କାଲକା ଶିମଳା ରେଳବାଇ

କାଲକା ଶିମଳା ରେଳବାଇ,  ଉତ୍ତର ଭାରତର ପାର୍ବତ୍ଯ ଅଞ୍ଚଳରେ ଚଳାଚଳ କରୁଥିବା ଏକ ନେରୋ ଗାଯ ରେଳ ଲାଇନ । ଏହାର ଲାଇନ 2 ଫୁଟ 6 ଇଞ୍ଚ ବିଶିଷ୍ଟ । ଏହା କାଳକାରୁ ଶିମଳାକୁ ପାରବତୀୟ ଇଲାକା ଦେଇ ଚମତ୍କାର ଦୃଶ୍ୟ ସମୂହ ଥିବା ସ୍ଥାନ ବାଟ ଦେଇ ଯାଇଥାଏ । ଏହା 1898 ମସିହାରେ ବ୍ରିଟିଶ ଶାସନ କାଳରେ ଗ୍ରୀଷ୍ମ କାଳୀନ ରାଜଧାନୀ ରହୁଥିବା ଶିମଳାରୁ ଅନନ୍ୟ ଭାରତୀୟ ରେଳ ପ୍ରଣାଳୀ ସହ ସଂଯୁକ୍ତ କରିବା ପାଇଁ ନିର୍ମିତ ହେଇଥିଲା । ନିର୍ମାଣ ସମୟରେ ଏହାର ଗତି ପଥରେ 107ଟି ଟନେଲ ସହ 864ଟି ବ୍ରିଜର ନିର୍ମାଣ କରାଯାଇଥିଲା । ଏହା ସେ ସମୟର ମୁଖ୍ୟ ଇଞ୍ଜିନିଅର ହେରଲିଙ୍ଗଟନଙ୍କଦ୍ୱାରା ପ୍ରସ୍ତୁତ ନକ୍ସା ଅନୁଯାୟୀ ନିର୍ମିତ ହେଇଥିଲା । 

Mountain Railways of India*
ଇଉନେସ୍କୋ ସ୍ଥଳୀ
ରାଜ୍ୟ ଦଳ India
ପ୍ରକାର Cultural
ନିୟମ ii, iv
ଆଧାର 944
ଅଞ୍ଚଳ** Asia-Pacific
ଲେଖ ଇତିହାସ
ଲେଖ 1999  (23rd ଭାଗ)
ଶାଖା 2005; 2008
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ଏହି ରେଳପଥକୁ UNESCOଦ୍ୱାରା 2008 ମସିହାରେ  ବିଶ୍ୱ ହେରିଟେଜ ଭାବରେ ଘୋଷଣା କରାଯାଇଥିଇଲା । 

ଇତିହାସ  ସମ୍ପାଦନା

ଆଙ୍ଗ୍ଲୋ-ଗୁରଖା ଯୁଦ୍ଧ ପରବର୍ତୀ କାଳରେ ଶିମଳାରେ ବ୍ରିଟିଶ ମାନଙ୍କ ରହଣି ହେଇଥିଲା ଓ ହିମାଳୟର ପଦ ଦେଶରେ 7,116 ଫୁଟ ପତ୍ତନରେ ଥିବା ଏହି ସ୍ଥଳରେ ବ୍ରିଟିଶ ବେସ 1830 ମସିହା ଆଡକୁ ଗଢି ଉଠିଥିଲା । କ୍ରମଶଃ ଏହା 1864 ମସିହାରେ ବ୍ରିଟିଶ ରାଜର ଗ୍ରୀଷ୍ମ କାଳୀନ ରାଜଧାନୀ ହେଇଥିଲା । ସେ ସମୟରେ ଏଠାକୁ ଗମନାଗମନର ସୁବିଧା କେବଳ ଗ୍ରାମୀଣ ବଳଦ  ଗାଡି ହିଁ ଥିଲା । .[୧]

 
A typical passenger train on one of the line's large bridges.

1891 ମସିହାରେ ଦିଲ୍ଲୀରୁ କାଳକା ବ୍ର୍ଯାଡ ଗାଯ ରେଳପଥ ନିର୍ମିତ ହେଲା ।  1898 ମସିହାରେ କାଳକାଠାରୁ ଶିମଳା ପର୍ଯ୍ୟନ୍ତ ନୀରୋ ଗାଯ ରେଳପଥର ନିର୍ମାଣ କାର୍ଯ୍ୟ ଦିଲ୍ଲୀ-ଅମ୍ବାଲା-କାଳକା ରେଳ କମ୍ପାନୀଦ୍ୱାରା ଆରମ୍ଭ ହେଲା । ସେ ସମୟରେ ଆକଳନ କରାଯାଇଥିବା ପ୍ରାୟ 86  ଲକ୍ଷ୍ ଟଙ୍କାର ଆକଳନ ପରେ ଦ୍ୱିଗୁଣିତ ହେଲା । ଏହାର 96.54 କିଲୋମିଟର ପଥ ରେଳ ଚଳାଚଳ ପାଇଁ 1903 ମସିହାରେ ପ୍ରଥମେ ଉନ୍ମୁକ୍ତ ହେଲା । .[୧]  ଲର୍ଡ କର୍ଜନ ଏହାକୁ ଉନନ୍ମୋଚନ କରିଥିଲେ । .[୨]

Route ସମ୍ପାଦନା

ଛାଞ୍ଚ:BS-headerଛାଞ୍ଚ:BS-table1ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3ଛାଞ୍ଚ:BS3

|}

ଷ୍ଟେସନ ସମୂହ  ସମ୍ପାଦନା

ଏହି ରେଳପଥ ହିମାଳୟ ପର୍ବତର ଶିବଲିକ ରେଞ୍ଜ ଦେଇ ସର୍ପିଳ ଭାଙ୍ଗିରେ ଯାଇଥାଏ । ଏଥିରେ ଧରମପୁର, ସୋଲାନ , କାନଦାଘାତ , ତରାଦେବୀ , ବାରୋଗ , ସାଲୋଗ୍ରା , ତୋତୁ ଓ ଶିମଳା ଷ୍ଟେସନ ରହିଛି । [୩]

ଟନେଲ  ସମ୍ପାଦନା

ଏହି ରେଳପଥ [ଆଇନ ମୂଳତଃ 107ଟି ତନେଲର ନିର୍ମାଣ ହେଇଥିଲା । ତାହା ମଧ୍ୟରୁ 102ଟି ବ୍ୟବହାର ହେଲା । ବାରୋଗଠାରେ ବ୍ରିଟିଶ ଇଞ୍ଜିନିଅର ଖୋଦିତା କରେଇଥିବା ଦୀର୍ଘତମ ତନେଲକୁ ସେ ଯୋଡି ପାରିଲେ ନାହିଁ  ଓ ତାହା ବ୍ୟର୍ଥ ଗଲା। ସେ ସେଥିପାଇଁ ଦାୟୀ ବୋଲି ସାବ୍ୟସ୍ତ ହେବାରୁ ତନେଲ ମଧ୍ୟରେ ଆତ୍ମହତ୍ୟା କରିଥିଲେ । ପରେ ହେରଳିଙ୍ଗଟନ ତାହାକୁ ଜଣେ ସ୍ଥାନୀୟ ସାଧୁ ବାଳକୁଙ୍କ ଉପଦେଶ ଅନୁସାରେ ସମ୍ପୂର୍ଣ କରିଥିଲେ ।.[୩]

ଇଞ୍ଜିନ  ସମ୍ପାଦନା

Railcar 4 (left) and Steam locomotive 520 at Shimla.

  "B" 0-4-0ST ଶ୍ରେଣୀର ଇଞ୍ଜିନ ପ୍ରଥମେ ବ୍ୟବହାର କରାଯାଇଥିଲା । They were later classified into the "B" class by the North Western State Railways. All these locomotives were constructed by the British firm of Sharp, Stewart and Company.[୪]

ଟ୍ରେନ  ସମ୍ପାଦନା

 
Himalayan Queen Train.
  • 52451/52452 railway (KLK 5:30 – 10:15 SML 17:40 – 22:25 KLK) with more comfortable chair cars and meal service
  • 52453/52454 Kalka Shimla Express (KLK 6:00 – 11:05 SML 18:15 – 23:20 KLK) with first, second class and unreserved seating
  • 52455/52456 Himalayan Queen (KLK 12:10 – 17:20 SML 10:30 – 16:10 KLK) with chair cars, connecting in Kalka to the Mail/Express train of the same name and the Kalka Shatabdi from/to Delhi
  • 52457/52458 Kalka Shimla Passenger (KLK 4:00 – 9:20 SML 14:25 – 20:10 KLK) with first, second class and unreserved seating
  • 72451/72452 Rail Motor (KLK 5:10 – 9:50 SML 16:25 – 21:35 KLK), a railbus originally used to transport upper class travellers, first class seating only, glass roof and possibility to look out to the front
  • Shivalik Queen: This luxury coach can be booked by couples or groups up to eight people through IRCTC Chandigarh office and attached to regular trains. It has four elegantly furnished coupés with two toilets, wall to wall carpets and big windows. The journey costs 4200 INR for four couples including lunch.

ଦୁର୍ଘଟଣା ଓ ଘଟନା  ସମ୍ପାଦନା

  • କାଳକା ନିକଟରେ 12 ସେପ୍ଟେମ୍ବରରେ ଏକ ଟ୍ରେନ ଲାଇନ ଚ୍ୟୁତ ହେବା ଯୋଗୁଁ 2 ଜଣ ବିଦେଶୀ ମହିଳାଙ୍କ ମୃତ୍ୟୁ ହେବ ଅସହ 9 ଜଣ ଆହତ ହେଇଥିଲେ । .[୫]

ଭାରତୀୟ ଟୁରିଷ୍ଟ ଟ୍ରେନ ସବୁ  ସମ୍ପାଦନା

  • ଡେକାମ ଓଡିଶୀ 
  • ଇଣ୍ଡଆ oଅନ

ହୀଳ ପୁନଶ୍ଚ ଦେଖଣା  ସମ୍ପାଦନା

  • Mountain railways of India

ଆଧାର  ସମ୍ପାଦନା

  1. ୧.୦ ୧.୧ "Engineer" journal article, circa 1915, reprinted in Narrow Gauge & Industrial Railway Modelling Review, no. 75, July 2008
  2. http://timesofindia.indiatimes.com/india/109-year-old-steam-engine-once-again-rolls-out-on-Shimla-track/articleshow/32915005.cms
  3. ୩.୦ ୩.୧ {{cite web}}: Empty citation (help)
  4. Hughes, Hugh 1994 Indian Locomotives Pt. 3, Narrow Gauge 1863-1940.
  5. {{cite web}}: Empty citation (help)

ବାହାର ଲିଙ୍କ  ସମ୍ପାଦନା