[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଋଷିକେଶ
Rishikesh
ऋषिकेश
हृषीकेश
ସହର
ଗଙ୍ଗା ନଦୀ ଉପରେ ଥିବା ଲକ୍ଷ୍ମଣ ଝୁଲା ପୋଲ ପାଖରେ ଋଷିକେଶର ଦୃଶ୍ୟ
ଗଙ୍ଗା ନଦୀ ଉପରେ ଥିବା ଲକ୍ଷ୍ମଣ ଝୁଲା ପୋଲ ପାଖରେ ଋଷିକେଶର ଦୃଶ୍ୟ
Nickname(s): 
ଯୋଗନଗରୀ, योगनगरी
ଦେଶ ଭାରତ
ରାଜ୍ୟଉତ୍ତରାଖଣ୍ଡ
ଜିଲ୍ଲାଡେରାଡୁନ୍
Named forହୃଷୀକେଶ (ବିଷ୍ଣୁଙ୍କ ଏକ ଅବତାର)
Government
 • Typeମୁନିସିପାଲିଟି
 • Bodyଋଷିକେଶ ପୌରପରିଷଦ
 • ଚେୟାରମ୍ୟାନଦୀପ ଶର୍ମା (INC)
Area
 • ସମୁଦାୟ11.5 km2 (4.4 sq mi)
Elevation
372 m (1,220 ft)
Population
 • Total୧,୦୨,୧୩୮ (urban agglomeration)
୫୪,୪୬୬
୪୭,୬୭୨
 • Rank୭ମ
 • Density8,851/km2 (22,920/sq mi)
ଭାଷା
 • ସରକାରୀହିନ୍ଦୀ
ସଂସ୍କୃତ
Time zoneUTC+୫:୩୦ (IST)
ପିନ୍
୨୪୯୨୦୧
ଟେଲିଫୋନ କୋଡ଼୦୧୩୫
ଯାନବାହାନ ପଞ୍ଚୀକରଣUK 14
ସାକ୍ଷରତା୮୬.୮୬%
ପୁରୁଷ-ନାରୀ ଅନୁପାତ୮୭୫ /
Websitewww.rishikesh.in

ଋଷିକେଶ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଋଷିକେଶ, ୩୦.୧୦୭୮ ଉତ୍ତର ଅକ୍ଷାଂଶ ଓ ୭୮.୨୯୨୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୩୫ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଋଷିକେଶ ସହରର ମୋଟ ଜନସଂଖ୍ୟା ୫୯୬୭୧ ଅଟେ ।[୨] ସେଥି ମଧ୍ୟରୁ ୫୫.୬୧% ଜଣ ପରୁଷ ହୋଇଥିବା ବେଳେ ୪୪.୩୯% ଜଣ ନାରୀ ଅଟନ୍ତି । ଋଷିକେଶର ସାକ୍ଷରତା ହାର ୭୪.୮୧% ଅଟେ । ଏହା ଜାତୀୟ ହାରଠାରୁ ୯.୯୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୪.୭୩% ପ୍ରତିଶତ ପୁରୁଷ ଓ ୩୦.୦୮% ନାରୀ ଅଟନ୍ତି । ୧୨.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ, ଋଷିକେଶର ସରକାରୀ ଭାଷା ଅଟେ ।

ପାଣିପାଗ ସମ୍ପାଦନା

Climate data for Rishikesh
Month Jan Feb Mar Apr May Jun Jul Aug Sep Oct Nov Dec Year
Average high °C (°F) 20
(68)
23
(73)
29
(84)
35
(95)
39
(102)
38
(100)
33
(91)
32
(90)
32
(90)
30
(86)
26
(79)
22
(72)
29.9
(85.8)
Average low °C (°F) 7
(45)
9
(48)
14
(57)
18
(64)
23
(73)
25
(77)
25
(77)
24
(75)
23
(73)
17
(63)
11
(52)
8
(46)
17
(62.5)
Average precipitation mm (inches) 51
(2.01)
33
(1.3)
34
(1.34)
9
(0.35)
20
(0.79)
94
(3.7)
482
(18.98)
495
(19.49)
219
(8.62)
76
(2.99)
9
(0.35)
17
(0.67)
୧,୫୩୯
(୬୦.୫୯)
Average rainy days 3 2 3 1 2 7 15 16 8 2 0 1 60
Mean daily sunshine hours 6 7 8 9 9 7 6 6 7 8 8 7 7.3
Source: Weather2Travel[୩]

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "Rishikesh Climate and Weather Averages, India". Weather2Travel. Retrieved 2014-01-14.

ବାହାର ଲିଙ୍କ ସମ୍ପାଦନା