ଆରୁ, ଜାମ୍ମୁ ଓ କାଶ୍ମୀର

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆରୁ
ଗ୍ରାମ
Aru Valley
Aru Valley
CountryIndia
StateJammu & Kashmir
DistrictAnantnag
Community development block in IndiaKhoviripora (Pahalgam)
Elevation2,414 m (7,920 ft)
Time zoneUTC+5:30 (IST)
Postal Index Number
192126
Census code00222700[୨]

ଆରୁ  ଭାରତୀୟ ରାଜ୍ୟ ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ପର୍ଯ୍ୟଟକ ସ୍ଥଳୀ ତଥା ଶୈଳ ନିବାସ । ଏହା ପହଲଗାମଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ରହିଛି । ଏହା ନିକଟରେ କୋଲହାଇ ଗ୍ଲାସିୟର ଓ ଟସର ହ୍ରଦ ରହିଛି । ଆରୁ ଗ୍ରାମ ଲିଡ୍ଡର ନଦୀର ଏକ ସଖା ଆରୁ ନଦୀ ତଟରେ ଅବସ୍ଥିତ । [୩]

ପର୍ଯ୍ୟଟନ  ସମ୍ପାଦନା

ଆରୁ ଉପତ୍ୟକା ଏହାର ସୁଦୃଶ୍ୟ ମାଳଭୂମି[୪][୫] ପାଇଁ ପ୍ରସିଦ୍ଧ   ଏହାର ଶାନ୍ତ ବାତାବରଣ ଓ ପ୍ରକୃତିକ ସୁନ୍ଦରତା ପାଇଁ ପର୍ଯ୍ୟଟକମାନଙ୍କ ପସନ୍ଦ ହେଇଥାଏ। । 

ଟ୍ରେକିଙ୍ଗ ସୁବିଭା ପାଇଁ ଆରୁ ଗ୍ରାମକୁ ବ୍ୟବହାର କରା ଯାଏ। ତ୍ରେକରମାନେ ଏଠାରୁ କୋଲାହୋଇ ଗ୍ଲାସିୟର, ଟର୍ସର-ମର୍ଶର ହ୍ରଦ ଓ କାଟ୍ରିନାଗ ଉପତ୍ୟକାକୁ ଯାଇଥାଆନ୍ତି ।ଏଠାରୁ ମଧ୍ୟ ବିଶନସର - କିଶନସର ହ୍ରଦ ଓ କଙ୍ଗନ[୧]କୁ ଟ୍ରେକିଙ୍ଗ କରି ହୁଏ । ଏହି ଉପତ୍ୟକାରେ ଅନେକ ହୋଟେଲ , ରେଷ୍ଟୁରାଣ୍ଟ ଓ ଲଜ ରହିଛି ।  

ଆରୁ ଉପତ୍ୟକାରେ ପ୍ରାୟ ୨୦ଟି ଆଳପାଇନ ହ୍ରଦ , ଶ୍ରୁଙ୍ଗ ଓ ମଳବୁମୀ ସବୁ ରହିଛି । ଏଠାରେ ବହୁତ ବରଫପାତ ହେଉଥିବାରୁ ଏହା ନିକଟରୁ ଲିଡର ନଦୀ ପୂର୍ଣ ହେଇ ବହିଥାଏ । 

ଓଭେରା-ଆରୁ ସଂରକ୍ଷିତ ଜୈବମଣ୍ଡଳ  ସମ୍ପାଦନା

ଓଭେରା-ଆରୁ ସଂରକ୍ଷିତ ଜୈବମଣ୍ଡଳ ରାଜ୍ୟ ରାଜଧାନୀ ଶ୍ରୀନଗରଠାରୁ ୭୬ କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ମାନ୍ୟତାପ୍ରାପ୍ତ । ଏହା ୫୧୧ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଏହା ଅନେକ ସଂଖ୍ୟାରେ ବିରଳ ଓ ଲୁପ୍ତପ୍ରାୟ ପ୍ରଜାତିର ଜୀବଜନ୍ତୁଙ୍କୁ ଆଶ୍ରୟ ଦେଇଥାଏ । [୪]

ଆଧାର  ସମ୍ପାଦନା

  1. ୧.୦ ୧.୧ M.S. Kohli (1 April 2004). Mountains of India: Tourism, Adventure, Pilgrimage. Indus Publishing. p. 205–. ISBN 978-81-7387-135-1. Retrieved 16 April 2012.
  2. "Census codes for Kashmir Division" (PDF). J&K Energy Development Agency (JAKEDA). Archived from the original (PDF) on 2015-11-29. Retrieved 2012-04-16.
  3. Sharad Singh Negi (1991). Himalayan Rivers, Lakes, and Glaciers. Indus Publishing. p. 34. ISBN 978-81-85182-61-2. Retrieved 16 April 2012.
  4. ୪.୦ ୪.୧ {{cite web}}: Empty citation (help)
  5. Parvéz Dewân (15 January 2004). Parvéz Dewân's Jammû, Kashmîr, and Ladâkh: Kashmîr. Manas Publications. p. 149. ISBN 978-81-7049-179-8.