କି ହେବ ଶୁଆ ପୋଷିଲେ

୧୯୯୧ର ଓଡ଼ିଆ କଥାଚିତ୍ର

କି ହେବ ଶୁଆ ପୋଷିଲେ, ୧୯୯୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ରବି ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ପ୍ରଯୋଜନା କରିଥିଲେ ।[୩] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]

କି ହେବ ଶୁଆ ପୋଷିଲେ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକରବି ସ୍ୱାଇଁ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀରବି ସ୍ୱାଇଁ
କଳାକାରବିଜୟ ମହାନ୍ତି
ଅନୀତା ଦାସ
ଉତ୍ତମ ମହାନ୍ତି
ନୂପୁର ଘୋଷ
ମିହିର ଦାସ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣମଧୂକର ଏସ୍. ରାଓ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୯ ଜୁଲାଇ ୧୯୯୧[୧]
କଥାଚିତ୍ରର ସମୟ
୧୫୪ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ବିଜୟ ମହାନ୍ତି, ଅନୀତା ଦାସ[୫], ଉତ୍ତମ ମହାନ୍ତି, ନୂପୁର ଘୋଷ, ମୁନ୍ନା ଖାନ୍, ଅରୁଣା, ଜୟୀରାମ ସାମଲ, କାନ୍ତ ସିଂହ, ନିହାର ସାମଲ, ସସ୍ମିତା ପ୍ରଧାନ, ଦେବୁ ବୋଷ, ନିତ୍ୟାନନ୍ଦ ମିଶ୍ର, ଗୀତା ରାଓ, ଅସୀତ ପତି, ମଧୁମିତା, ବ୍ୟୋମୋକେଶ ତ୍ରିପାଠୀ, ବସନ୍ତ ସାମଲ, ଶେଖର ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସୁରେଶ ପରିଡ଼ା ଏବଂ ସ୍ୱରୂପ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାସ ଦାସ, ଅନୁପମା ଦେଶପାଣ୍ଡେ, ଦେବାଶିଷ ମହାପାତ୍ର, ଜୟଶ୍ରୀ ଶିବରାମ, ଉର୍ସୁଲା ବାଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "Ki Heba Sua Posile". CINE Critics. Archived from the original on 3 March 2020. Retrieved 10 July 2018.
  2. "ଓଡ଼ିଆ ଫିଲ୍ମର ମା'". ଧରିତ୍ରୀ. 12 May 2018. Retrieved 10 July 2018.
  3. "ଯେଉଁ ଗୀତଟି ଟି-ସୌରୀଙ୍କୁ ଷ୍ଟାର ବନାଇଥିଲା - Odisha Live". DailyHunt (in Odia). Odisha: Odisha.live. 21 May 2018. Archived from the original on 13 October 2020. Retrieved 14 January 2019.{{cite news}}: CS1 maint: unrecognized language (link)
  4. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
  5. "ପରଲୋକରେ ଓଡ଼ିଆ ଅଭିନେତ୍ରୀ ଅନିତା ଦାସ । କଟକ ସେଲଟର ଛକ ବାସଭବନରେ ହୃଦଘାତରେ ଦେହାନ୍ତ । ଓଲିଉଡ ଜଗତରେ ଶୋକର ଛାୟା". kanaknews. 11 May 2018. Retrieved 10 July 2018.
  6. "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 18 July 2018. Retrieved 14 January 2019.
  7. "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". sambad.in. 11 May 2018. Retrieved 10 July 2018.
  8. "ଚାଲିଗଲେ ଅଭିନେତ୍ରୀ ଅନୀତା ଦାସ". ଧରିତ୍ରୀ. 11 May 2018. Retrieved 10 July 2018.
  9. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
  10. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା