"ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Robot: Interwiki standardization; ପ୍ରସାଧନ ବଦଳ
୩୫ କ ଧାଡ଼ି:
 
'''ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ''' ବା '''ଏସ ସି ବି ମେଡିକାଲ କଲେଜ''' [[ଓଡ଼ିଶା]]ର ତଥା ସମଗ୍ର ପୂର୍ବ [[ଭାରତ]]ର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା [[କଟକ]] ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ର ରାଜା [[ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ|ଶ୍ରୀ ରାମଚନ୍ଦ୍ର ଭଞ୍ଜ]]ଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି ।
[[Fileଫାଇଲ:SCB medical college & hospital entrance gate.jpg|thumb|ଏସ୍.ସି.ବି ମେଡିକାଲ୍ ଓ କଲେଜ୍ ମୁଖ୍ୟ ଦ୍ଵାର]]
 
==ଇତିହାସ==
୪୯ କ ଧାଡ଼ି:
{{Universities in Orissa}}
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ଓଡ଼ିଶାରେ କଲେଜ ଓ ବିଶ୍ଵବିଦ୍ୟାଳୟ]]
Line ୫୫ ⟶ ୫୬:
[[ଶ୍ରେଣୀ:କଟକରେ ଶିକ୍ଷା]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Shri Ramachandra Bhanj Medical College]]