"ନୂଆପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅତିରିକ୍ତ ଛାଞ୍ଚ ହଟାଗଲା
ଟିକେ Robot: Interwiki standardization; ପ୍ରସାଧନ ବଦଳ
୫୬ କ ଧାଡ଼ି:
'''ନୂଆପଡ଼ା''' [[ଓଡ଼ିଶା]]ର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । [[ନୂଆପଡ଼ା]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।
== ଇତିହାସ ==
୧୯୯୩ ମସିହା ଅପ୍ରେଲ ପହିଲା ଦିନ ନୂଆପଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା [[କଳାହାଣ୍ଡି ଜିଲ୍ଲା]]ର ଅନ୍ତର୍ଭୁକ୍ତ ଥିଲା । [[ନୂଆପଡ଼ା ]] ସହର ଏହାର ସଦର ମହକୁମା ।
 
== ଭୂଗୋଳ ==
୧୦୦ କ ଧାଡ଼ି:
 
===ପତୋରା===
[[Fileଫାଇଲ:Yogeswar Temple, Patora.JPG|thumb|ଯୋଗେଶ୍ଵର ମନ୍ଦିର]]
[[ନୂଆପଡ଼ା]] ଠାରୁ ୧୮ କିମି ଦୁରରେ ମାରାଗୁଦା ଗ୍ରାମ ନିକଟରେ ପତୋରା ଶୈବ ପୀଠ ଅବସ୍ଥିତ । ଏଠାରେ ଯୋଗେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ନିକଟରେ ଏକ ରାମମନ୍ଦିର ଓ ଏକ ୪୦ଫୁଟ ଲମ୍ବ ହନୁମାନ ମୂର୍ତ୍ତି ଅବସ୍ଥିତ ।<ref>{{cite web |url= http://orissatravels.com/photo-map.php?slno=475 |title=Patora Jogeswar Temple |work=orissatravels.com |year=2012 |quote=The Linga of Lord Siva (Sibalinga) is pretty old, dating back to 6th century |accessdate=17 May 2012}}</ref>
<ref>{{cite web |url= http://nuapada.nic.in/tourismplvst.asp |title=Tourism :: Photo Gallery |work=nuapada.nic.in |year=2012 |quote=Ram temple is located down hill. 40 ft. hanuman statue is one of the attraction |accessdate=17 May 2012}}</ref>
୧୧୯ କ ଧାଡ଼ି:
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଓଡ଼ିଶାର ଜିଲା]]
Line ୧୨୪ ⟶ ୧୨୫:
[[ଶ୍ରେଣୀ:ନୂଆପଡ଼ା ଜିଲ୍ଲା]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:منطقة نوبادا]]
[[en:Nuapada district]]