"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
୧୧ କ ଧାଡ଼ି:
| death_date = {{Death date and age|df=yes|1949|3|2|1879|2|13}}
| death_place = [[ଲଖ୍ନ୍ଔ]], [[ଉତ୍ତର ପ୍ରଦେଶ]], [[ଭାରତ]]
| alma_mater = {{nowrap|[[ମାଡ୍ରାସ ବିଶ୍ବବିଦ୍ୟାଳୟ ]] <br />[[କେମ୍ବ୍ରିଜ ବିଶ୍ବବିଦ୍ୟାଳୟ]]}}
| nationality = [[ବଙ୍ଗାଳୀ,ଭାରତୀୟ]]
| occupation = ନାରୀନେତ୍ରୀ,ସମାଜ ସେବୀ,ଲେଖିକା
୨୩ କ ଧାଡ଼ି:
<ref>ଦିବ୍ୟଭାସ୍କର- ଗୁଜୁରାତୀ ଖବର କାଗଜ ତା. ୧୦-୦୬-୨୦୧୨ ର ୧୧ ପୃଷ୍ଠା</ref>
 
ସରୋଜିନୀ ନାଇଡୁ ୧୮୭୯ ମସିହା ଫେବ୍ରୁଆରୀ ୧୩ ତାରିଖରେ [[ହାଇଦ୍ରାବାଦ]]ରେ ଜନ୍ମ ଗ୍ରହଣ କରିଥିଲେ l ଡକ୍ଟର ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ତାଙ୍କର ପତ୍ନୀ ବରଦା ସୁନ୍ଦରୀ ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଥିଲେ l ବ୍ରାହ୍ମଣ ପରିବାରରେ ଜନ୍ମହୋଇଥିଲେ ମଧ୍ୟ [[ମୁସଲମାନ]] ସଂସ୍କୃତି ପ୍ରଧାନ [[ହାଇଦ୍ରାବାଦ]] ସହରରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ l ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ [[ ମାଡ୍ରାସ ବିଶ୍ବବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ l କୁହାଯାଏ ସରୋଜିନୀ ଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ [[ହାଇଦ୍ରାବାଦ]]ର [[ନିଜାମ ]] ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ l ପରବର୍ତ୍ତୀ ତିନିବର୍ଷ ସରୋଜିନୀ [[ଲଣ୍ଡନ]] ଓ [[କେମ୍ବ୍ରିଜ ବିଶ୍ବବିଦ୍ୟାଳୟ]]ରେ ଅଧ୍ୟୟନ କଲେ l ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙ୍କ ପ୍ରୋତ୍ସାହନ ପାଇଁ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା l
 
ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସ୍କ ଗୋବିନ୍ଦରାଜୁ ଙ୍କ ପ୍ରେମରେ ପଡିଥିଲେ l ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣ କୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ l ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା l
ସାମାଜିକ କିମ୍ବା ରାଜନୈତିକ ଅଧିକାର ପାଇଁ ସଂଗ୍ରାମ ହେଉ, କିମ୍ବା ହିନ୍ଦୁ-ମୁସଲମାନ ଏକତା ପ୍ରସଙ୍ଗ ହେଉ ସେ ସର୍ବଦା ନିଷ୍ଠା ଓ ସାହସିକତା ଦେଖାଇଥିଲେ l ସେଥିପାଇଁ [[ଗାନ୍ଧିଜୀ]] ତାଙ୍କୁ ଶ୍ରଦ୍ଧାରେ "ଆଜିର ମୀରାବାଈ" ଡାକୁଥିଲେ l
==ଗୁରୂତ୍ବପୂର୍ଣ୍ଣ ଘଟଣାବଳୀ==
[[Fileଫାଇଲ:Gandhi Naidu London.jpg|thumb|ଲଣ୍ଡନରେ ଗାନ୍ଧିଜୀଙ୍କ ସହ ସରୋଜିନୀ ନାଇଡୁ]]
<ref>http://www.culturalindia.net/leaders/sarojini-naidu.html</ref>
*୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସରୋଜିନୀ ସକ୍ରିୟ ଭାବରେ [[ଭାରତ]]ର ସ୍ବାଧୀନତା ଅନ୍ଦୋଳନରେ ଯୋଗଦେଲେ l [[ଅସହଯୋଗ ଆନ୍ଦୋଳନ]] ଓ ସତ୍ୟାଗ୍ରହରେ [[ଗାନ୍ଧିଜୀ]]ଙ୍କ ସହ କାମକରି ସେ ଅନେକ ସମୟ ଜେଲଦଣ୍ଡ ଭୋଗିଥିଲେ l
୫୩ କ ଧାଡ଼ି:
==ଆଧାର==
{{ଆଧାର}}
== ବାହାର ଆଧାର ==
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ସ୍ଵାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:୧୮୭୯ ଜନ୍ମ]]
[[ଶ୍ରେଣୀ:୧୯୪୯ ମୃତ୍ୟୁ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:ساروجينى نايدو]]
[[as:সৰোজনী নাইডু]]
Line ୬୪ ⟶ ୬୫:
[[de:Sarojini Naidu]]
[[en:Sarojini Naidu]]
[[fi:Sarojini Naidu]]
[[hi:सरोजिनी नायडू]]
[[kn:ಸರೋಜಿನಿ ನಾಯ್ಡು]]
Line ୭୨ ⟶ ୭୪:
[[pt:Sarojini Naidu]]
[[ru:Найду, Сароджини]]
[[fi:Sarojini Naidu]]
[[sv:Sarojini Naidu]]
[[ta:சரோஜினி நாயுடு]]