କରେଡ଼ି ହ୍ରଦ ବା କୁମାରବାହ ହ୍ରଦ ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର କାଙ୍ଗରା ଜିଲ୍ଲାର ଧର୍ମଶାଳା ନିକଟରେ ଅବସ୍ଥିତ । ଏକା ଏକ ମୃଦୁ ଜଳ ବିଶିଷ୍ଟ ତଥା ସମୁଦ୍ର ପତ୍ତନରୁ 2934 ମିଟର ଉଛରେ ଧଉଳିଧାର ପର୍ବତ ମାଲାର ଦକ୍ଷିଣରେ ଅବସ୍ଥିତ । ଧଉଳିଧାର ପର୍ବତ ଶିକ୍ଷାରର ବରଫ ତରଲି ଏହି ହ୍ରଦକୁ ଜଳ ପ୍ରଦାନ କରେ । ବରଫରୁ ଜଳ ଆସୁଥିବାରୁ ଏହାର ଜଳ ସ୍ୱଚ୍ଛ ଥାଏ ଓ କେତେକ ସ୍ଥାନରେ ହ୍ରଦର ନିମ୍ମ ଭୂମି ଦେଖା ଯାଉଥାଏ । 

Kareri Lake
(Kumarwah Lake)
करेरी ङल
ଫାଇଲ:Kareri Lake.JPG
Kareri Lake
ଅବସ୍ଥାନKangra district
ଦିଗବାରେଣି32°19′32″N 76°16′26″E / 32.325538°N 76.273818°E / 32.325538; 76.273818
ହ୍ରଦର ପ୍ରକାରHigh altitude lake
ପ୍ରାଥମିକ ଭିତରଧାରାMankiani Peak
ପ୍ରାଥମିକ ବାହାରଧାରାNyund Stream
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia
ଭୂମି ଉଚ୍ଚତା2,934 m (9,626 ft)
ଆଧାରHimachal Pradesh Tourism Dep.

ଏଠାରେ ଏକ ଶିବ ଓ ଶକ୍ତି ମନ୍ଦିର ରହିଛି । ଏହା ଏକ ଟ୍ରେକିଙ୍ଗ ଅଞ୍ଚଳ ଭାବରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ । ହ୍ରଦଟି ଶୀତ କଳାରେ ବରଫାବୃତ ରହିଥାଏ । 

ବ୍ୟୁପତ୍ତି  ସମ୍ପାଦନା

ନିକଟରେ ଥିବା ଗଦଦି ଗ୍ରାମ କରେଇର ନାମାନୁସାରେ ଏହା କରେଇ ହ୍ରଦ ରହିଛି । 

ଯାତାୟତ  ସମ୍ପାଦନା

ହ୍ରଦ ସମୀପକୁ ରାସ୍ତା ପକ୍କା ରାସ୍ତା ନଥିଲେ ମଧ୍ୟ ନିକଟସ୍ଥ କରେଇ ଯାଏ ଧର୍ମଶାଳାରୁ ଆସି ସେଠାରୁ ମାଟି ରାସ୍ତାରେ ହ୍ରଦ ନିକଟରେ ପହଞ୍ଚି ହୁଏ । ଏଠାରେ ଯାତ୍ରୀ ମାନଙ୍କ ପାଇଁ ରହଣିର ମଧ୍ୟ ବ୍ୟବସ୍ଥା ରହିଛି । ଜିପରେ ଏଠାକୁ ମାକ ଲିୟଡଗଞ୍ଜଠାରୁ ଆସି ହୁଏ ।  

References ସମ୍ପାଦନା