ଓଡ଼ିଶା ସାହିତ୍ୟ ଏକାଡେମୀ

ଓଡ଼ିଶାର ସାରସ୍ୱତ ଅନୁଷ୍ଠାନ

ଓଡ଼ିଆ: ଓଡ଼ିଶା ସାହିତ୍ୟ ଏକାଡେମି ଏକ ସ୍ୱୟଂଶାସିତ ସାହିତ୍ୟିକ ଅନୁଷ୍ଠାନ । ଏହା ଓଡ଼ିଶା ସରକାର ୧୯୫୭ ମସିହାରେ ଗଠନ କରିଥିଲେ।[୧] । ଏହାର ଲକ୍ଷ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ , ସାହିତ୍ୟ ସମ୍ବନ୍ଧୀୟ କ୍ରିୟାକଳାପଦ୍ୱାରା ଓଡ଼ିଶାର ସାଂସ୍କୃତିକ ଐକ୍ୟ ସୁଦୃଢ କରିବା । [୨] ୧୯୭୦ ମସିହା ଜୁଲାଇ ୨୫ ତାରିଖରେ ସାହିତ୍ୟ ଏକାଡେମୀର ସମ୍ବିଧାନ ପ୍ରଣୟନ କରାଯାଇଥିଲା ଓ ଏହାକୁ ସ୍ୱୟଂଶାସିତ ସଂଗଠନର ମର୍ଯ୍ୟଦା ଦିଆ ଯାଇଥିଲା ।[୩]

ଓଡ଼ିଶା ସାହିତ୍ୟ ଏକାଡେମୀ
ସ୍ଥାପନାଜୁଲାଇ 25, 1957; 66 years ago (1957-୦୭-25)
ସଭାପତିହୃଷୀକେଶ ମଲ୍ଲିକ
ସଚିବପ୍ରବୋଧ କୁମାର ରାଉତ
ୱେବ୍‌ସାଇଟodishasahityaakademi.org/

ଓଡ଼ିଶା ସାହିତ୍ୟ ଏକାଡେମୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପାଦନା

ଏହି ସଂସ୍ଥାପନ ନିମ୍ନଲିଖିତ କାର୍ଯ୍ୟକଳାପ  ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ।[୪]

ପୁରସ୍କାର ସମ୍ପାଦନା

  • ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର [୫]
  • ସାହିତ୍ୟ ଏକାଡେମୀ ପୁରସ୍କାର
  • ଯୁବ ପ୍ରତିଭା ସମ୍ମାନ
  • ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା

ପ୍ରକାଶନ ସମ୍ପାଦନା

ଓଡ଼ିଆ ଲେଖା ଏବଂ ପୁସ୍ତକ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବା ଏକାଡେମୀର ଅନ୍ୟତମ କାର୍ଯ୍ୟ ।

ସାହିତ୍ୟ ପ୍ରୋତ୍ସାହନ ସମ୍ପାଦନା

  • ଆଲୋଚନା ଚକ୍ର ଆୟୋଜନ [୬]

ଆଧାର ସମ୍ପାଦନା

  1. Bureau, TT (2016-04-01). "80-year journey of struggle & success". Telegraph India. Retrieved 2019-07-08.
  2. "Odisha Sahitya Academy". Department of Culture, Government of Odisha. Archived from the original on March 4, 2016. Retrieved March 9, 2016.
  3. "ସାହିତ୍ୟ ଏକାଡେମୀ- ସମ୍ବିଧାନ ପଢ଼ିଛନ୍ତି କି ସଭାପତି?". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 February 2022. Retrieved 18 February 2022.
  4. "Odisha Sahitya Akademi". Odisha Sahitya Akademi. Retrieved 2019-07-08.
  5. Bureau, Odisha Sun Times (2019-07-08). "Ati Badi Puraskar of Odisha Sahitya Akademi will now carry Rs 1 lakh in cash". OdishaSunTimes.com. Retrieved 2019-07-08.
  6. Ambaly, Anwesha (2015-05-27). "Literature route to Odia roots". Telegraph India. Retrieved 2019-07-08.