"ବୈଦୁତିକ ଜନିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding en:Electric generator
ଟିକେ Robot: Interwiki standardization; ପ୍ରସାଧନ ବଦଳ
୧ କ ଧାଡ଼ି:
{{ଛୋଟ|Electric Generator}}
{{About|ବୈଦୁତିକ ଯନ୍ତ୍ର|ଅନ୍ୟ ବିଷୟ ପାଇଁ|ଜେନେରେଟର (ବହୁବିକଳ୍ପ)}}
[[Fileଫାଇଲ:Modern Steam Turbine Generator.jpg|thumb|right|400px|ଏକ ଅତ୍ୟାଧୁନିକ ବାଷ୍ପ ଚାଳିତ ଟରବାଇନ]]
[[Fileଫାଇଲ:Generator-20071117.jpg|thumb|right|[[ବେଲଜିଅମ|ବେଲଜିଅମର]] 'ୱେଷ୍ଟ ଫ୍ଲାଣ୍ଡର' ଠାରେ ଥିବା ଏକ ପୁରୁଣା ''ଗାଞ୍ଜ ଜେନେରେଟର'' (Ganz Generator)]]
[[Fileଫାଇଲ:Gorskii 04414u.jpg|thumb|right|ଏକ ଜଳବିଦ୍ୟୁତ କେନ୍ଦ୍ରରେ ଥିବା ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଏକ [[alternator|ଅଲଟର୍ନେଟର]], ଯାହାକି [[ହଙ୍ଗେରୀ|ହଙ୍ଗେରୀର]] ବୁଦାପେଷ୍ଟ ଠାରେ ତିଆରି ହୋଇଥିଲା]]
'''ବୈଦୁତିକ ଜନିତ୍ର''' ବା ଜେନେରେଟର ଏକ ଯନ୍ତ୍ର ଯାହା [[ଯାନ୍ତ୍ରିକ ଶକ୍ତି|ଯାନ୍ତ୍ରିକ ଶକ୍ତି]] କୁ [[ବୈଦୁତିକ ଶକ୍ତି|ବୈଦୁତିକ ଶକ୍ତିରେ]] ପରିବର୍ତ୍ତନ କରିଥାଏ । ଏହାଦ୍ଵାରା ବିଦ୍ୟୁତ ଚାର୍ଜ, ବୈଦୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ '''ବାଷ୍ପ ଦ୍ଵାରା ଚାଳିତ ଟରବାଇନ''', '''ଉଚ୍ଚ ପତନରୁ ପଡୁଥିବା ଜଳ ଦ୍ଵାରା ଚଳିତ ଟରବାଇନ''' ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି ।
 
[[ବୈଦୁତିକ ମୋଟର]], ବୈଦୁତିକ ଶକ୍ତି କୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।