ଆନାଷ୍ଟ୍ରୋଜୋଲ

(ଆନାସ୍ଟ୍ରୋଜୋଲରୁ ଲେଉଟି ଆସିଛି)

ଆନାଷ୍ଟ୍ରୋଜୋଲ (ଇଂରାଜୀ ଭାଷାରେ Anastrozole, ବିକ୍ରୟ ନାମ ଆରିମିଡେକ୍ସ/Arimidex) ଏକ ଔଷଧ ଯାହା ସ୍ତନ କର୍କଟ (breast cancer) ରୋଗରେ ଅନ୍ୟାନ୍ୟ ଔଷଧ ସ‌ହିତ ଦିଆଯାଏ । ହରମୋନ ରିସେପ୍ଟର-ପଜିଟିଭ (hormone receptor-positive) ଥିବା ସ୍ତନ କର୍କଟ ରୋଗରେ ଏହା ବିଶେଷତଃ ଦିଆଯାଏ । ଉଚ୍ଚ ସଙ୍କଟାପନନ ରୋଗୀଙ୍କର ପ୍ରତିଷେଧ ନିମନ୍ତେ ମଧ୍ୟ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]

ଆନାଷ୍ଟ୍ରୋଜୋଲ
Clinical data
Trade namesArimidex, others
AHFS/Drugs.commonograph
MedlinePlusa696018
data
Pregnancy
category
  • US: D (Evidence of risk) [୧]
Routes of
administration
By mouth (tablets)
ATC code
Legal status
Legal status
Pharmacokinetic data
Bioavailability83–85%
Protein binding40%
MetabolismLiver (85%)
Elimination half-life46.8 h [୨]
ExcretionKidney (11%)
Identifiers
  • 2,2'-[5-(1H-1,2,4-triazol-1-ylmethyl)-1,3-phenylene]bis(2-methylpropanenitrile)[୩]
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.129.723 Edit this at Wikidata
Chemical and physical data
FormulaC17H19N5
Molar mass293.366 g/mol
3D model (JSmol)
  • N#CC(c1cc(cc(c1)C(C#N)(C)C)Cn2ncnc2)(C)C
  • InChI=1S/C17H19N5/c1-16(2,9-18)14-5-13(8-22-12-20-11-21-22)6-15(7-14)17(3,4)10-19/h5-7,11-12H,8H2,1-4H3 checkY
  • Key:YBBLVLTVTVSKRW-UHFFFAOYSA-N checkY
 ☒NcheckY (what is this?)  (verify)

ସାଧାରଣ ପ୍ରତିକ୍ରିୟାରେ ଜରୁଆ ଅନୁଭବ, ମନୋଭାବ ପରିବର୍ତ୍ତନ, ଗଣ୍ଠି ଯନ୍ତ୍ରଣ ଓ ଅଇ ହୋଇପାରେ । ସାଂଘାତିକ ପ୍ରତିକ୍ରିୟାରେ ହୃଦ୍‌ରୋଗହାଡ଼ପୋରିଆ ହୋଇପାରେ । ଗର୍ଭାବସ୍ଥାରେ ଶିଶୁର କ୍ଷତି ହେଉଥିବା ଜଣାଯାଏ । ଏହା ଆରୋମାଟେଜ ଇନହିବିଟିଙ୍ଗ ଶ୍ରେଣୀର (aromatase-inhibiting) ଏକ ଔଷଧ । ଏହା ଏସ୍ଟ୍ରୋଜେନ (estrogen) ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ଆନାଷ୍ଟ୍ରୋଜୋଲ ସନ ୧୯୮୭ରେ ପେଟେଣ୍ଟ ହୋଇ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୯୫ରେ ସ୍ୱୀକୃତ ହୋଇଥିଲା । [୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୧.୯୨ରୁ ୩୦.୬୦ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩.୮୧ ଆମେରିକୀୟ ଡଲାର ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Anastrozole". The American Society of Health-System Pharmacists. Retrieved 8 December 2016.
  2. Mauras N, Bishop K, Merinbaum D, Emeribe U, Agbo F, Lowe E (August 2009). "Pharmacokinetics and pharmacodynamics of anastrozole in pubertal boys with recent-onset gynecomastia". J. Clin. Endocrinol. Metab. 94 (8): 2975–8. doi:10.1210/jc.2008-2527. PMID 19470631.
  3. "anastrozole". Chemical Entities of Biological Interest (ChEBI). European Molecular Biology Laboratory. Retrieved 2011-08-14.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 516. ISBN 9783527607495.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Anastrozole". International Drug Price Indicator Guide. Retrieved 8 December 2016.[permanent dead link]
  7. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 18 December 2016.