ଅନୁଜା ଜଙ୍ଗ (ଜନ୍ମ ୬ ଜାନୁଆରୀ ୧୯୭୧) ଜଣେ ଭାରତୀୟ ବନ୍ଧୁକଚଳାନା ଖେଳାଳି । ସେ ଥାନେରେ ଜନ୍ମ ହୋଇଥିଲେ । ସେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ରେ ୬୭୦.୭ ପଏଣ୍ଟ୍ ସ‌ହ ସ୍ୱର୍ଣ୍ଣ ଓ ଅଞ୍ଜଳି ଭଗବତ୍‌ଙ୍କ ସ‌ହ ମିଳିତ ଭାବେ ମହିଳା ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ (ଯୁଗଳ)ରେ ୧୧୪୨ ପଏଣ୍ଟ୍ ସ‌ହ ରୌପ୍ୟ ପଦକ ଜିତିଥିଲେ ।[୨] ସେ ଭାରତର ପ୍ରସିଦ୍ଧ ବନ୍ଧୁକଚଳାଳି ସମରେସ୍ ଜଙ୍ଗ୍‌ଙ୍କ ପତ୍ନୀ ।

ଅନୁଜା ଜଙ୍ଗ
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମଅନୁଜା ଜଙ୍ଗ
ପୂରା ନାମଅନୁଜା ଜଙ୍ଗ
ଜାତୀୟତାଭାରତୀୟ
ଜନ୍ମ (1971-08-06) ୬ ଅଗଷ୍ଟ ୧୯୭୧ (ବୟସ ୫୨)
ଥାନେ, ଭାରତ[୧]
ଘରନୂଆଦିଲ୍ଲୀ
ଉଚ୍ଚତା୧୬୭ ସେମି
ଓଜନ୫୪ କିଗ୍ରା
Sport
ଦେଶ ଭାରତ
କ୍ରୀଡ଼ାବନ୍ଧୁକଚାଳନା
Event(s)୫୦ ମିଟର୍ ରାଇଫଲ୍ ୩ ପୋଜିସନ୍, AR40, STR3X20, STR60PR
Clubଭାରତୀୟ ରେଳ
Coached byସନ୍ନି ଥୋମାସ୍

ଆଧାର ସମ୍ପାଦନା

  1. "Portrait of the athlete". issf-sports. Retrieved 17 July 2018.
  2. "JUNG Anuja". Melbourne 2006 Commonwealth Games Corporation. Retrieved 22 January 2010.