ଆମିର ଇଲାହି

ଭାରତୀୟ କ୍ରିକେଟ ଖେଳାଳି

ଆମିର ଇଲାହି  (Urdu: عامر الہی) ଶବଦ ବିଷୟରେ pronunciation (1 ,ସେପ୍ଟେମ୍ବର 1908- 28 ଡିସେମ୍ବର 1980 )  ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ବିଶ୍ୱର 14 ଜଣ ଏପରି ଖେଳାଳିଙ୍କ ମଧ୍ୟରୁ ଜଣେ , ଯିଏ 2ଟି ଦେଶ ତରଫରୁ ଟେଷ୍ଟ କ୍ରିକେଟ ଖେଳିଛନ୍ତି । .[୧] ଲାହୋରେରେ ଜନ୍ମିତ ଆମିର ଦେଶ ସ୍ୱାଧୀନ ହେବା ଆଗରୁ ଭରତ ଦଳ ପାଇଁ ଗୋଟିଏ ଟେଷ୍ଟ ଖେଳିଥିଲେ । ପରେ ପାକିସ୍ଥାନ 1952 ମସିହାରେ ଟେଷ୍ଟ ସ୍ଟେଟସ ପାଇଲା ପରେ ସେ ପାକିସ୍ତାନ ତରଫରୁ 5ଟି ଟେଷ୍ଟ ସ୍ପିନ ବୋଲର ହିସାବରେ ଖେଳିଥିଲେ । ସେ ପାକିସ୍ତାନର ପ୍ରଥମ ଟେଷ୍ଟ ଖେଳାଳି । 

ଆମିର ଇଲାହି
ବ୍ୟକ୍ତିଗତ ତଥ୍ୟ
ନାମAmir Elahi
ବ୍ୟାଟିଂ ପ୍ରକାରRight-handed batsman
ବୋଲିଂ ପ୍ରକାରRight-arm Leg break
ଅନ୍ତର୍ଜାତୀୟ ତଥ୍ୟ
National sides
ପ୍ରଥମ ଟେଷ୍ଟ (cap 40/1)12 December 1947 
India v Australia
ଶେଷ ଟେଷ୍ଟ12 December 1952 
Pakistan v India
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 6 125
ମୋଟ ରନ 82 2562
ବ୍ୟାଟିଂ ହାର 10.25 16.85
ଶତକ/ଅର୍ଦ୍ଧଶତକ -/- -/3
ସର୍ବାଧିକ ରନ 47 96
ବଲ ସଂଖ୍ୟା 400 24822
ଉଇକେଟ 7 513
ବୋଲିଂ ହାର 35.42 25.77
ଇନିଙ୍ଗସରେ ୫ଟି ଉଇକେଟ 30
ମ୍ୟାଚରେ ୧୦ଟି ଉଇକେଟ 6
ସବୁଠୁ ଭଲ ବୋଲିଂ 4/134 8/94
କ୍ୟାଚ/ଷ୍ଟମ୍ପିଙ୍ଗ -/- 67/-
Source: Cricinfo.com

ତାଙ୍କର ଦେହାନ୍ତ ପାକିସ୍ତାନରେ 28 ଡିସେମ୍ବର , 1980 ମସିହାରେ ହେଇଥିଲା । 

ପୁନଶ୍ଚ ଦେଖଣା  ସମ୍ପାଦନା

  • List of cricketers who have played for more than one international team

ଆଧାର  ସମ୍ପାଦନା

  1. "Cricinfo". ESPN Cricinfo.