ଏ. ଶ୍ରୀକର ପ୍ରସାଦ

କଥାଚିତ୍ର ସମ୍ପାଦକ

ଏ ଶ୍ରୀକର ପ୍ରସାଦ ଜଣେ ଜାତୀୟ ପୁରସ୍କର ପ୍ରାପ୍ତ କଥାଚିତ୍ର ସଂପାଦକ ।[୧] ସେ ହିନ୍ଦୀ, ମଲାୟଲମ, ତାମିଲ, ତେଲୁଗୁ, ଇଂରାଜୀ, କନ୍ନଡ଼, ନେପାଳୀ, ପଞ୍ଜାବୀଓଡ଼ିଆ କଥାଚିତ୍ର ସଂପାଦନା କରନ୍ତି । ସେ ୩୫ ବର୍ଷରେ ୬୦୦ରୁ ଅଧିକ କଥାଚିତ୍ରର ସମ୍ପାଦନା କରିଛନ୍ତି ।[୨] ସେ ଅନେକ ଫିଲ୍ମ ଫେୟାର ପୁରସ୍କାର ସହିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।

ଶ୍ରୀକର ପ୍ରସାଦ
Born
ଅକ୍କିନେନି ଶ୍ରୀକର ପ୍ରସାଦ
Occupationଭାରତୀୟ କଥାଚିତ୍ର ସଂପାଦକ
Years active୧୯୮୩- ଏପର୍ଯ୍ୟନ୍ତ
Websitewww.sreekarprasad.com

ଏକାଧିକ ଭାରତୀୟ ଭାଷାର ଚଳଚ୍ଚିତ୍ରରେ କାମ କରିଥିବାରୁ ୨୦୧୩ ମସିହାରେ ସେ ଲିମ୍‌କା ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନିତ ହୋଇଥିଲେ ।[୩][୪] ସେ ସର୍ବାଧିକ ଭାଷାରେ ସମ୍ପାଦନା କରି ଏହି ରେକର୍ଡ଼ କରିଛନ୍ତି । ସେ ୧୭ଟି ଭାଷାର କଥାଚିତ୍ରରେ ସମ୍ପାଦକ ଭାବରେ କାମ କରିଛନ୍ତି ।[୫]

ଓଡ଼ିଆ କଥାଚିତ୍ର ତାଲିକା ସମ୍ପାଦନା

ଆଧାର ସମ୍ପାଦନା

  1. "57th National Film Awards" (PDF). International Film Festival of India. Archived from the original (PDF) on 29 July 2011. Retrieved 4 August 2012.
  2. Sundar, Anusha (2022-04-06). "Sreekar Prasad Interview: Editor on Cutting 'RRR', His First Collaboration with SS Rajamouli, His Process & More". Silverscreen India (in ଆମେରିକୀୟ ଇଂରାଜୀ). Retrieved 2022-09-02.
  3. "Southern stars in Limca Book of Records". The Times of India. 11 April 2013. Archived from the original on 26 December 2013. Retrieved 25 December 2013.
  4. "Southern stars in Limca Book of Records". The Times of India. 11 April 2013. Archived from the original on 26 December 2013. Retrieved 25 December 2013.
  5. "Film editor Sreekar Prasad enters the Limca Book of Records". The New Indian Express. 28 February 2020. Retrieved 2021-02-25.

ଅଧିକ ତଥ୍ୟ ସମ୍ପାଦନା