Madhavrao Scindia Award for highest run-getter in Ranji Trophy: 2013/14

ଏକଦିବସୀୟ ମେନ ଓଫ ମେଚ  ସମ୍ପାଦନା

S No Opponent Venue Date Match Performance Result
1 Zimbabwe Harare Sports Club, Harare 14 July 2015 105 (87 balls, 12×4, 1×6); 1 catch   IndiaIndia won by 83 runs.

t୨୦ ମେନ ଓଫ ମେଚ  ସମ୍ପାଦନା

S No Opponent Venue Date Match Performance Result
1 Zimbabwe Harare Sports Club, Harare 22 June 2016 58 (42 balls, 7×4, 1×6)   IndiaIndia won by 3 runs.

References ସମ୍ପାଦନା

  1. Karhadkar, Amol (14 ଜାନୁଆରୀ 2011). "IPL franchises carry on the talent hunt". Hindustan Times. Archived from the original on 17 ଜାନୁଆରୀ 2011. Retrieved 15 ଜାନୁଆରୀ 2011. {{cite news}}: More than one of |accessdate= and |access-date= specified (help)
  2. "First ODI Century"