କାରୁବାକୀ

ଅଶୋକଙ୍କ ସ୍ତ୍ରୀ

କାରୁବାକୀ,[୧] (ସଂସ୍କୃତ: ଚାରୁବାକି) ମୌ‌ର୍ଯ୍ୟ ରାଜା ଅଶୋକଙ୍କ ସ୍ତ୍ରୀ ଥିଲେ।[୨] ସେ ଅଶୋକଙ୍କ ପୁତ୍ର ତିଭଳାଙ୍କ ମାତା ଥିଲେ।

ଜୀବନ ସମ୍ପାଦନା

ଇତିହାସକାର ଏମ ଏନ ଦାଶ ହିସାବରେ, କରୁବାକୀ କଳିଙ୍ଗ ରାଜା ଜଗନ୍ନାଥଙ୍କ ଝିଅ ଥିଲେ।

ଆଧାର ସମ୍ପାଦନା

  1. "Play to depict Ashoka legend", The Telegraph, September 3, 2011, retrieved 31 January 2013
  2. Shah, Kirit K. (2001). The problem of identity : women in early Indian inscriptions. New Delhi [u.a.]: Oxford University Press. pp. 33, 180. ISBN 9780195653229.