ଇମ୍ରାନ ହାସମୀ
ହିନ୍ଦୀ ଫିଲ୍ମ ଅଭିନେତା
ଇମ୍ରାନ ଅନ୍ୱର୍ ହାସମୀ (ଜନ୍ମ ୨୪ ମାର୍ଚ୍ଚ ୧୯୭୯) ଜଣେ ହିନ୍ଦୀ ଚଳଚ୍ଚିତ୍ର କଳାକାର ଯିଏକି ହିନ୍ଦୀ ଚଳଚ୍ଚିତ୍ରରେ ଦେଖା ଦିଅନ୍ତି । [୧] ନିଜର ସଫଳ କ୍ୟାରିୟର ଭିତାରେ ସେ ୩ ଥର ଫିଲ୍ମଫେୟାର ଆୱାର୍ଡ ପାଇଂ ମନୋନୀତ ହୋଇଛନ୍ତି, ଏବଂ ନିଜକୁ ଏକ ଜନପ୍ରିୟ ହିନ୍ଦୀ କଳାକର ଏବଂ ସବୁଠରୁ ଅଧିକ ପ୍ରାପ୍ୟ ପାଉଥିବା କଳାକାରମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । [୨][୩]
Emraan Hashmi | |
---|---|
Born | Emraan Anwar Hashmi ୨୪ ମାର୍ଚ୍ଚ ୧୯୭୯ Pulgaon, Maharashtra, India |
Occupation | Actor |
Years active | 2003–present |
Spouse | Parveen Shahani (m. ୨୦୦୬) |
Children | 1 |
Relatives | See Bhatt family |
ଆଧାର ସମ୍ପାଦନା
- ↑ "ଆର୍କାଇଭ୍ କପି". Archived from the original on 2014-10-07. Retrieved 2016-09-18.
{{cite web}}
: Cite has empty unknown parameter:|1=
(help) - ↑ http://timesofindia.indiatimes.com/entertainment/hindi/bollywood/news/Mahesh-Bhatt-upset-with-nephew-Emraan-Hashmi/articleshow/40039520.cms
- ↑ http://indiatoday.intoday.in/story/murder-raaz-emraan-hashmi-mahesh-bhatt/1/361736.html