ଇନସୁଲିନ ଗ୍ଲାର୍ଜିନ

ଔଷଧ

ଇନସୁଲିନ ଗ୍ଲାର୍ଜିନ (ଇଂରାଜୀ ଭାଷାରେ Insulin glargine, ଏକ ବ୍ୟବସାୟୀକ ନାମ ଲାଣ୍ଟସ) ଏକ ଦୀର୍ଘ-କାର୍ଯ୍ୟକାରୀ ଇନସୁଲିନ (insulin) ଯାହା ଉଭୟ ଟାଇପ ୧ଟାଇପ ୨ ମଧୁମେହ ରୋଗର ଚିକିତ୍ସାରେ ଦିଆଯାଏ ।[୧] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧ ଦେବାକୁ ଉପଦେଶ ଦିଆଯାଏନାହିଁ ।[୨] ଚର୍ମତଳ ଇଞ୍ଜେକସନ (injection just under the skin) ଆକାରରେ ଏହା ଦିନ‌କୁ ଥରେ ଦିଆଯାଏ ।[୧] ଇଞ୍ଜେକସନ ଦେବାର ଏକ ଘଣ୍ଟା ପରେ ଏହାର ପ୍ରଭାବ ଆରମ୍ଭ ହୁଏ । [୧]

ଇନସୁଲିନ ଗ୍ଲାର୍ଜିନ
Clinical data
Trade namesLantus, Toujeo, Abasaglar, Basaglar, other
AHFS/Drugs.commonograph
MedlinePlusa600027
data
Pregnancy
category
  • US: C (Risk not ruled out)
Routes of
administration
Subcutaneous
ATC code
Legal status
Legal status
Identifiers
  • Recombinant human insulin
CAS Number
IUPHAR/BPS
DrugBank
ChemSpider
  • none
UNII
KEGG
ECHA InfoCard100.241.126 Edit this at Wikidata
Chemical and physical data
FormulaC267H404N72O78S6
Molar mass6063 g/mol
 ☒NcheckY (what is this?)  (verify)

ଇନସୁଲିନ ଗ୍ଲାର୍ଜିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା (low blood sugar), ଇଞ୍ଜେକସନ ଦେବା ସ୍ଥାନରେ ସମସ୍ୟା, ଗଲୁ ଓ ଓଜନ ବୃଦ୍ଧି ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତ ପୋଟାସିଅମ (low blood potassium) କମିଯାଏ ।[୧] ଗର୍ଭାବସ୍ଥାରେ ଇନସୁଲିନ ଗ୍ଲାର୍ଜିନ ଅପେକ୍ଷା ଏନପିଏଚ ଇନସୁଲିନ (NPH insulin) ଅଧିକ ପସନ୍ଦ କରାଯାଏ । [୨] ଇଞ୍ଜେକସନ ଦେବାପରେ ମାଇକ୍ରୋକ୍ରିସ୍ଟାଲ (microcrystal) ୨୪ ଘଣ୍ଟା ଧରି ଧୀରେ ନିର୍ଗତ ହୁଏ । [୧] ରକ୍ତରେ ଥିବା ଶର୍କରାକୁ (glucose) ଏହି ଔଷଧ ଅବଶୋଷଣ କରି ଯକୃତରୁ ଶର୍କରା ପ୍ରସ୍ତୁତି କମେଇଦିଏ । [୧]

ସନ ୨୦୦୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଇନସୁଲିନ ଗ୍ଲାର୍ଜିନ ସ୍ୱୀକୃତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ୧୦୦ ୟୁନିଟ ହୋଲସେଲ ମୂଲ୍ୟ ୨୬ଡଲାର ଥିଲା । [୩] ଏହି ସମୟରେ ସଂଯୁକ୍ତ ରାଷ୍ଟ୍ରରେ ଏହାର ମୁଲ୍ୟ ୨.୩୫ ପା‌ଉଣ୍ଡ ଥିଲା ।[୨] ସନ ୨୦୧୬ରେ ଏହାର ୨୬ ନିୟୁତ ପ୍ରେସକ୍ରିପସନ ହୋଇ ୨୨ତମ ସର୍ବାଧିକ ପ୍ରେସକ୍ରିପସନ ହେବାର ମାନ୍ୟତା ପାଇଥିଲା । [୪]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Insulin Glargine Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 701. ISBN 9780857113382.
  3. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  4. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ ସମ୍ପାଦନା