ଅସ୍ତରାଗ

୧୯୮୨ର ଓଡ଼ିଆ କଥାଚିତ୍ର

ଶରତ ପୂଜାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଅସ୍ତରାଗ ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା ।[୧]

ଅସ୍ତରାଗ
ନିର୍ଦ୍ଦେଶକଶରତ ପୂଜାରୀ
କଳାକାରଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଶରତ ପୂଜାରୀ
ସଙ୍ଗୀତବାସୁଦେବ ରଥ
ମୁକ୍ତିଲାଭ ତାରିଖ
୧୯୮୨
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୪ଲକ୍ଷ ୨୫ହଜାର

ଅଭିନୟରେ ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ଅସ୍ତରାଗ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା