ଆଘାତ ପ୍ରାଣୀମାନଙ୍କର ଶାରୀରିକ କ୍ଷତିକୁ ବୁଝାଏ ।[୧][୨] ଦୁର୍ଘଟଣା, ପତନ, ମାଡ଼, ଅସ୍ତ୍ର ଓ ଅନ୍ୟାନ୍ୟ କାରଣମାନଙ୍କଦ୍ୱାରା ଏହା ସଂଘଟିତ ହୁଏ ।[୧]

The knee of a patient is examined with the help of radiography after an injury.

ଗୁରୁ ଆଘାତ ଗମ୍ଭୀର ଫଳପ୍ରଦ ହୋଇ ଅବଶେଷରେ ବିକଳାଙ୍ଗମୃତ୍ୟୁ ହୋଇପାରେ ।

ସନ ୧୯୯୦ରେ ଆଘାର ଯୋଗୁ ୪.୩ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୪.୮ ମୃତ୍ୟୁ ହୋଇଥିଲା । ୩୦%ରୁ ଅଧିକ ମୃତ୍ୟୁ ପରିବ‌ହନ ଜନିତ ଆଘାର ଯୋଗୁ ହୋଇଥିଲା । ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ମଧ୍ୟରୁ ସନ ୧୯୯୦ରେ ୭୬୬,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୩୬୭,୦୦୦ ମୃତ୍ୟୁ ହୋଇଥିଲା ।[୩] ସମୁଦାୟ ମୃତ୍ୟୁ ସଂଖ୍ୟାର ୯% ଆଘାତ ଯୋଗୁ ହୋଇଥିବା ବେଳେ ସାରା ପୃଥିବୀରେ ମୃତ୍ୟୁ ସଂଖ୍ୟାର ସପ୍ତମ ସ୍ଥାନରେ ଏହାର ନାମ ଅଛି । [୪][୫]

ବର୍ଗୀକରଣ ସମ୍ପାଦନା

ଆମେରିକାର ବୁରୋ ଅଫ ଲେବର ସ୍ଟାଟିସ୍‌ଟିକ୍‌ସ୍ ସଂସ୍ଥା, ରୋଗ (The United States Bureau of Labor Statistics) ଓ ବ୍ୟବସାୟୀକ (occupational) ଆଘାତକୁ ନେଇ ଏକ ବର୍ଗୀକରଣ ସିଷ୍ଟମ ଓ.ଆଇ.ଆଇ.ସି.ଏସ. (Occupational Injury and Illness Classification System ବା OIICS) ତିଆରି କରିଛନ୍ତି । ଏହି ସିଷ୍ଟମରେ ନିମ୍ନଲିଖିତ ବିଷୟକୁ ବିଚାରକୁ ନିଆଯାଇଛି ।

  • ଗୁଣ
  • ଶରୀରର ଅଂଶ
  • ଉତ୍ସ ଓ ଦ୍ୱିତୀୟକ ଉତ୍ସ
  • ଘଟଣା

ସନ ୧୯୯୨ରେ ଓ.ଆଇ.ଆଇ.ସି.ଏସ. ପ୍ରଥମେ ଛପା ହୋଇଥିଲା ଓ ତାପରେ ଅନେକ ଥର ଅଦ୍ୟତନ କରାହୋଇଛି ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ "Wounds and Injuries: MedlinePlus". Nlm.nih.gov. Retrieved 2015-07-20.
  2. "Wounds and Injuries: MedlinePlus". Nlm.nih.gov. Retrieved 2014-03-29.
  3. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  4. "The top 10 causes of death". Retrieved 24 May 2015.
  5. Stein DM, Santucci RA (July 2015). "An update on urotrauma". Current opinion in urology. 25 (4): 323–30. doi:10.1097/MOU.0000000000000184. PMID 26049876.
  6. "Occupational Injury and Illness Classification System". Centers for Disease Control and Prevention. Retrieved 2014-03-24.