ଋତୁରାଜ ମହାନ୍ତି ଓଡ଼ିଶାରେ ଜନ୍ମିତ ଜଣେ ସୁଫି କଣ୍ଠଶିଳ୍ପୀ ।[୧] ସେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ସଙ୍ଗୀତଭିତ୍ତିକ ରିଆଲିଟି ସୋ ଇଣ୍ଡିଅାସର ଷ୍ଟାର ପ୍ରତିଯୋଗିତାର ଜଣେ ଅଂଶଗ୍ରହଣକାରୀ ଓ ଏଥିରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲେ । ଋତୁରାଜ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହିଥିଲେ । [୨]

ଋତୁରାଜ ମହାନ୍ତି
ଜନ୍ମବେଲପଡ଼ା, ନିମାପଡ଼ା, ପୁରୀ ଜିଲ୍ଲା
ପେଷାକଣ୍ଠଶିଳ୍ପୀ

ଜୀବନୀ ସମ୍ପାଦନା

ପରିବାର ସମ୍ପାଦନା

ଋତୁରାଜଙ୍କ ଘର ପୁରୀ ଜିଲ୍ଲାର ନିମାପଡ଼ା ପଞ୍ଚାୟତ ସମିତିର ବାହରଣା ପଞ୍ଚାୟତର ବେଲପଡ଼ା ଗ୍ରାମରେ । ତାଙ୍କ ବାପାଙ୍କ ନାମ ଚକ୍ରଧର ମହାନ୍ତି ଓ ମା'ଙ୍କ ନାମ ପ୍ରଭାତୀ ମହାନ୍ତି ।[୨]

ଶିକ୍ଷା ସମ୍ପାଦନା

ଋତୁରାଜ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ପଠନ କରିଥିଲେ ।[୨]

ଆଧାର ସମ୍ପାଦନା

  1. "Rituraj Mohanty. India Raw Star". Star Plus. Archived from the original on 10 November 2014. Retrieved 17 October 2014.
  2. ୨.୦ ୨.୧ ୨.୨ "ଇଣ୍ଡିଅାସ୍‍ର ଷ୍ଟାରର ଦ୍ୱିତୀୟ ପର୍ଯ୍ୟାୟରେ ଋତୁରାଜ: ଜିତିବା ପାଇଁ ଦରକାର ଜନତାଙ୍କ ଭୋଟ୍‍" (PDF). ସମ୍ବାଦ. ୧୭ ଅକ୍ଟୋବର ୨୦୧୪. Retrieved ୧୭ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)[permanent dead link]