କମଳାକାନ୍ତ ଜେନା ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜାନୁଗଞ୍ଜଠାରେ ୧୯୭୧ ମସିହା ଅପ୍ରେଲ ୨୫ ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଓ ଜନପ୍ରିୟ ବିଜ୍ଞାନ ଲେଖକ ।

କମଳାକାନ୍ତ ଜେନା
ଜନ୍ମ ଓ ଜନ୍ମସ୍ଥାନ(1971-04-25)୨୫ ଅପ୍ରେଲ ୧୯୭୧
ଜାନୁଗଞ୍ଜ, ବାଲେଶ୍ୱର
ଛଦ୍ମନାମକମଳାକାନ୍ତ ଜେନା
ବୃତ୍ତିଅଧ୍ୟାପକ
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ବିଷୟପଦାର୍ଥ ବିଜ୍ଞାନ
ପୁରସ୍କାରଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ପ୍ରକୃତି ବନ୍ଧୁ ପୁରସ୍କାର

ରଚନାବଳୀ ସମ୍ପାଦନା

ଜନପ୍ରିୟ ବିଜ୍ଞାନ ପୁସ୍ତକ ସମ୍ପାଦନା

  1. କଥାରେ କଥାରେ ବିଜ୍ଞାନ
  2. ବର୍ଷା ବିଜୁଳିର ଖେଳ [୧]
  3. ଛୋଟ ନୁହେଁ ଛୋଟ କଥା
  4. ବିଗ ବ୍ୟାଙ୍ଗ ମେସିନ
  5. ଗପରେ ଗପରେ ବିଜ୍ଞାନ
  6. ବର୍ଷା ବିଜୁଳି ଘଡ଼ଘଡ଼ି
  7. ଅଣପାରମ୍ପରିକ ଶକ୍ତି
  8. ଗଛଲତାର ଗହଣା କଥା

ପାଠ୍ୟପୁସ୍ତକ ସମ୍ପାଦନା

  • ଏନଭାଇରୋମେଣ୍ଟାଲ ଏଜୁକେସନ (+୨)
  • ପରିବେଶ ଶିକ୍ଷା (+୨)
  • ପ୍ରାକ୍ଟିକାଲ ଫିଜିକ୍ସ (+୨)
  • ଆମ ବିଜ୍ଞାନ (ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ପଦ୍ମଚରଣ ସ୍ମୃତି ସମ୍ମାନ: ଇସ୍ପାତ ସାହିତ୍ୟ ସଂସଦ, ରାଉରକେଲା (୨୦୧୧) [୨]
  • ପରଶମଣି ସମ୍ମାନ: ପରଶମଣି ପତ୍ରିକା (୨୦୧୧)
  • ଜନପ୍ରିୟ ବିଜ୍ଞାନ ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି, କଟକ (୨୦୧୦)
  • ତେଲିଙ୍ଗିବାଜା ବିଜ୍ଞାନ ସମ୍ମାନ: ତେଲିଙ୍ଗିବାଜା ପତ୍ରିକା, ରାଉରକେଲା (୨୦୦୯)
  • ଚନ୍ଦ୍ରମା ପ୍ରବନ୍ଧ ସମ୍ମାନ: ଚନ୍ଦ୍ରମା ପତ୍ରିକା, ୨୦୦୯
  • ଶିଶୁ ସାହିତ୍ୟ ସମ୍ମାନ: ଶିଶୁ ସାହିତ୍ୟ ସଂସଦ, କେନ୍ଦୁଝର, ୨୦୦୮
  • ଲାବଣ୍ୟ ସାରସ୍ୱତ ସମ୍ମାନ: ଲାବଣ୍ୟ ପତ୍ରିକା, ୨୦୦୮
  • ନବ ପ୍ରତିଭା ସମ୍ମାନ: ବିଶ୍ୱ ସାହିତ୍ୟ ସେବା ସଂଘ, କଟକ, ୨୦୦୮
  • ପ୍ରକୃତି ବନ୍ଧୁ: ଓଡ଼ିଶା ସରକାର, ୨୦୦୭
  • ଉତ୍କଳ ପ୍ରଭା: ନୀଳଚକ୍ର ପ୍ରକାଶନ, ପୁରୀ, ୨୦୦୭
  • ବିଜ୍ଞାନ ଲେଖକ ସମ୍ମାନ: ଏସ.ସି.ଏ.ଆର.ଟି. କଟକ, ୨୦୦୭
  • ଅଭିନନ୍ଦନ ପ୍ରତିଭା ସମ୍ମାନ: ଅଭିନନ୍ଦନ ଖବରକାଗଜ, ବାଲେଶ୍ୱର, ୨୦୦୬
  • ଟିକି କଇଁଚ ପ୍ରତିଭା ସମ୍ମାନ, ଟିକି କଇଁଚ ପତ୍ରିକା, ବଲାଙ୍ଗୀର, ୨୦୦୬
  • ଗୋପୀନାଥ ମହାନ୍ତି ପ୍ରତିଭା ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି (୨୦୦୫)
  • ଶ୍ରେଷ୍ଠ ସ୍ନାତକ: ରୋଟାରୀ କ୍ଳବ, ଭଦ୍ରକ (୧୯୯୧)
  • ପ୍ରାଣକୃଷ୍ଣ ପରିଡ଼ା ବିଜ୍ଞାନ ସାହିତ୍ୟ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯[୩]

ଆଧାର ସମ୍ପାଦନା

  1. "vidyapuri.com: KAMALAKANTA JENA". Archived from the original on 2013-02-05. Retrieved 2012-03-15.
  2. orissabarta.com: Ispat Sahitya Sansad celebrates 40th Anniversary
  3. "ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ'". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪. ଧରିତ୍ରୀ. Retrieved 10 June 2019.