ଅମିଶା ପଟେଲ

ଭାରତୀୟ ଅଭିନେତ୍ରୀ

ଅମିଶା ପଟେଲ (ଜନ୍ମ ଅମିଶା ଅମିତ୍ ପଟେଲ; ୯ ଜୁନ ୧୯୭୫) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ। ସେ ମଧ୍ୟ ତେଲୁଗୁତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୨୦୦୦ ମସିହାରେ ରୋମାଞ୍ଚକ ଚଳଚ୍ଚିତ୍ର, "କାହୋନା ପ୍ୟାର ହେ"ଦ୍ୱାରା ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ପଟେଲ୍ ଅଭିନୟ କରିଥିବା, ଗଦର୍:ଏକ ପ୍ରେମକଥା (୨୦୦୧) ଯାହାକି ଚଳଚ୍ଚିତ୍ର ଜଗତରେ ଇତିହାସ ରଚିଥିଲା। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ସମାଲୋଚନା ମିଳିଥିଲା ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ Filmfare special performance award ମଧ୍ୟ ମିଳିଥିଲା। ସେ ୨୦୧୧ ମସିହାରେ "ଅମିଶା ପଟେଲ୍ ପ୍ରଡ଼କ୍ସନ" ନାମରେ ଏକ ପଡ଼କ୍ସନ କମ୍ପାନୀ ତିଆରି କରିଥିଲେ।[୧]

ଅମିଶା ପଟେଲ
Born
ଅମିଶା ପଟେଲ

(1975-06-09) ୯ ଜୁନ ୧୯୭୫ (ବୟସ ୪୮)
Nationalityଭାରତୀୟ
Occupation(s)ଅଭିନେତ୍ରୀ, ପ୍ରଯୋଜକ, ମଡେଲ୍
Years active୨୦୦୦-ବର୍ତ୍ତମାନ
Parent(s)ଆଶା ପଟେଲ୍
ଅମିତ୍ ପଟେଲ
Relativesଅସ୍ମିତ ପଟେଲ (ଭାଇ)

ପ୍ରାଥମିକ ଜୀବନ ସମ୍ପାଦନା

ପଟେଲ୍ ଗୁଜରାଟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଅମିତ୍ ପଟେଲ୍ ଓ ଆଶା ପଟେଲ୍ ତାଙ୍କର ପିତାମାତା। ୫ ବର୍ଷ ବୟସରୁରେ ଭରତନାଟ୍ୟମ୍ ନୃତ୍ୟ ଶିକ୍ଷା ଗ୍ରହଣ କରୁଥିଲେ। ତାଙ୍କ ଜନ୍ମ ନାମ ତାଙ୍କ ପିତାମାତା ନାମକୁ ମିଶାଇ ଅମିଶା ରଖାଗଲା।

ଆଧାର ସମ୍ପାଦନା

  1. Lalwani, Vickey (20 April 2011). "When the going gets tough, turn producer". Mumbai Mirror. Archived from the original on 24 April 2011. Retrieved 2011-04-20.