ଓଡ଼ିଶା କ୍ରିକେଟ ଦଳ

ଓଡ଼ିଶା କ୍ରିକେଟ ଦଳ ଓଡ଼ିଶାର ଘରୋଇ କ୍ରିକେଟ ଦଳ ଅଟେ । ରଣଜୀ ଟ୍ରଫିର ଏହା ଏକ ପ୍ରମୁଖ ଦଳ ଅଟେ । ଏହାର ମୁଖ୍ୟ ପଡ଼ିଆ ହେଉଛି କଟକଠାରେ ଥିବା ବାରବାଟି ଷ୍ଟାଡିଅମ ।ଘରୋଇ ମ୍ୟାଚଗୁଡ଼ିକ କଟକଠାରେ ଥିବା ଡ୍ରିମ୍ସ କ୍ରିକେଟ ଷ୍ଟାଡିଅମ,ଭୁବନେଶ୍ୱରଠାରେ ଥିବା ପୂର୍ବ ତଟ ରେଳବାଇ ଷ୍ଟାଡିଅମ,ସମ୍ବଲପୁରଠାରେ ଥିବା ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ,କିଟ କ୍ରିକେଟ ଷ୍ଟାଡିୟମ ଇତ୍ୟାଦିଠାରେ ଖେଳା ଯାଇ ଥାଏ । ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଓଡ଼ିଶା କ୍ରିକେଟ ଦଳକୁ ଚୟନ କରିଥାଏ ।

ଓଡ଼ିଶା କ୍ରିକେଟ ଦଳ
Personnel
Captainନଟରାଜ ବେହେରା
CoachIndia ଦେବାଶିଷ ମହାନ୍ତି
Ownerଓଡ଼ିଶା କ୍ରିକେଟ ଆସୋସିଏସନ
Team information
Founded୧୯୩୦
Home groundବାରବାଟି ଷ୍ଟାଡିଅମ
Capacity୪୫,୦୦୦
Official websiteOCA
ଓଡ଼ିଶା, ଭାରତୀୟ ରେଳବାଇ ବିପକ୍ଷରେ ଖେଳୁଛି ।

ପ୍ରସିଦ୍ଧ ଖେଳାଳି ସମ୍ପାଦନା

ଦଳ ସମ୍ପାଦନା

କ୍ରମିକ ନାମ ଜନ୍ମ ତାରିଖ Notes
ବ୍ୟାଟ୍ସମ୍ୟାନ
୧. ଗୋବିନ୍ଦ ପୋଦ୍ଦାର (1991-09-09) ୯ ସେପ୍ଟେମ୍ବର ୧୯୯୧ (ବୟସ ୩୨) ମିଡିଲ ଅଡର ବ୍ୟାଟ୍ସମ୍ୟାନ
୨. ଅନୁରାଗ ଷଡଙ୍ଗୀ (1992-12-17) ୧୭ ଡିସେମ୍ବର ୧୯୯୨ (ବୟସ ୩୧)
୩. ନଟରାଜ ବେହେରା (1988-05-28) ୨୮ ମଇ ୧୯୮୮ (ବୟସ ୩୫) ସର୍ବାଧିକ ରନ ୨୫୫*
୪. ଅଭିଷେକ ମଲ୍ଲିକ (1991-11-21) ୨୧ ନଭେମ୍ବର ୧୯୯୧ (ବୟସ ୩୨) ଅଧିନାୟକ
୫. ଆଲୋକ ମଙ୍ଗରାଜ (1988-11-28) ୨୮ ନଭେମ୍ବର ୧୯୮୮ (ବୟସ ୩୫)
୬. ନିରଞ୍ଜନ ବେହେରା (1984-05-02) ୨ ମଇ ୧୯୮୪ (ବୟସ ୩୯)
୭. ବିପ୍ଲବ ସାମନ୍ତରାୟ (1988-12-14) ୧୪ ଡିସେମ୍ବର ୧୯୮୮ (ବୟସ ୩୫)
୮. ହଲଧର ଦାଶ (1986-12-10) ୧୦ ଡିସେମ୍ବର ୧୯୮୬ (ବୟସ ୩୭) ୱିକେଟ କିପର
୯. ଶୁଭ୍ରଜିତ ସାହୁ (1988-11-12) ୧୨ ନଭେମ୍ବର ୧୯୮୮ (ବୟସ ୩୫) ୱିକେଟ କିପର
୧୦. ଟୁକୁନା ସାହୁ (1987-01-07) ୭ ଜାନୁଆରୀ ୧୯୮୭ (ବୟସ ୩୭)
୧୧. ଦୀପକ ବେହେରା (1985-01-15) ୧୫ ଜାନୁଆରୀ ୧୯୮୫ (ବୟସ ୩୯)
ପେସର
୧୨. ବସନ୍ତ ମହାନ୍ତି (1986-11-24) ୨୪ ନଭେମ୍ବର ୧୯୮୬ (ବୟସ ୩୭)
୧୩. ସୁର୍ଜ୍ୟକାନ୍ତ ଦାଶ (1993-09-30) ୩୦ ସେପ୍ଟେମ୍ବର ୧୯୯୩ (ବୟସ ୩୦)
ସ୍ପିନର
୧୪. ଧୀରଜ ସିଂହ (1987-11-21) ୨୧ ନଭେମ୍ବର ୧୯୮୭ (ବୟସ ୩୬)

ଆଧାର ସମ୍ପାଦନା