ଉଇକିପିଡ଼ିଆ:ଗଣସମ୍ପାଦନା/ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭

ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିଅନସିପ ୨୦୧୭ ଅବସରରେ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ଓଡ଼ିଆ ଉଇକିପିଡ଼ିଆ ୨୦୧୭ ମସିହା ଜୁନ ୩୦ ତାରିଖରେ ଏକ ଗଣସମ୍ପାଦନା ଅୟୋଜନ କରିଥିଲା । ଏଥିରେ ଉଇକିଆଳିମାନେ ଭାଗନେଇ ଚ୍ୟାମ୍ପିଅନସିପରେ ଭାଗନେଉଥିବା ଖେଳାଳି ଓ ଚ୍ୟାମ୍ପିଅନସିପ ସମ୍ବନ୍ଧିତ ଅନ୍ୟ ପ୍ରସଙ୍ଗମାନଙ୍କର ସମ୍ପାଦନ କରିବା ଯୋଜନା ହୋଇଛି ।

ଯୋଗଦାନକାରୀ ସମ୍ପାଦନା


ଏଥିରେ ତିଆରି/ଉନ୍ନତ କରାଯାଇଥିବା ପ୍ରସଙ୍ଗମାନଙ୍କର ତାଲିକା ସମ୍ପାଦନା

କ୍ରମାଙ୍କ ପ୍ରସଙ୍ଗ ନାମ ତିଆରି/ଉନ୍ନତ କରିଥିବା ଉଇକିଆଳି(ମାନ)ଙ୍କ ନାମ କଣ କରାଗଲା? (ତିଆରି/ଉନ୍ନତ/ଉଭୟ)
ଉଦାହରଣ ବ୍ୟବହାରକାରୀ:ନାମ ତିଆରି
ଧରମବୀର ସିଂ --Aliva Sahoo (ମୋ ଆଲୋଚନା) ୦୮:୧୫, ୧ ଜୁଲାଇ ୨୦୧୭ (IST)[reply] ତିଆରି
ସନ୍ଦୀପ କୁମାର --Aliva Sahoo (ମୋ ଆଲୋଚନା) ୦୮:୧୫, ୧ ଜୁଲାଇ ୨୦୧୭ (IST)[reply] ତିଆରି