"ବୀର ସୁରେନ୍ଦ୍ର ସାଏ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା, ବୟସ
୧ କ ଧାଡ଼ି:
{{ଛୋଟ|Veer Surendra Sai}}
{{Infobox person
| name = ବୀର ସୁରେନ୍ଦ୍ର ସାଏ
Line ୬ ⟶ ୭:
| state = [[ଓଡ଼ିଶା]]
| Born =
| birthdate = {{Birth date|1809|101|23|df=y}}
| term_start2 =
| term_end2 =
| birthdate = {{Birth date|1809|1|23|df=y}}
| birth_place = [[ସମ୍ବଲପୁର]], [[ଓଡ଼ିଶା]], [[ଭାରତ]]
|death_date= {{Death date and age|1884|02|24|1809|01|23|df=y}}
| deathdate = ୨୪ ଫେବୃଆରୀ ୧୮୮୪
| deathplace =
୨୪ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
୨୩ ଜାନୁଆରୀ ୧୮୦୯ ମସିହାରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ପୁତ୍ର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ ୤କରିଥିଲେ୤ ତାଙ୍କର ଥିଲେ ଆଉ ଛଅ ଭାଇ ଓ ଜଣେ ଭଉଣୀ ୤ ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ଵାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ ୤
==ପରିବାର==
ଗାଙ୍ଗପୁରର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ ୤ ତାଙ୍କ ପୁତ୍ରର ନାମ ମିତ୍ରଭାନୁ ।
 
==ଭାରତୀୟ ସ୍ଵାଧିନତା ଆନ୍ଦୋଳନରେ ଭୂମିକା==
ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜ ମାନଙ୍କ ସହାୟତା ଲୋଡ଼ିଥିଲେ ୤ ୧୮୦୪ ମସିହାରେ ଲେଫ୍ଟେନାଣ୍ଟ ବ୍ରାଉଟନ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ ୤କରିଥିଲେ୤ ମରହଟ୍ଟା ସାମ୍ରାଜ୍ୟର ପତ୍ତନ ପରେ ସମ୍ବଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲିଆସିଥିଲା ୤ଚାଲିଆସିଥିଲା୤
ସମ୍ବଲପୁର ରାଜା ମହାରାଜା ସାଏ ୧୮୨୭ରେ ମୃତ୍ୟୁବରଣ କରିବା ପରେ ତାଙ୍କର ପୁତ୍ର ସନ୍ତାନ ନ ଥିବାରୁ ଉତ୍ତରାଧିକାରୀ ନିୟମ ଅନୁସାରେ ସୁରେନ୍ଦ୍ର ସାଏ ରାଜା ହେବା କଥା ୤ ମାତ୍ର ବ୍ରିଟିଶ ଶାସକମାନେ ତାହା କରାଇ ନ ଦେଇ ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ଗାଦିରେ ବସାଇଥିଲେ ୤ବସାଇଥିଲେ୤
 
ଇଂରେଜଶାସନର ନିଷ୍ପତ୍ତି ବିରୋଧରେ ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକ ମାନଙ୍କୁ ଧରି ସ୍ଵର ଉତ୍ତୋଳନ କରିବା ହେତୁ ୧୮୪୦ରେ [[ସମ୍ବଲପୁର]]ର ଦେହୁରୀପାଲିରେ ସୁରେନ୍ଦ୍ର, ତାଙ୍କ ଭାଇ ଉଦନ୍ତ ଓ କାକା ବଳରାମଙ୍କୁ ଇଂରେଜମାନେ ଗିରଫ କରିଥିଲେ ୤କରିଥିଲେ୤ ସୁରେନ୍ଦ୍ରଙ୍କୁ ପାଞ୍ଚବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରୀବାଗ ଜେଲରେ ରଖାଯାଇଥିଲା ୤ରଖାଯାଇଥିଲା୤ କାରାଦଣ୍ଡର ଅବଧି ସରିବା ପରେ ମଧ୍ୟ ଇଂରେଜମାନେ ସୁରେନ୍ଦ୍ରଙ୍କୁ ମୁକ୍ତ କରି ନ ଥିଲେ ୤ଥିଲେ୤
 
୧୮୪୯ ସେପ୍ଟେମ୍ବରରେ ବ୍ରିଟିଶ ଦ୍ଵାରା ଅବସ୍ଥାପିତ ରାଜା ନାରାୟଣ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଇଂରେଜମାନେ ଗାଦିରୁ ବଞ୍ଚିତ କରିଥିଲେ ୤
୪୬ କ ଧାଡ଼ି:
{{ଆଧାର}}
 
==ବାହାର ଆଧାର==
 
{{Persondata <!-- Metadata: see [[Wikipedia:Persondata]]. -->
Line ୬୪ ⟶ ୬୩:
[[ଶ୍ରେଣୀ:୧୮୦୯ ଜନ୍ମ]]
[[ଶ୍ରେଣୀ:୧୮୮୪ ମୃତ୍ୟୁ]]
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖାପ୍ରସଙ୍ଗ-->
 
[[en:Veer Surendra Sai]]