କମଳା ନଦୀ (Hindi and ନେପାଳୀ: कमला नदी kamalā nadī) ନେପାଲ ଦେଶରୁ ଉପତ୍ତି ହୋଇ ଭାରତୀୟ ରାଜ୍ୟ ବିହାରକୁ ପ୍ରବାହିତ ହେଇଥାଏ । 

Kamala River کملا ندی
River
Kamala river near Hatpate-5, Sindhuli, Nepal
ଦେଶ Nepal, India
ରାଜ୍ୟ Bihar
Source
 - location near Maithan, Sindhuliagadhi, Sindhuli District, Churia Range, Nepal
 - elevation ୧,୨୦୦ m (୩,୯୩୭ ft)
 - coordinates 27°15′N 85°57′E / 27.250°N 85.950°E / 27.250; 85.950
Mouth Bagmati
 - location Badlaghat, Khagaria district, Bihar, India
 - coordinates 25°33′54″N 86°35′06″E / 25.56500°N 86.58500°E / 25.56500; 86.58500
Length ୩୨୮ km (୨୦୪ mi)

ଗତିପଥ  ସମ୍ପାଦନା

The Kamala originates from Churia Range near Maithan which is near Sindhuliagarhi in Sindhuli District of Nepal at an elevation of 1,200 metres (3,900 ft).[୧][୨] It flows in a southerly direction crossing Kamala Khoj area and after passing through a gorge above Chauphat it flows into the terai area of Nepal at Chisapani.[୨] The Kamala forms the border between Siraha and Dhanusa districts in the terai. During the monsoon the river swells up and thus causes devastating river bank erosion.[୩] Tao River and Baijnath Khola River merges with Kamala at Maini[୪]

It enters Indian territory in Madhubani district in Bihar, 3.5 kilometres (2.2 mi) upstream of Jainagar. A barrage known as Kamala barrage has been constructed by the State Government near Jainagar. It joins the river Kareh (Bagmati) at Badlaghat in Khagaria district[୧] and the combined stream flows into the Koshi nearby. While one of its branches leads to the Bagmati another leads to the Kosi.[୪]

ଉପନଦୀ ସମୂହ  ସମ୍ପାଦନା

ଏହି ନଦୀର ମୁଖ୍ୟ ଉପନଦୀଗୁଡ଼ିକ ହେଲା , ଖୋଲା ,[୪] ମାଇନାବତୀ , ଧଉରୀ , ଟୟ , ସୈନ୍ୟ , ବାଲାନ ,ତ୍ରିଶୂଳା ଓ ଛଡାହା [୧]

ନଦୀ ଓ ବେସିନ ତଥ୍ୟ  ସମ୍ପାଦନା

ନଦୀର ସମୁଦାୟ ଦୈର୍ଘ୍ୟ 328କିଲୋମିଟର ମଧ୍ୟରୁ ନେପାଲରେ 208 କିଲୋମିଟର ଓ ଅବଶିଷ୍ଟ 120 କିଲୋମିଟର ବିହାର ରାଜ୍ୟରେ ପ୍ରବାହିତ ହେଇଥାଏ । ଏହି ନଦୀର ସମୁଦାୟ ଜଳଗ୍ରହଣ ଅଞ୍ଚଳ 7,244 ବର୍ଗ କିଲୋମିଟର । ଏହା ମଧ୍ୟରୁ ବିହାରରେ 4488 ବର୍ଗ କିଲୋମିଟର ରହିଛି । ଏହି ଅଞ୍ଚଳରେ ହାରାହାରି ବାର୍ଷିକ ବର୍ଷା 1,260 ମିଲିମିଟର ହେଇଥାଏ ଓ ବିହାରରେ ଏହା ନିକଟସ୍ଥ ଚାଷ ଭୂମି ଅଞ୍ଚଳ 2,744 ବର୍ଗ କିଲୋମିଟର ସହ ବସବାସ କରୁଥିବା ଜନସଂଖ୍ୟା 3.9 ମିଲିୟନ । [୧]

ବନ୍ୟା  ସମ୍ପାଦନା

2003 ମସିହା ବନ୍ୟାରେ ଏହି ଅଞ୍ଚଳର 1 ମିଲିୟନ ଲୋକ ପ୍ରଭାବିତ ହେଇଥିଲେ । 

ଭରତର ସମୁଦାୟ ବନ୍ୟା ବିପଦଶୀଳ ଅଞ୍ଚଳର 16.3 % କେବଳ ବିହାରରେ ଥିବା ବେଳେ ଭାରତର ବନୟାଗରସତା ଲୋକ ସଂଖ୍ୟାର 57 % ବିହାରରେ ଥାନ୍ତି । ସେମଧ୍ୟରୁ କେବଳ ଉତ୍ତର ବିହାରରେ 76 % ରହନ୍ତି । 68,000 ବର୍ଗ କିଲୋମିଟରରେ ରହୁଥିବା ବିହାରର 73.06 % ବିହାର ଅଧିବାସୀ ବନ୍ୟା ପ୍ରପୀଡିତ । .[୫]

କମଳା ବହୁମୂଖୀ ନଦୀ ବନ୍ଧ ଯୋଜନା  ସମ୍ପାଦନା

ନେପାଲର ଧନୁଶା ଓ ଶିରୋହା ଅଞ୍ଚଳରେ ବନ୍ଧ ନିର୍ମାଣ କରି ବନ୍ୟାକୁ ରୋକା ଯାଇ ପାରନ୍ତା । କିନ୍ତୁ ସେହି ଅଞ୍ଚଳ ଭୂମିକମ୍ପ ପ୍ରବଣ ହେଇଥିବାରୁ ଏହି ପ୍ରକଳ୍ପ ହେଇ ପାରୁନହି । 

ଆଧାର  ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ {{cite web}}: Empty citation (help)
  2. ୨.୦ ୨.୧ Sharad K. Jain; Pushpendra K. Agarwal; Vijay P. Singh. "Hydrology and Water Resources of India". P. 359. Google books. Retrieved 2010-05-05.
  3. "Projects". River Basin Programme, Sindhuli 2007. Development Project Service Centre, DEPROSC Nepal. Archived from the original on 2009-01-07. Retrieved 2010-05-05.
  4. ୪.୦ ୪.୧ ୪.୨ {{cite web}}: Empty citation (help)
  5. {{cite web}}: Empty citation (help)