ଉଇକିପିଡ଼ିଆ:କିପରି ଗୋଟିଏ ପୃଷ୍ଠାରେ ଅଦଳ ବଦଳ କରିବେ

ବଦଳାଇବା ସମ୍ପାଦନା

ଉଇକିପିଡ଼ିଆରେ ବଦଳାଇବା ଭାରି ସହଜ । ଖାଲି ଡାହାଣ ପଟ ଉପରେ ଥିବା "ଏଡ଼ିଟ" ପତିଟିକୁ ଦବାନ୍ତୁ (କିମ୍ବା ବିଭାଗ-ବଦଳ)।

 
ଏଡ଼ିଟ ବାକ୍ସଟି ଏହି ଫରଦ ପାଇଁଉଇକି ମାର୍କଅପ ଦେଖାଉଛି । ଆପଣ ମାର୍କ ଅପଟି ବୋଲ୍ଡ ଲେଖା ଆଉ ବଡ଼ଲେଖା ପାଇଁ ବ୍ୟବହାର କରିପାରିବେ


ଉଇକି ମାର୍କଅପ ବ୍ୟବହାର କରି ଏହି ବାକ୍ସରେ, ଆପଣ ଲେଖିବାକୁ ଚାହୁଁଥିବା ଲେଖାଟି ଲେଖିପାରିବେ, ଲେଖାକୁ ସୁଧାରିପାରିବେ ଆଉ ଅଲଗା ଅଲଗା ଜିନିଷ, ଯେମିତିକି ଚିତ୍ର, ଟେବୁଲ ସବୁ ପୁରାଇପାରିବେ ।

କେବେ ଗୋଟିଏ ଧାଡ଼ି ଖାଲି ଜାଗା ଦେଇ ଆରମ୍ଭ କରନ୍ତୁ ନାହିଁ, ପାରାଗ୍ରାଫସବୁ ଗୋଟିଏ ଗୋଟିଏ ଖାଲି ଜାଗା ଲେଖା ଯାଇପାରିବ ।

ଲେଖି/ବଦଳାଇ ସାରିଲେ ଆପଣ ସାରକଥାକୁ ବଦଳାନ୍ତୁ ଭିତରେ, ମାନେ ବଦଳାଇବା ବାକ୍ସ ତଳେ ଥିବା ଛୋଟ ବାକ୍ସରେ ପ୍ରିଭିଉ ଦେଖାଅରେ ଲେଖାଟି କେମିତି ଦେଖାଯିବା ତାହା ଦେଖି ପାରିବେ, ବଦଳଗୁଡ଼ିକୁ ଦେଖାଅରେ କଣ କଣ ନିଜେ ବଦଳାଇଲେ ତାହା ଦେଖିପାରିବେ, ଆଉ ଶେଷରେ ସାଇତି ରକ୍ଷାକୁ ଦବାଇଲେ ଲେଖିଥିବା ଲେଖାଟି ସାଇତି ହୋଇଯିବ ଆଉ ସବୁ ଉଇକିଆଳି ତାହା ଦେଖିପାରିବେ ।

 
Edit commands


ଜାଣିବା କଥା: ଏହି ବଦଳ ବାକ୍ସରେ ~~~~ ଦ୍ଵାରା ନିଜର ଦସ୍ତଖତ କରନ୍ତୁ ନାହିଁ, ସେଇଟି ଏଠାରେ କମ କରେ ନାହିଁ ।

ଉଇକିପିଡ଼ିଆରେ ସଠିକ ଲେଖା ଲେଖନ୍ତୁ, କାରଣ ଏହା ସମସ୍ତଙ୍କୁ ଠିକ ଓ ସତ କଥା ଜଣେଇବା ପାଇଁ ତିଆରି କରାଯାଇଛି ।

ଆଲୋଚନା ଫରଦ ସମ୍ପାଦନା

ଆଲୋଚନା ଫରଦସବୁ ସାଧାରଣ ଲେଖା ଭଳି, ସେଥିରେ ବି "ନୂଆ ବିଭାଗ" ପତି ଥାଏ ଯାହା ନୂଆ ବିଭାଗ ତିଆରି କରିବା ପାଇଁ ଓ ପୁରୁଣା ବିଭାଗ ବଦଳେଇବା ପାଇଁ ବ୍ୟବହାର କରାଯାଏ ।

ଛୋଟମୋଟ ବଦଳ ସମ୍ପାଦନା

"ଛୋଟମୋଟ ବଦଳ" ବାକ୍ସଟି box signifies that only superficial differences exist between the version with your edit and the previous version: typo corrections, formatting and presentational changes, rearranging of text without modifying content, etc. A minor edit is a version that the editor believes requires no review and could never be the subject of a dispute. The "minor edit" option is one of several options available only to registered users.

Major edits ସମ୍ପାଦନା

All editors are encouraged to be bold, but there are several things that a user can do to ensure that major edits are performed smoothly. Before engaging in a major edit, a user should consider discussing proposed changes on the article discussion/talk page. During the edit, if doing so over an extended period, the {{In use}} tag can reduce the likelihood of an edit conflict. Once the edit has been completed, the inclusion of an edit summary will assist in documenting the changes. These steps will help all to ensure that major edits are well received by the Wikipedia community.

A major edit should be reviewed to confirm that it is consensual to all concerned editors. Therefore, any change that affects the meaning of an article is major (not minor), even if the edit is a single word.

There are no necessary terms to which you have to agree when doing major edits, but the recommendations above have become best practice. If you do it your own way, the likelihood of your edits being reedited may be higher.

When performing a large edit, it is suggested you periodically, and before pressing 'save page', copy your edits into an external text editor (preferably one without formatting, such as Notepad). This ensures that in the case of a browser crash you will not lose your work. If you are adding substantial amounts of work, it is also a good idea to save changes in stages.