ଋଷ ବାୟୁ ସେନା (Russian Air Force) ଋଷ ଏୟାରସ୍ପେସ ବଲର ଏକ ଶାଖା ଅଟେ, ଯେପରି 1 ଅଗଷ୍ଟ 2015 ମସିହାରେ ଋଷ ବାୟୁ ସେନା ଏବଂ ଋଷ ଏୟାର ସ୍ପେସ ରକ୍ଷା ବଳ ସହିତ ବିଲୟ କରିଦିଆ ଯାଇଥିଲା ।[୬] ଆଧୁନିକ ଋଷ ବାୟୁ ସେନା ମୂଳତଃ 7 ମଇ 1992 ମସିହାରେ ବୋରିସ ଏଲ୍ତସିନଙ୍କଦ୍ୱାରା ରକ୍ଷା ମନ୍ତ୍ରାଳୟର ନିର୍ମାଣ ପରେ ସ୍ଥାପିତ ହୋଇଥିଲା । ହୁଏତ, ଋଷ ସଙ୍ଘର ବାୟୁ ସେନାଙ୍କୁ ଇମ୍ପିରିୟଲ ଋଷ ବାୟୁ ସେବା (1912-1917) ଏବଂ ସୋବୀୟତ ବାୟୁ ସେନା (1918-1991) ରୂପେ ମଧ୍ୟ ଦେଖା ଯାଇପାରେ ।

ଋଷ ବାୟୁ ସେନା
Russian Air Force
Военно-воздушные силы России
Voyenno-vozdushnye sily Rossii
ଋଷ ବାୟୁ ସେନାର ପ୍ରତୀକ
Founded7 ମଇ 1992; 31 years ago (1992-୦୫-07)
Country ଋଷିଆ
Branch ଋଷ ଏୟାର ସ୍ପେସ ବଲ
Typeବାୟୁ ସେନା
Size148,000 କର୍ମୀ (2017)[୧]
ମୁଖ୍ୟାଳୟମସ୍କୋ, ଋଷ ସଙ୍ଘ
March"ଏୟାର ମାର୍ଚ୍ଚ" ([Авиамарш] Error: {{Lang-xx}}: text has italic markup (help))[୨][୩][୪]
Anniversaries12 ଅଗଷ୍ଟ
Engagementsପ୍ରଥମ ଚେଚନ ଯୁଦ୍ଧ
ଡାଗେଷ୍ଟନର ଯୁଦ୍ଧ
ଦ୍ୱିତୀୟ ଚେଚନ ଯୁଦ୍ଧ
ଋଷ ଜର୍ଜିଆଇ ଯୁଦ୍ଧ
ସିରିଆଇ ନାଗରିକ ଯୁଦ୍ଧ[୫]
Commanders
Current
commander
କର୍ଣ୍ଣଲ ଜେନେରାଲ
Insignia
ପତକା
ପଦକ
ପଦକ (1991–2010)

ଋଷ ନୌସେନାଙ୍କ ପାଖେ ନିଜର ସ୍ୱତନ୍ତ୍ର ବାୟୁସେନା "ଋଷ ନୌସେନା ବିମାନ" ରହିଛି, ଯାହା ପୂର୍ବ ସୋବୀୟତ ଅବୀୟତିୟା ମୋଏଜେନା-ମାର୍ସକୋଗୋ ଫ୍ଲୋଟା ଅଟେ ।

ସରଞ୍ଚନା ସମ୍ପାଦନା

2009 ମସିହାରେ , ଋଷ ବାୟୁସେନାର ସରଞ୍ଚନା ପୂର୍ଣ୍ଣ ରୂପେ ଏୟାର ଆର୍ମୀ-ଏୟାର ବିଭାଜନ କିମ୍ବା କୋର-ଏୟାର ରେଜିମେଣ୍ଟର ପୂର୍ବ ସରଞ୍ଚନାରୁ କମାଣ୍ଡ-ଏୟାର ବେସ ସରଞ୍ଚନାରେ ବଦଳାଇ ଦିଆଯାଇଥିଲା । ଋଷ ବାୟୁ ସେନା ଏବେ 4 ସଞ୍ଚାଳନର କମାନରେ ବିଭାଜିତ ହୋଇଥାଏ, ଏୟାରସ୍ପେସ ଡିଫେନ୍ସ ଅପରେସନାଲ ଷ୍ଟାଟାର୍ଜୀକ କମାନ, ସୈନ୍ୟ ପରିବହନ ବିମାନନ କମାନ ଓ ଲାଙ୍ଗ ରେଞ୍ଜ ଏବିଏସନ କମାନ ।

30 ସେପ୍ଟେମ୍ବର 2015 ମସିହାରେ ଋଷ ବାୟୁସେନା ସିରିୟାର ଗୃହଯୁଦ୍ଧରେ ଏକ ଋଷ ଇରାନ ସୈନ୍ୟର ହସ୍ତକ୍ଷେପ ସିରିୟାର ହୋମ୍ସ କ୍ଷେତ୍ରରେ ହସ୍ତକ୍ଷେପ କରିବା ଆରମ୍ଭ କରିଥିଲେ, ।[୭] 24 ନଭେମ୍ବର 2015 ମସିହାରେ ଏହି ହସ୍ତକ୍ଷେପ ଅନୁସାରେ ତୁର୍କୀ ବାୟୁସେନା, 2015 ଋଷ ସୁଖୋଇ ସୁ-24 ଶୁଟ ହାଉସକୁ ଗୁଳି ମରିଦେଇଥିଲେ ।[୮][୯]

ଉପକରଣ ସମ୍ପାଦନା

ଋଷ ବାୟୁ ସେନାଙ୍କ ଉପକରଣର ସଠିକ ମାତ୍ରାତ୍ମକ ଏବଂ ଗୁଣାତ୍ମକ ସରଞ୍ଚନା ଅଜ୍ଞାତ ଅଟେ ଏବଂ ଏଥିରେ ଦୁଇ ଉପଯୋଗୀ ଓ ଅପରିବର୍ତନିୟ ବିମାନ ସାମିଲ ରହିଥାଏ , ତା'ସହିତ ଭଣ୍ଡାରଣ କିମ୍ବା ରିଜର୍ବ ରଖାଯାଇଥିବା ଉପକରଣ ବାବଦରେ ମଧ୍ୟ ଅଧିକ ଜଣାନଥାଏ । ଫ୍ଲାଇଟ ଗ୍ଲୋବାଲ ଅନୁମାନ ଲାଗେଇଥିଲେ କି 2015 ମସିହାର ସୂଚୀରେ ପାଖାପାଖି 3,547 ବିମାନ ଥିଲା ।[୧୦] ଋଷ ରକ୍ଷା ମନ୍ତ୍ରାଳୟ ଅନୁସାରେ, 2014 ମସିହାରେ ବାୟୁ ସେନାରେ ଆଧୁନିକ ହତିଆରର ଅଂଶ ପାଖାପାଖି 35% ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।[୧୧][୧୨] ଏହା 2016 ମସିହାର ଶେଷ ଆଡ଼କୁ 66% ପର୍ଯ୍ୟନ୍ତ ବଢିଯାଇଥିଲା ,[୧୩] ଏବଂ 201ଉ ମସିହାର ଶେଷରେ 72% ପର୍ଯ୍ୟନ୍ତ ପହଞ୍ଚି ଥିଲା । [୧୪]

ସାମରିକ ଅଧ୍ୟୟନ ପାଇଁ ଅନ୍ତରାଷ୍ଟ୍ରୀୟ ସଂସ୍ଥାନଦ୍ୱାରା ପ୍ରଦାନ କରାଯାଇଥିବା ଅନୁମାନରୁ ଏହା ଜଣାଯାଏ କି, ଋଷ ବାୟୁସେନାର ପାଇଲଟ ପ୍ରତି ବର୍ଷ ପାଖାପାଖି 60ରୁ 100 ଘଣ୍ଟା ଏବଂ ପରିବହନ ବିମାନରେ ପାଇଲଟ ପ୍ରତିବର୍ଷ 120 ଘଣ୍ଟା ଉଡାଣରେ ବିତେଇଥାନ୍ତି ।[୧୫]

ପ୍ରତିକ ଚିହ୍ନ ସମ୍ପାଦନା

ସ୍ୱତନ୍ତ୍ର ଋଷ ବାୟୁ ସେନାଙ୍କୁ ସୋବୀୟତ ସଙ୍ଘର ରାଙ୍କ, ଦୟାଧୀକାରରେ ମିଳିଥିଲା । ସେମାନଙ୍କର ପ୍ରତିକ ଚିହ୍ନ ଏବଂ ୟୁନିଫର୍ମକୁ ଅଳ୍ପ ବଦଳାଇ ଦିଆଯାଇଥିଲା । ଋଷ ବାୟୁ ସେନା ମନେ, ଋଷ ଗ୍ରାଉଣ୍ଡ ବଲ ସମାନ ରାଙ୍କ ସରଞ୍ଚନାର ଉପଯୋଗ କରିଥାନ୍ତି ।

ଆଧାର ସମ୍ପାଦନା

  1. https://info.publicintelligence.net/DIA-RussiaMilitaryPower2017.pdf
  2. Norwegian Baron (25 July 2016). "Russian Federation (1991-****) Military March "Авиамарш"" – via YouTube.
  3. Sizuoka1987 (29 May 2016). "【ロシア軍歌】 航空行進曲 Авиамарш 【歌詞付き】" – via YouTube.{{cite web}}: CS1 maint: numeric names: authors list (link)
  4. La Banda Militare: Italian and International Military Music (22 September 2013). "Авиамарш (Марш Авиаторов) 2" – via YouTube.
  5. "US Confirms Russian Airstrikes in Syria", September 2015.
  6. Russia creates new Aerospace Force service branch, janes.com, 4 August 2015
  7. Gordon, Helene Cooper, Michael R.; Macfarquhar, Neil (30 September 2015). "Russians Strike Targets in Syria, but Not ISIS Areas" – via NYTimes.com.{{cite web}}: CS1 maint: multiple names: authors list (link)
  8. Lydia Tomkiw (24 November 2015). "What Is A Fencer Su-24? What To Know About The Russian Plane Shot Down By Turkey". International Business Times. Retrieved 24 November 2015.
  9. Press release (24 ନଭେମ୍ବର 2015). "Hava sahası İletim" [Transmission of Airspace]. Turkish Armed Forces Chief of Staff (in Turkish). Archived from the original on 24 ନଭେମ୍ବର 2015. Retrieved 24 ନଭେମ୍ବର 2015.{{cite web}}: CS1 maint: unrecognized language (link)
  10. "Major powers: Our Top 10 of military aviation strength". 4 December 2015.
  11. "ТАСС: Армия и ОПК – Шойгу: оснащенность Российской армии современным оружием и техникой за год выросла на 7%". ТАСС. Retrieved 3 July 2015.
  12. "Восемь МБР приняты на вооружение в интересах РВСН во втором квартале". РИА Новости. Retrieved 7 March 2016.
  13. "ЦАМТО / Новости / Выступление министра обороны РФ генерала армии Сергея Шойгу на расширенном заседании Коллегии Минобороны". www.armstrade.org.
  14. http://eng.mil.ru/en/news_page/country/more.htm?id=12149743@egNews
  15. International Institute for Strategic Studies: The Military Balance 2014, p.186