"ହିନ୍ଦୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Robot: Interwiki standardization; ପ୍ରସାଧନ ବଦଳ
୧ କ ଧାଡ଼ି:
{{ଛୋଟ|Hindu}}
[[Imageଫାଇଲ:HinduSwastika.svg|100px|left|ହିନ୍ଦୁମାନଙ୍କ ସ୍ଵସ୍ତିକ ]]
'''ହିନ୍ଦୁ''' କହିଲେ ଭାରତୀୟ ଉପମହାଦେଶର ମୂଳ ନିବାସୀ ମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାଂସ୍କୃତିକ ଭାବଧାରା କୁ ବୁଝାଇଥାଏ ।
ସାଧାରଣ ଭାବରେ [[ହିନ୍ଦୁ ଧର୍ମ]]ର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ ।ହିନ୍ଦୁ ମାନେ ଆତ୍ମା,କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା,ଅହିସା ଆଦିରେ ବିଶ୍ଵାସ କରନ୍ତି । ପ୍ରାଚୀନ କାଳରୁ [[ହିନ୍ଦୁ ଧର୍ମ]]କୁ [[ସନାତନ ଧର୍ମ]] ମଧ୍ୟ କୁହାଯାଉଛି।
୮ କ ଧାଡ଼ି:
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ।ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ଵାସରୁ ଉତ୍ପନ୍ନ ହେଇଛି।ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ।ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ।ସେଥିପାଇଁ ନିଜର ମନ,ବଚନ ଓ କର୍ମ ଦ୍ଵାରା ହିଂସା ଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ।ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। [[ପୁରାଣ]] ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା।ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।
 
୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ [[ ହିନ୍ଦୁ ଧର୍ମ]],[[ଖ୍ରୀଷ୍ଟ ଧର୍ମ ]] ଓ [[ଇସଲାମ ଧର୍ମ]] ପରେ ଦୁନିଆର ୩ୟ ବଡ଼ ଧର୍ମ।ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ [[ଭାରତ ]] ଓ [[ନେପାଳ]]ରେ ବସବାସ କରନ୍ତି।
 
[[ହିନ୍ଦୁ ଧର୍ମ]]ରେ ଅନେକ [[ଗ୍ରନ୍ଥ]] ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ [[ରାମାୟଣ]] ଓ [[ମହାଭାରତ]] ଅନ୍ୟତମ। [[ଭଗବତ ଗୀତା]] [[ମହାଭାରତ]]ର ଏକ ଅଂଶ ଏବଂ ଏହାକୁ ଚାରି [[ବେଦ]]ର ସାର ବୋଲି କୁହାଯାଏ।
୧୪ କ ଧାଡ଼ି:
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[de:Hindu]]
[[en:Hindu]]
Line ୧୯ ⟶ ୨୦:
[[hi:सनातन धर्म]]
[[id:Umat Hindu]]
[[ja:ヒンドゥー教徒]]
[[ml:ഹിന്ദു]]
[[mr:हिंदू]]
[[ms:Hindu]]
[[ja:ヒンドゥー教徒]]
[[new:इन्तु (सन् १९९४या संकिपा)]]
[[nn:Hinduar]]
"https://or.wikipedia.org/wiki/ହିନ୍ଦୁ"ରୁ ଅଣାଯାଇଅଛି