"ବରାହମିହିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୬୮ କ ଧାଡ଼ି:
ସେ ଜଣେ ବିଖ୍ୟାତ ଜ୍ୟୋତିଷ ଭାବେ ମଧ୍ୟ ଖ୍ୟାତିଲାଭ କରିଥିଲେ। ସେ [[ଫଳିତ ଜ୍ୟୋତିଷ]]ର ତିନିଟି ଗ୍ରନ୍ଥ - '''ବୃହତ-ଜାତକ''', '''ଲଘୁ-ଜାତକ''', '''ବୃହତ-ସଂହିତା'''ର ରଚୟିତା। ତାଙ୍କର ପୁତ୍ର ପୃଥୁୟାସାସ ମଧ୍ୟ ହିନ୍ଦୁ ଜ୍ୟୋତିଷଶାସ୍ତ୍ରର ଏକ ଗ୍ରନ୍ଥ '''ହୋର ସାର'''ର ରଚନା କରିଛନ୍ତି।
 
== ପଶ୍ଚିମୀ ଜ୍ୟୋତିଷରଜ୍ୟୋତିଷ ଶାସ୍ତ୍ରର ପ୍ରଭାବ==
 
ରୋମକ ସିଦ୍ଧାନ୍ତ ଓ ରୋମକ ସିଦ୍ଧାନ୍ତ ରୋମାନୀୟ ଏବଂ ଗ୍ରୀକ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ। କିନ୍ତୁ ଏହି ତଥ୍ୟଟି ଏକ ତର୍କର ବିଷୟ ଯେହେତୁ; ପ୍ରଥମଥର କରି ଭାରତୀୟ ବୈଦିକ ବିଚାର ବିଦେଶୀ ଜ୍ୟୋତିର୍ବିଜ୍ଞାନୀ ମାନଙ୍କୁ ଅନୁପ୍ରେରିତ କରିଥିଲା ଏବଂ ସଂଶୋଧିତ ହୋଇ ଭାରତକୁ ପୁଣିଥରେ ଆସିଥିଲା।