"ଭାରତ ସରକାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Robot: Interwiki standardization; ପ୍ରସାଧନ ବଦଳ
୧ କ ଧାଡ଼ି:
==ପରିଚୟ==
ଭାରତ ହେଉଛି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ । ଭାରତର ଶାସନ ବ୍ୟବସ୍ଥାର ଭାର ଭାରତ ସରକାରଙ୍କ ଉପରେ ନ୍ୟସ୍ତ। ଦେଶର ସମ୍ବିଧାନ ଭାରତରେ ସଂଘୀୟ ଶାସନ ପରିଚାଳିତ। ସଂଘର ସର୍ବୋଚ୍ଚ ପ୍ରଧାନ ରାଷ୍ଟ୍ରପତି ଅଟନ୍ତି । ତାଙ୍କର ସହାୟତା ପାଇଁ ଉପରାଷ୍ଟ୍ରପତି ରହିଥାନ୍ତି ।
 
ଭାରତ ସରକାରର ତିନିଟି ମୁଖ୍ୟ ଅଙ୍ଗ ରହିଛି :
୧୨ କ ଧାଡ଼ି:
୨. କାର୍ଯ୍ୟପାଳିକା
 
ଭାରତର ପ୍ରଶାସନିକ ପ୍ରଧାନ ହେଉଛନ୍ତି ରାଷ୍ଟ୍ରପତି । ଦେଶର ସମସ୍ତ ପ୍ରଶାସନିକ କାମ ରାଷ୍ଟ୍ରପତିଙ୍କ ନାମରେ ଚାଲିଥାଏ । ସେ ତାଙ୍କ ଅଧିନସ୍ଥ କର୍ମଚାରୀମାନଙ୍କ ଦ୍ୱାରା ନିଜ କ୍ଷମତାର ଉପଯୋଗ କରିଥାନ୍ତି। <ref>Ministry of Law and Justice, Govt of India: ''Constitution of India, updated up to 94th Amendment Act'', page 26,http://lawmin.nic.in/coi/coiason29july08.pdf</ref> ରାଷ୍ଟ୍ରପତି ବହୁମତ ପ୍ରାପ୍ତ କରିଥିବା ରାଜନୈତିକ ଦଳର ନେତାମାନଙ୍କୁ ସରକାର ଗଠନ କରିବାପାଇଁ ଆମନ୍ତ୍ରଣ ଦେଇଥାନ୍ତି । ଯେତେବେଳେ ଗୋଟିଏ ଦଳକୁ ବହୁମତ ମିଳି ନ ଥାଏ, ସେତେବେଳେ କେତେଗୋଟି ଦଳ ପରସ୍ପର ସହିତ ମିଶି ସରକାର ଗଠନ କରିଥାନ୍ତି । ଏମାନଙ୍କର ନେତାଙ୍କୁ ସେ ପ୍ରଧାନ ମନ୍ତ୍ରୀ ରୂପେ ନିଯୁକ୍ତ କରିଥାନ୍ତି । ପ୍ରଧାନ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳ ଗଠନ କରିଥାନ୍ତି । [[Fileଫାଇଲ:Rashtrapati Bhavan flank perspective.jpg|thumb|240px|[[ରାଷ୍ଟ୍ରପତି ଭବନ]], ଭାରତର ରାଷ୍ଟ୍ରପତିଙ୍କ ନିବାସ]]
 
୩. ନ୍ୟାୟପାଳିକା
୨୫ କ ଧାଡ଼ି:
==ବାହାର ଆଧାର==
http://www.india.gov.in/govt.php
 
 
[[ଶ୍ରେଣୀ:ଭାରତ ଶାସନ]]
Line ୩୫ ⟶ ୩୪:
[[es:Gobierno de la India]]
[[fr:Gouvernement indien]]
[[gu:ભારત સરકાર]]
[[hi:भारत सरकार]]
[[gu:ભારત સરકાર]]
[[id:Pemerintahan India]]
[[kn:ಭಾರತ ಸರ್ಕಾರ]]