"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding bn:তিথি
ଟିକେ Robot: Interwiki standardization; ପ୍ରସାଧନ ବଦଳ
୧୮ କ ଧାଡ଼ି:
 
==ପୌରାଣିକ ମତେ ତିଥି==
[[ପୁରାଣ]] ମତରେ [[ଜହ୍ନ|ଚନ୍ଦ୍ର]]ଙ୍କଠାରେ ଅମୃତ ଅଛି; [[ଦେବତା]]ମାନେ କୃଷ୍ଣପକ୍ଷରେ ପ୍ରତିଦିନ ଚନ୍ଦ୍ରଙ୍କଠାରୁ ଗୋଟିଏ ଗୋଟିଏ କଳା ଅମୃତ ପାନ କରିବାରୁ ଚନ୍ଦ୍ରଙ୍କର କଳା କ୍ଷୟ ହୁଏ ୤ ଶେଷକଳାକୁ [[ଅମାବାସ୍ୟା]] ଦିନ ଜଳ ଓ ଓଷଧିମାନେ ପାନ କରନ୍ତି; ଜଳ ଓ ଓଷଧିକୁ ପଶୁମାନେ ପାନ କରି ଦୁଧ ଦିଅନ୍ତି; ଦୁଧରୁ ଘିଅ ହୁଏ; ଏହି ଘିଅ ପୁଣି ଆହୁତିରୂପେ ଚନ୍ଦ୍ରଙ୍କଠାରେ ପ୍ରବେଶ କରିବାରୁ ଚନ୍ଦ୍ର ପୁଣି ଶୁକ୍ଳପକ୍ଷରେ କଳାଏ କେଖାଁଏ ବଢ଼ନ୍ତି ୤
 
ଚନ୍ଦ୍ରଙ୍କର ନିମ୍ନଲିଖିତ କଳାମାନଙ୍କୁ ନିମ୍ନଲିଖିତ ଦେବତାମାନେ କୃଷ୍ଣପ୍ରତିପଦଠାରୁ ଆରମ୍ଭ କରି ପାନ କରନ୍ତି ୤
୩୭ କ ଧାଡ଼ି:
# ପୂର୍ଣ୍ଣା- ପ୍ରଜାପତି
# ପୂର୍ଣ୍ଣାମୃତା- ଜଳ ଓ ଓଷଧିଗଣ ୤
:(ଚନ୍ଦ୍ରମଣ୍ଡଳରେ ଷୋଳଟି କଳା ମଧ୍ୟରୁ, ‘ଅମା’ କଳାଟି ‘ମହାକଳା’ ନାମରେ ଅଭିହିତ ୤ ମାଳାର ସୂତ୍ରପରି ଏହି କଳାଟି ଅନ୍ୟ ସକଳ କଳାରେ ବିଦ୍ଧ ୤ ଏହା ନିତ୍ୟ, ଅର୍ଥାତ ଏହାର କ୍ଷୟ ବୃଦ୍ଧି ନାହିଁ ୤ ଏହି କଳାକୁ ଅପର ସମଗ୍ର କଳା ଆଶ୍ରୟ କରିଥାଏ ୤ [[ଅମାବାସ୍ୟା|ଅମାବସୀ]] ଦିନ କେବଳ ଏହି ‘ଅମା’ କଳାଟି ଚନ୍ଦ୍ରଙ୍କଠାଋଏ ଥାଏ ୤)
 
==ପକ୍ଷ==
୪୬ କ ଧାଡ଼ି:
[[ଅମାବାସ୍ୟା]]ର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତାପରେ ଯଥାକ୍ରମେ [[ଦ୍ୱିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ଵାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଆଦି ୧୫ ତିଥିରେ ଶୁକ୍ଳପକ୍ଷ [[ପୂର୍ଣ୍ଣିମା|ପୂର୍ଣ୍ଣମୀ]] ଦିନ ଶେଷ ହୁଏ ୤
===ଅପରପକ୍ଷ===
[[ହିନ୍ଦୁ ଧର୍ମ]] ପରମ୍ପରା ଅନୁଯାୟୀ [[ଆଶ୍ୱିନ]] [[ମାସ]] କୃଷ୍ଣପକ୍ଷ [[ପ୍ରତିପଦ]] ଠାରୁ [[ଅମାବାସ୍ୟା]] ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ |
 
==ଆଧାର==
{{ଆଧାର}}
{{ପକ୍ଷ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଧର୍ମ]]
Line ୫୬ ⟶ ୫୭:
[[ଶ୍ରେଣୀ:ଜ୍ୟୋତିଷୀ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bn:তিথি]]
[[de:Tithi]]
[[en:Tithi]]
[[gu:તિથી]]
[[mr:तिथी]]
[[ja:ティティ]]
[[mr:तिथी]]
[[pl:Tithi]]
[[ta:திதி]]
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି