"ପୋଡ଼ ପିଠା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଇଂରାଜୀ ଠିକଣା
୧ କ ଧାଡ଼ି:
{{ଛୋଟ|Poda Pitha}}
{{Infobox Prepared Food
| name = {{PAGENAME}}ପୋଡ଼ ପିଠା
| image = Raja Janta poda pitha.jpg
| caption = {{PAGENAME}}ଯନ୍ତା ପୋଡ଼ ପିଠା
| alternate_name = ପୋଡ଼
| origin = [[ଓଡ଼ିଶା]]
Line ୧୪ ⟶ ୧୫:
| other =
}}
'''{{PAGENAME}}ପୋଡ଼ ପିଠା''' ବା '''ପୋଡ଼ାପିଠା''' ଏକ [[ଓଡ଼ିଆ ଖାଦ୍ୟ|ଓଡ଼ିଆ ପିଠା]] ଯାହା [[ଚାଉଳ]] ଚୁନା ଓ [[ଗୁଡ଼]]/[[ଚିନି]]ରୁ ତିଆରି ହୋଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ [[ରଜ ପର୍ବ|ରଜ]] ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା [[ଜଗନ୍ନାଥ]]ଙ୍କ [[ଛପନ ଭୋଗ]]ରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।
 
==ଉପାଦାନ==
Line ୨୪ ⟶ ୨୫:
ପାଣି ଫୁଟାଯାଇ ସେଥିରେ ଧିରେ ଧିରେ [[ଚାଉଳ]] ଚୁନା ଓ [[ଗୁଡ଼]] ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ [[କାଜୁ]], [[କିସମିସ]] ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ [[କଦଳୀ]] ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।<ref>[http://oriyanari.com/id2.html PODA PITHA]</ref>
[[File:PODAPITHA.JPG|thumb|ପୋଡ଼ ପିଠା ]]
 
==ଇତିହାସ==
 
==ଆହୁରି ଦେଖନ୍ତୁ==
* [[ପିଠା]]
 
==ଆଧାର==
{{reflistଆଧାର}}
 
==ଅଧିକ ତଥ୍ୟ==
==ବାହାର ଲିଙ୍କ==
*[http://www.surfindia.com/recipes/poda-pitha.html Poda pitha]
*[http://www.odiakitchen.com/poda-pitha/ Poda pitha]
Line ୩୯ ⟶ ୩୫:
*[http://www.vahrehvah.com/Poda+Pitha:529 Poda Pitha]
*[http://food.sify.com/vegrecipes/Poda_Pitha-142704 Poda Pitha]
 
 
{{ଓଡ଼ିଆ ଖାଦ୍ୟ}}
 
[[ବିଭାଗଶ୍ରେଣୀ:ଓଡ଼ିଆ ରାନ୍ଧଣା]]
[[ବିଭାଗଶ୍ରେଣୀ:ଓଡ଼ିଆ ପିଠା]]
[[ବିଭାଗ:ପିଠା]]
 
<!--[[en:Poda Pitha]]-->