ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬


ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
୮ ମାର୍ଚ୍ଚ ୨୦୧୬ - ୭ ଅପ୍ରେଲ ୨୦୧୬

ଆଦର୍ଶ ମହିଳାମାନଙ୍କ ଗୌରବଗାଥାକୁ ଲିପିବଦ୍ଧ କରି ରଖିବାର ଉତ୍ସବ


ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ମାର୍ଚ୍ଚ ମାସ ସାରା ମହିଳା ଇତିହାସ ମାସ ପାଳନ, ଜଗତରେ ମହିଳାମାନଙ୍କ ସମାଜକୁ ଅବଦାନ ପାଇଁ ଅଧୁନା ପାଳିତ ହେଉଛି । ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ମହିଳାଙ୍କ ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ମହିଳାମାନଙ୍କ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ

ପ୍ରସଙ୍ଗ ତାଲିକା ସମ୍ପାଦନା

ନୂଆ ପ୍ରସଙ୍ଗ ସମ୍ପାଦନା

ବ୍ୟକ୍ତିତ୍ୱ ସମ୍ପାଦନା

  1. ମାଧବୀ ଦାସୀ, ଓଡ଼ିଶାର ପ୍ରଥମ ମହିଳା କବି
  2. ବାସନ୍ତୀବାଳା ଜେନା, ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଆ
  3. ବସନ୍ତ ମଞ୍ଜରୀ ଦେବୀ, ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ
  4. ଗିରିବାଳା ମହାନ୍ତି, ଓଡ଼ିଶାର ପ୍ରଥମ ମହିଳା ବୈମାନିକ
  5. ପ୍ରଜ୍ଞା ପାରମିତା ଦାଶ, ଓଡ଼ିଶାର ପ୍ରଥମ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ
  6. ସୁଜାତା ଆନନ୍ଦ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ
  7. ରଜିୟା ସୁଲତାନ, ଭାରତର ପ୍ରଥମ ମହିଳା ସୁଲତାନ Done--Aliva Sahoo (ମୋ ଆଲୋଚନା) ୨୧:୦୨, ୧୩ ମାର୍ଚ୍ଚ ୨୦୧୬ (IST)[reply]
  8. ମାନସୀ ପ୍ରଧାନ, ଇଂରାଜୀ ପ୍ରସଙ୍ଗ en:Manasi Pradhan  Done--Subhrajit Jena
  9. ଗୀତା ମେହେଟ୍ଟା  Done--Abha S Pradhan (ମୋ ଆଲୋଚନା) ୨୨:୪୩, ୧୩ ମାର୍ଚ୍ଚ ୨୦୧୬ (IST)[reply]
  10. ଓପାଲୀ ଅପରାଜିତା  DoneAbha S Pradhan (ମୋ ଆଲୋଚନା) ୦୦:୩୨, ୧ ଅପ୍ରେଲ ୨୦୧୬ (IST)[reply]
  11. କସ୍ତୁରୀ ପଟ୍ଟନାୟକ, ଇଂରାଜୀ ପ୍ରସଙ୍ଗ en:Kasturi Pattanaik
  12. ରୀଲା ହୋତା, ଇଂରାଜୀ ପ୍ରସଙ୍ଗ en:Reela Hota
  13. ମଧୁମିତା ରାଉତ, ଇଂରାଜୀ ପ୍ରସଙ୍ଗ en:Madhumita Raut
  14. ରଚିତା ମିସ୍ତ୍ରୀ, ଇଂରାଜୀ ପ୍ରସଙ୍ଗ en:Rachita Mistry
  15. ନନ୍ଦିନୀ ସାହୁ, ଇଂରାଜୀ ପ୍ରସଙ୍ଗ en:Nandini Sahu  Done--ସୁରଥ କୁମାର ପାଢ଼ୀଙ୍କ ଦ୍ଵାରା।
  16. କାରୁବାକୀ, ଇଂରାଜୀ ପ୍ରସଙ୍ଗ en:Karuvaki
  17. ଜୟନ୍ତୀ ପଟ୍ଟନାୟକ, ଇଂରାଜୀ ପ୍ରସଙ୍ଗ en:Jayanti Patnaik  Done--ସୁରଥ କୁମାର ପାଢ଼ୀଙ୍କ ଦ୍ଵାରା।
  18. ପାର୍ବତୀ ଗିରୀ, ଇଂରାଜୀ ପ୍ରସଙ୍ଗ en:Parbati Giri  Done--ସୁରଥ କୁମାର ପାଢ଼ୀଙ୍କ ଦ୍ଵାରା।
  19. ଆନିବେସାନ୍ତ, ଇଂରାଜୀ ପ୍ରସଙ୍ଗ en:Annie Besant  Done--Rajalaxmi Mishraଙ୍କ ଦ୍ଵାରା।
  20. ସୁଧା ଚନ୍ଦ୍ରନ୍, ଇଂରାଜୀ ପ୍ରସଙ୍ଗ en:Sudha Chandran  Done--Rajmishra757 (ମୋ ଆଲୋଚନା) ୧୫:୪୩, ୧୬ ମାର୍ଚ୍ଚ ୨୦୧୬ (IST)[reply]

ଅନ୍ୟାନ୍ୟ ସମ୍ପାଦନା

ନିଜେ ତିଆରି କରିଥିବା ଲେଖାକୁ ଏଠାରେ ରଖନ୍ତୁ। ଲେଖାରେ ଏହି ଶ୍ରେଣୀ ବ୍ୟବହାର କରନ୍ତୁ ଶ୍ରେଣୀ:୨୦୧୬ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ‎

ମହିଳା ମାସରେ ତିଆରି ପ୍ରସଙ୍ଗ

ପୁରୁଣା ପ୍ରସଙ୍ଗ ଉଇକିକରଣ ସମ୍ପାଦନା

  1. ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
  2. ଶୈଳବାଳା ଦାସ, ଓଡ଼ିଶାର ପ୍ରଥମ ପଦ୍ମ ଶ୍ରୀ ସମ୍ମାନିତ ମହିଳା
  3. ସୁଲକ୍ଷଣା ଦେବୀ, ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି
  4. ବୀଣାପାଣି ମହାନ୍ତି, ଓଡ଼ିଶାର ପ୍ରଥମ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା
  5. କଳ୍ପନା ଦାଶ, ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ
  6. ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି
  7. ପାର୍ବତୀ ଘୋଷ, ଓଡ଼ିଶା ପ୍ରଥମ ମହିଳା କଥାଚିତ୍ର ନିର୍ଦ୍ଦେଶକ
  8. ସୌମ୍ୟା ମିଶ୍ର, ଓଡ଼ିଶାର ପ୍ରଥମ ଭାରତୀୟ ପୁଲିସ ସେବା ଅଧିକାରୀ
  9. ତୁଳସୀ ମୁଣ୍ଡା, ଓଡ଼ିଶାର ଆଦିବାସୀ ନେତ୍ରୀ
  10. ନନ୍ଦିତା ଦାସ, ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ସମାଜସେବୀ
  11. ଇନ୍ଦିରା ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ Done --Chinmayee Mishra(ମୋ ଆଲୋଚନା)
  12. ସରୋଜିନୀ ନାଇଡୁ,ଭାରତର ପ୍ରଥମ ମହିଳା ରାଜ୍ୟପାଳ Done --Chinmayee Mishra (ମୋ ଆଲୋଚନା) ୨୧:୧୬, ୧୧ ମାର୍ଚ୍ଚ ୨୦୧୬ (IST)[reply]
  13. ମେରୀ କ୍ୟୁରି, ପ୍ରଥମ ଦୁଇଥର ନୋବେଲ ପୁରସ୍କାର ବିଜେତା ମହିଳା
  14. କଳ୍ପନା ଚାୱଲା, ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ
  15. ପ୍ରତିଭା ପାଟିଲ, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି Done --Chinmayee Mi shra(ମୋ ଆଲୋଚନା) ୧୮:୩୯, ୭ ମାର୍ଚ୍ଚ ୨୦୧୬ (IST)[reply]
  16. ବିଜୟଲକ୍ଷ୍ମୀ ପଣ୍ଡିତ, ପ୍ରଥମ ମହିଳାମନ୍ତ୍ରୀ
  17. ଏଡ଼ିଥ୍ ହାରଟନ୍, ଆମେରିକୀୟ ସାହିତ୍ୟିକ Done--Aliva Sahoo (ମୋ ଆଲୋଚନା) ୨୧:୩୮, ୧୩ ମାର୍ଚ୍ଚ ୨୦୧୬ (IST)[reply]

ଅଂଶଗ୍ରହଣ ସମ୍ପାଦନା

  1. --Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୧:୪୯, ୭ ମାର୍ଚ୍ଚ ୨୦୧୬ (IST)[reply]
  2. --Aliva Sahoo (ମୋ ଆଲୋଚନା) ୧୭:୫୦, ୭ ମାର୍ଚ୍ଚ ୨୦୧୬ (IST)[reply]
  3. -- Kumarika Mohanty ୧୬:୫୦, ୭ ମାର୍ଚ୍ଚ ୨୦୧୬ (IST)
  4. --Chinmayee Mishra (ମୋ ଆଲୋଚନା) ୧୮:୩୫, ୭ ମାର୍ଚ୍ଚ ୨୦୧୬ (IST)[reply]
  5. --Sonalisubudhi122 (ମୋ ଆଲୋଚନା) ୧୮:୧୧, ୮ ମାର୍ଚ୍ଚ ୨୦୧୬ (IST)[reply]
  6. ସୁଭାସିସ ପାଣିଗାହି (ଆଳାପ) ୧୧:୦୦, ୯ ମାର୍ଚ୍ଚ ୨୦୧୬ (IST)[reply]
  7. --Rajmishra757 (ମୋ ଆଲୋଚନା) ୧୩:୨୯, ୧୧ ମାର୍ଚ୍ଚ ୨୦୧୬ (IST)[reply]
  8. ନିଷ୍ଠାରଞ୍ଜନଦାଶtalk ୧୭:୩୭, ୧୧ ମାର୍ଚ୍ଚ ୨୦୧୬ (IST)[reply]
  9. ––Abha S Pradhan (ମୋ ଆଲୋଚନା) ୧୭:୨୩, ୧୩ ମାର୍ଚ୍ଚ ୨୦୧୬ (IST)[reply]
  10. --Mrjains (ମୋ ଆଲୋଚନା) ୧୭:୪୬, ୧୩ ମାର୍ଚ୍ଚ ୨୦୧୬ (IST)[reply]

ଆଧାର ସଂଗ୍ରହ ସମ୍ପାଦନା

ଆଧାର ଲିଙ୍କ କେଉଁ କେଉଁ ପ୍ରସଙ୍ଗ ଲିଖନ କାମରେ ଆସିବ?
Situating Social History Orissa ରେବତୀ (ଗଳ୍ପ)

Autobiographical Writings by Women from Odisha: A Study

Sarala Devi, The Biplababi of Orissa ସାରଳା ଦେବୀ
ORISSA REVIEW ରମାଦେବୀ