କାମାକ୍ଷା ପ୍ରସାଦ ସିଂହଦେଓ

ଭାରତୀୟ ରାଜନେତା

କାମାକ୍ଷା ପ୍ରସାଦ ସିଂହଦେଓ (ଜନ୍ମ: ୬ ଅଗଷ୍ଟ ୧୯୪୧) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦରେ ରାଜ୍ୟ ସଭା ଏବଂ ୪ର୍ଥ, ୭ମ, ୮ମ, ୧୦ମ, ୧୧ଶ୧୩ଶ ଲୋକ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ସେ ପ୍ରଥମେ ୧୯୬୭ ମସିହାରେ ୪ର୍ଥ ଲୋକ ସଭାକୁ ସ୍ୱତନ୍ତ୍ର ପାର୍ଟି ତରଫରୁ ନିର୍ବାଚିତ ହୋଇଥିଲେ ।[୧] ସେ ଭାରତୀୟ ରାଜନୀତିରେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ବର୍ତ୍ତମାନ ସେ କଂଗ୍ରେସ ଦଳର ଜଣେ ସଭ୍ୟ । ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ମଧ୍ୟ କିଛିଦିନ କର୍ଯ୍ୟ କରିଥିଲେ ।[୨][୩]

କାମାକ୍ଷା ପ୍ରସାଦ ସିଂହଦେଓ
କାମାକ୍ଷା ପ୍ରସାଦ ସିଂହଦେଓ
କାମାକ୍ଷା ପ୍ରସାଦ ସିଂହଦେଓ କଲିକତା ସାଇନ୍ସ ସିଟି ପରିଦର୍ଶନରେ
ସଦସ୍ୟ: ରାଜ୍ୟ ସଭା ଏବଂ ୪ର୍ଥ, ୭ମ, ୮ମ, ୧୦ମ, ୧୧ଶ୧୩ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1941-08-06) ୬ ଅଗଷ୍ଟ ୧୯୪୧ (ବୟସ ୮୨)
କଲିକତା, ପଶ୍ଚିମ ବଙ୍ଗ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀକ୍ରିଷ୍ଣା ଦେବୀ
ସନ୍ତାନ୨ ପୁଅ ଏବଂ ୩ ଝିଅ
ଘରଢେଙ୍କାନାଳ
୧୭ ମଇ, ୨୦୧୨ ସୁଦ୍ଧା
ଆଧାର: [୧]

ତାଙ୍କୁ ୧୯୭୧ ମସିହାରେ କ୍ଷେତ୍ରୀୟ ସେନାରେ ନିଯୋଗ କରାଯାଇଥିଲା ଏବଂ ୧୯୯୪ରେ ସେ ଅତି ବିଶିଷ୍ଟ ସେବା ମେଡାଲରେ ପୁରସ୍କୃତ କରାଯାଇଥିଲା ।[୪][୫] ସେ ଭାରତର ରାଷ୍ଟ୍ରପତିଙ୍କର ସୁରକ୍ଷା ଦାୟିତ୍ୱରେ ମଧ୍ୟ ରହିଥିଲେ ।[୬]

ଆଧାର ସମ୍ପାଦନା

  1. "news.outlookindia.com". news.outlookindia.com. 2012. Retrieved 17 May 2012. Singh Deo had won the Dhenkanal seat on Swatantra party ticket first time in 1967
  2. "K P Singh Deo is new Orissa Cong chief, Patnaik in CWC - Indian Express". indianexpress.com. 2012. Retrieved 17 May 2012. Singh Deo replaced Jaydev Jena, who also resigned on January 24, as the Orissa Pradesh Congress Committee chief
  3. "The Telegraph - Calcutta (Kolkata) | Orissa | 'I don't question my commander'". telegraphindia.com. Calcutta, India. 16 April 2011. Retrieved 17 May 2012. Kamakhya Prasad Singh Deo is the president of the Orissa Pradesh Congress Committee
  4. ":: Welcome to Purple Beret". purpleberet.com. 2012. Retrieved 17 May 2012. As a Lieutenant Colonel, he was awarded Ati Vishisht Seva Medal in 1994[permanent dead link]
  5. "Territorial Army to ease training to tempt specialists | StratPost". stratpost.com. 2012. Retrieved 17 May 2012. Brigadier KP Singh Deo served in the TA and was also awarded the Ati Vishisht Seva Medal (AVSM).
  6. "On a Winning Spree". mod.nic.in. 2002. Retrieved 17 May 2012. Brig KP Singh Deo and Brig PS Rathore have been ADCs to the President of India

ବାହାର ଆଧାର ସମ୍ପାଦନା