ଓଡ଼ିଶା କ୍ଲେଇଷ୍ଟାନ୍ଥା

ଓଡ଼ିଶା ଅର୍କିଡ଼ାସି ପରିବାରର ଏକ ଫୁଲଭରା ଉଦ୍ଭିଦ ଜାତି । ଏହାର ଏକ ମାତ୍ର ଜଣା ଉପଜାତି ଓଡ଼ିଶା କ୍ଲେଇଷ୍ଟାନ୍ଥା (Odisha cleistantha) ଓଡ଼ିଶାରେ ଦେଖିବାକୁ ମିଳିଥାଏ । [୧][୨] ଏହି ଉଦ୍ଭିଦ ଛୋଟନାଗପୁର ମାଳଭୂମିର ଏକ ବିରଳ ପ୍ରଜାତି ଭାବେ ଚିହ୍ନଟ ହୋଇଛି । [୩]

Odisha cleistantha
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Monocots
ଗଣ: Asparagales
କୁଳ: Orchidaceae
ଉପକୁଳ: Orchidoideae
ଗୋଷ୍ଠୀ: Orchideae
ପ୍ରଜାତି: Odisha
S.Misra
ଜାତି: O. cleistantha
ବାଇନୋମିଆଲ ନାମ
Odisha cleistantha
S.Misra

ଅଧିକ ପଠନ ସମ୍ପାଦନା

ଆଧାର ସମ୍ପାଦନା

  1. Kew World Checklist of Selected Plant Families
  2. Misra, Sarat. 2007. Orchids India 251-252.
  3. Threatened Orchids from Chotanagpur (PDF). Dehradun: WILDLIFE INSTITUTE OF INDIA. 2008. p. 172. Archived from the original (PDF) on 2 April 2015. Retrieved 31 March 2015.