କିଶନ ବପତ୍ ବାବୁରାଓ ହଜାରେ

ଗାନ୍ଧୀବାଦୀ ସାମାଜିକ କାର୍ଯ୍ୟକର୍ତ୍ତା

କିଶନ ବାପତ୍ ବାବୁରାଓ ହଜାରେ (ଜନ୍ମ: ୧୫ ଜୁନ, ୧୯୩୭), ଭାରତରେ ଗାନ୍ଧୀବାଦୀ ସାମାଜିକ କାମ ପାଇଂ ସେ ପ୍ରସିଦ୍ଧ। ଆନ୍ନା ହଜାରେ ନାମରେ ସେ ଲୋକଙ୍କ ମଧ୍ୟରେ ପରିଚିତ । ସିଏ ଅନେକ ପୁରସ୍କାରରେ ସମ୍ମାନୀତ ହେଇଅଛନ୍ତି। ସେ ମହାରାଷ୍ତ୍ର୍ ରାଜ୍ୟର ରାଲେଗାଓନ୍ ସିଦ୍ଦିରେ ଜନ୍ମ୍ ଗ୍ରହଣ କରିଥିଲେ। ଅରବିନ୍ଦ୍ କେଜ୍ରିବାଲ୍ଙ୍କ ସାଙ୍ଗରେ ମିଶି ସେ ଦୁର୍ନିତି ବିରୁଦ୍ଦରେ ଆନ୍ଦୋଳନ ଆରମ୍ବ କରି ଦେଶ ସାରା ଜନ ମାନସରେ ସଚେତନତା ସ୍ରୁଷ୍ଟି କରିପାରିଛନ୍ତି।

ଅନ୍ନା ହଜାରେ
Born (1937-06-15) ୧୫ ଜୁନ ୧୯୩୭ (ବୟସ ୮୬)
Nationalityଭାରତୀୟ
Other namesକିଶନ ବପତ୍ ବାବୁରାଓ ହଜାରେ
Parent(s)ଲକ୍ଷ୍ମୀବାଇ ହଜାରେ (ମା)
ବାବୁରାଓ ହଜାରେ
Websiteannahazare.org