କୁଲୁବାନ

ଇଣ୍ଡୋନେସିୟ ପାରମ୍ପରିକ ସାଲାଡ଼ ଥାଳି ।

କୁଲୁବାନ ମଧ୍ୟ ଜାଭାର ଏକ ପାରମ୍ପରିକ ଖାଦ୍ୟ ଅଟେ ।[୧] 'କୁଲୁବାନ"କୁ ଶାକାହାରୀ ଭୋଜନ ପାଇଁ କିମ୍ବା ପାର୍ଶ୍ୱ ଖାଦ୍ୟରେ ସାଲଡ ରୂପେ ଖିଆଯାଏ । "କୁଲୁବାନ" ପ୍ରାଚୀନ ଜାଭାନିଜ୍ ବ୍ୟଞ୍ଜନରୁ ଏକ ଅଟେ, କାରଣ ଏହାର ଉଲ୍ଲେଖ ୯ [୧୯ ଶତାବ୍ଦୀ ସି.ଇ] ପାଖାପାଖି ମେଦାଙ୍ଗ ସାମ୍ରାଜ୍ୟର ଶିଳାଲେଖରେ ।[୨]

କୁଲୁବାନ
ପରଷାପାର୍ଶ୍ୱ ଖାଦ୍ୟ
ମୂଳ ସ୍ଥାନଇଣ୍ଡୋନେସିଆ
ଅଞ୍ଚଳ ବା ରାଜ୍ୟମଧ୍ୟ ଜାଭା
ଆରମ୍ଭମଧ୍ୟ ଜାଭା
ପରଷିବା ଉତ୍ତାପପ୍ରାୟତଃ ମୁଖ୍ୟ ଖାଦ୍ୟ ସହିତ ପରୋସା ଯାଏ
ମୁଖ୍ୟ ଉପାଦାନପରିବା ସିଝା ସାଲଡ, ଖଣ୍ଡ ଖଣ୍ଡ ନଡ଼ିଆ ମସଲା

ସାମଗ୍ରୀ ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2011-11-12. Retrieved 2018-09-30. {{cite web}}: Cite has empty unknown parameter: |1= (help)
  2. "Hanya Ada Di Candi Sojiwan: Menu Hidangan Raja Mataram Kuno". TEMPO.CO (in Indonesian). 22 February 2017.{{cite news}}: CS1 maint: unrecognized language (link)