ଅଟାରୀ

ପଞ୍ଜାବ ରେ ଥିବା ଏକ ସୀମାନ୍ତ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅଟାରୀ
ਅਟਾਰੀ
अटारी
Village
ଅଟାରୀ ରେଲୱେ ଷ୍ଟେସନ , looking towards Pakistan, with goods custom depot (left)
ଅଟାରୀ ରେଲୱେ ଷ୍ଟେସନ , looking towards Pakistan,
with goods custom depot (left)
OSM map showing Attari and Wagah, their railway stations, and the Wagah border crossing. In the upper corner is shown the position of the villages between the cities of Lahore and Amritsar (click to expand)
OSM map showing Attari and Wagah, their railway stations, and the Wagah border crossing. In the upper corner is shown the position of the villages between the cities of Lahore and Amritsar (click to expand)
Country India
Stateପଞ୍ଜାବ
Districtଅମୃତସର
Time zoneUTC+5:30 (IST)

ଅଟାରୀ (ହିନ୍ଦୀ : अटारी), ଆଉ ମଧ୍ୟ Atari କୁହାଯାଏ, ଅଟାରୀ ଅମୃତସର ସହର ପଞ୍ଜାବ ଭାରତର ଗୋଟେ ଗାଁ ଇଣ୍ଡୋ-ପାକିସ୍ତାନ ସୀମାନ୍ତ ୱାଘାଠାରୁ ୩ କି.ମି ଦୂରରେ ଅବସ୍ଥିତ। ଏହା ଶିଖମାନଙ୍କ ପବିତ୍ର ସହର ଅମୃତସରଠାରୁ ୨୫କି. ମି. ଦକ୍ଷିଣକୁ ଅବସ୍ଥିତ,[୧] ଏବଂ ଏହା ଭାରତର ଶେଷ ଷ୍ଟେସନ ଯାହା ଲାହୋର, ପାକିସ୍ତାନକୁ ଭାରତର ରାଜଧାନୀ ଦିଲ୍ଲୀକୁ ରେଳଦ୍ୱାରା ସଂଯୋଗ କରୁଚି .[୨] ଅଟାରୀ ଗାଁ ଦଶପ୍ରେମୀ ସର୍ଦ୍ଦାର ଶ୍ୟାମ ସିଂ ଅଟାରୀୱାଲା,ସେ ମହାରାଜା ରଞ୍ଜିତ ସିଂଙ୍କ ସେନା ବାହୀନୀରେ ଥିଲେ

ସାଧାରଣ ସମୀକ୍ଷା ସମ୍ପାଦନା

କିଛି ବର୍ଷ ପରେ,୨୦୦୭ରେ ଭାରତ ପାକିସ୍ତାନ ମଧ୍ୟରେଶାନ୍ତି ପ୍ରତିଷ୍ଠା ପାଇଁ ବାଣିଜ୍ୟ ପାଇଁ ଧାର୍ଯ୍ୟ ନିୟମ ହୋଇଥିଲା,[୩]ବାର୍ଷିକ ବାଣିଜ୍ୟ କାରବାର ପାଇଁ ସ୍ଥଳପଥେ ୨୦୦୭ଠାରୁ ୬୫ ବିଲିୟନ ୨୦୧୦-୧୧ ୧୫ ବିଲିୟନରେ ପହଂଚି ଥିଲା।. Integrated Check Post (ICP)ପରେ ଅପ୍ରେଲ୧୩ ,୨୦୧୨ରେ ସ୍ଥଳ ବାଣିଜ୍ୟ ପାଇଁ ୫୦୦ ଟ୍ରକ ସବୁଦିନ ଯିବା ଆସିବା ପାଇଁ ଅଟାରୀରେ ସୀମାନ୍ତ ଖୋଲିଥିଲା।[୪][୫]

ଏହା ଜାତୀୟ ରାଜପଥ ୧ର ଆରମ୍ଭ ପଇଣ୍ଟ, ଏହା ଐତିହାସିକ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ ର ଗୋଟେ ଅଂଶ ଏବଂ ଏହା AH1, ସବୁଠୁ ଲମ୍ବା ରୁଟ ଏସିଆ ହାଇୱ ନେଟୱାର୍କ ସମଝୋତା ଏକ୍ସପ୍ରେସ ,ଟ୍ରେନ ସେବା ଅନ୍ତର୍ଜାତୀୟ ସୀମାନ୍ତ ପାର କରିବା ପାଇଁ ବ୍ୟବହାର ହୁଏ, ଟ୍ରେନ କେବଳଅଟାରୀ ରେଲୱେ ଷ୍ଟେସନ ଠୁ ୱାଘାପର୍ଯ୍ୟନ୍ତ ଯିବା ଆସିବା କରେ,ପାକିସ୍ତାନଠାରୁ ୩ କି.ମି.।[୬]

ପ୍ରଶାସନିକ ଅନୁସାରେ ଅଟାରୀ ପାଞ୍ଚୋଟି ସବ -ତହସିଲ ମଧ୍ୟରୁ ଗୋଟେ ଏବଂ ବ୍ଲକ ଅମୃତସର ସହର .[୭] ଏହା ନଅଟି ବିଧାନ ସଭା ମଣ୍ଡଳୀରୁ ଗୋଟେ(ଆଇନ ପ୍ରଣୟନ ପାଇଁ ଭରପ୍ରାପ୍ତ ବିଧାନ ସଭା) ତା ସହ ଅମୃତସର ଲୋକ ସଭାର ନିର୍ବାଚନ ମଣ୍ଡଳୀ।[୮] 9.ସବ-ତହସିଲ ବିଲ୍ଡିଂଙ୍ଗ ଅଟାରୀ 10.ଅଟାରୀ ବ୍ଲକ ବିଲ୍ଡିଂଙ୍ଗ, ବସ ଷ୍ଟାଣ୍ଡ ଅଟାରୀ, ବ୍ରାଞ୍ଚ OBC, ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭିରକ ଗ୍ରୀନ ଫାର୍ମ ବସ ଷ୍ଟାଣ୍ଡ ଅଟାରୀ ଏବଂ Govt.Sr.Sec. School (ବାଳକ) (ବାଳିକା).

ଯାତ୍ରା ସମ୍ପାଦନା

Trans-Asian Railway ସମ୍ପାଦନା

Trans-Asian Railway ଯାହା ସିଙ୍ଘାପୁର, ଚାଇନା, ଭିଏତନାମା, କାମ୍ବୋଡିଆ, ଭାରତ, ବାଂଲାଦେଶ, ମିଆଁମାରେ, ଥାଇଲାଣ୍ଡ ଏବଂ କୋରିଆକୁ ୟୁରୋପପର୍ଯ୍ୟନ୍ତ ସ୍ଥଳପଥେ ଟ୍ରେନଦ୍ୱାରା ଯିବା ଆସିବା କରିବା ପାଇଁ ସୁବିଧା ଅଛି। Trans-Asian ରେଲୱେ ଭାରତର ଦକ୍ଷିଣ ପଟେ ପ୍ରମୁଖ ସ୍ଥାନମାନଙ୍କରେ ରେଳ ଚଳାଚଳ ପାଇଁ ଇଛା ରହିଛି,ଏହା ୟୁନାନଯାହାଚାଇନା ଏବଂ ଥାଇଲାଣ୍ଡ ସହିତ ୟୁରୋପ ଭାୟା ତୁର୍କୀ ଏବଂ ଭାରତର ବିଭିନ୍ନ ସ୍ଥାନଭଦେଇ ଯାଉଛି। [୯]

ରୁଟ ଭାରତ ମଧ୍ୟ ଦେଇତାମୁ ଏବଂ ମୋରେହ ଯାହା ମଣିପୁର ସୀମାନ୍ତ ମିଆଁମାର, ତା ପରେ ବାଂଲାଦେଶ ସୀମାନ୍ତ ମହିସାନ ଏବଂ ସହବଜାପୁର ମଧ୍ୟ ଦେଇ ଯାଏ ଏବଂ ଫୁଣିଥରେ ଭାରତ ମଧ୍ୟକୁ ବାଂଲାଦେଶ ଦେଇ ଗେଦେ ରେ ପ୍ରବେଶ କରେ।ପଶ୍ଚିମ ପଟେ ,ପାକିସ୍ତାନ ଯିବା ପାଇଁ ଅଟାରୀ ମଧ୍ୟ ଦେଇଯାଏ ।ସେମାନେ 315 kilometres (196 mi)କମ ବାଟ ପଡେ ମିଆଁମାର- ଇଣ୍ଡିଆ ସେକ୍ଟର ରୁଟ ମଧ୍ୟରେ; ଏହା , 180 kilometres (110 mi), ଭାରତ , ଜିରିବାମ ମଣିପୁର ଏବଂ ତାମୁ ମିଆଁମାର ମଧରେ। ରେଳ ଲାଇନ ଜିରିବାମ ଓ ଇମ୍ଫାଲ ରେଳ ଚଳାଚଳ ପାଇଁ ମଞ୍ଜୁରୀ ପ୍ରାପ୍ତି ଭାରତୀୟ ରେଲୱ ତରଫରୁ, କିନ୍ତୁ ୨୦୧୬ରେ ଅସମ୍ଭବ କାର୍ଯ୍ୟ 97 kilometres (60 mi) ସିଧା ରାସ୍ତା ଜିରିବାମ ଏବଂ ଟୁପୁଲ ମଧରେ ତିଆରି ହୋଇଥିଲା।[୧୦][୧୧][୧୨][୧୩]

ଅଧିକ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "New checkpost opened at Attari, to boost sub-continental trade". NDTV. April 13, 2012.
  2. Official website of Northern Railways - India[permanent dead link]
  3. "Tomato-laden truck covers new ground for India-Pakistan trade". DNA. Oct 1, 2007.
  4. "After Attari land route to Pakistan, Punjab keen on Hussainiwala". Hindustan Times. April 12, 2012. Archived from the original on January 24, 2013. Retrieved April 25, 2016.
  5. "Traders eye more cross-border trade via Attari". Deccan Herald. Sep 10, 2012.
  6. "Samjhauta only between Attari and Wagah". Archived from the original on 2008-05-21. Retrieved 2016-04-25.
  7. Administrative Divisions Amritsar district website.
  8. "List of Parliamentary & Assembly Constituencies". Chief Electoral Officer, Punjab website.
  9. "Trans-Asian Railway". Streamline Supply Chain. Retrieved 2011-12-22.
  10. "Agreement on Trans-Asian railway passing through Manipur signed". Larkhawm. Retrieved 2011-12-22.
  11. "India signs accord on trans-Asian railway network". The Hindu, 1 July 2007. Archived from the original on 2007-08-12. Retrieved 2011-12-22.
  12. "B'desh segment of TAR route preparation shows progress". Financial Express, 18 March 2011. Retrieved 2011-12-22.
  13. "Manipur gets rail gift for Trinamul bypoll win - Tall promises of connecting all capitals of region leaves Northeast industry captains unimpressed". The Telegraph, 26 February 2011. Retrieved 2011-12-22.