"ଜୀବସାର କ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
୪୩ କ ଧାଡ଼ି:

'''ଜୀବସାର 'କ'''' ([[ଇଂରାଜୀ ଭାଷା|ଇଂରାଜୀ]]: Vitamin A : '''ଭିଟାମିନ ଏ''') ଆକ୍ଷିରେ ଥିବା ରେଟିନା ନିମନ୍ତେ ଅତ୍ୟାବଶ୍ୟକୀୟ ''ପୋଷକ'' ଅଟେ । ଏହା ଉଭୟ '''କମ୍ ଆଲୋକରେ ଦେଖିବା''' ପାଇଁ ଓ '''ବର୍ଣ୍ଣ ଚିହ୍ନିବା'''(ରଙ୍ଗ ଚିହ୍ନିବା) ପାଇଁ ଆବଶ୍ୟକୀୟ ଅଟେ ।
ଜୀବ ଶରୀରରୁ ଜାତ ଖାଦ୍ୟରେ ଜୀବସାର 'କ' , [[ଇଷ୍ଟର]] ଅବସ୍ଥାରେ ମିଳେ ; ଯାହାକି ପରେ କ୍ଷୁଦ୍ରାନ୍ତରେ (small intestine) ରେଟିନୋଲରେ ବଦଳିଯାଏ । ରେଟିନୋଲ (Retinol) ରାସାୟନିକ ସଂରଚନା ଅନୁଯାୟୀ ଏକ [[ସୁରାସାର]] (Alcohol) ଅଟେ । ଏହି ରେଟିନୋଲ ଶରୀରରେ ସଞ୍ଚୟ ଅବସ୍ଥା ଅଟେ , ଯାହାକି ପରେ ''ଆ‌ଲ‌୍‌ଡିହା‌ଇ‌ଡ‌୍'' ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ : '''ରେଟିନାଲ''' ।

ସାଧାରଣତଃ ଖାଦ୍ୟ ପଦାର୍ଥରେ ଜୀବସାର 'କ' ଦୁଇ ପ୍ରକାର ଅବସ୍ଥାରେ ମିଳେ :
* ରେଟିନୋଲ , ''ଭିଟାମିନ-ଏ''ର ଏକ ଅବସ୍ଥା ଯାହାକି ପ୍ରାଣୀ ଶରୀରରୁ ଜାତ ଖାଦ୍ୟ ପଦାର୍ଥରୁ ମିଳିଥାଏ ।
* କାରୋଟୀନ ଗୁଡିକ ଯେପରିକି , ଆଲଫା କରୋଟିନ , ବିଟା କରୋଟିନ , ଗାମା କରୋଟିନ ଓ xanthophyll beta-cryptoxanthin ହିଁ ଭିଟାମିନର ଅବସ୍ଥା ରୂପେ ଶାକାହାରୀ ପ୍ରାଣୀଙ୍କ ଶରୀରରେ ଦେଖାଯାଏ । ପ୍ରକୃତରେ ମାଂସାହାରୀ ପ୍ରାଣୀମାନେ ଏହି କାରୋଟିନକୁ ରେଟିନାଲରେ ପରିବର୍ତ୍ତନ କରିବାରେ ଦୁର୍ବଳ ଅଟନ୍ତି ।
୫୧ କ ଧାଡ଼ି:

==ଦୈନିକ ଆବଶ୍ୟକତା==
'''ଜୀବସାର 'କ''''ର ଦୈନିକ ଆବଶ୍ୟକତା<ref>[http://www.iom.edu/Global/News%20Announcements/~/media/474B28C39EA34C43A60A6D42CCE07427.ashx ଦୈନିକ ଖାଦ୍ୟ ଆବଶ୍ୟକତା: ଭିଟାମିନ]</ref>
ଅଧିକ ଦେଖନ୍ତୁ: [[:en:Dietary Reference Intake|କେତେ ଆହାର ନେବା ଉଚିତ?]] (ଇଂରାଜୀ)
{| class="wikitable"

! '''ଜୀବନର ଅବସ୍ଥା'''
! ଦୈନିକ ଆହାର
(Adequate intakes)

μg/day
! '''ଊର୍ଦ୍ଧ୍ଵ ସୀମା'''

୯୨ କ ଧାଡ଼ି:

==ଖାଦ୍ୟ ଉତ୍ସ==
[[Fileଫାଇଲ:Carrots.JPG|thumb|frameless|upright|right|250px|[[ଗାଜର]] ]]
ସାଧାରଣତଃ ''ଜୀବସାର କ'' ଅନେକ ଗୁଡିଏ ଖାଦ୍ୟ ପଦାର୍ଥରୁ ମିଳିଥାଏ:

୧୧୪ କ ଧାଡ଼ି:
* broccoli (୩୧ μg ୩%)
* '''କ୍ଷୀର''' (୨୮ μg ୩%)

'''''ବି.ଦ୍ର''''' : ଏହି ତଥ୍ୟ ସବୁ [http://www.nal.usda.gov/fnic/foodcomp/search/ USDA databaseରୁ] ନିଆଯାଇଛି ଏବଂ ବନ୍ଧନୀ ମଧ୍ୟରେ ଥିବା ତଥ୍ୟ ହେଉଛି, ୧୦୦ ଗ୍ରାମ ଖାଦ୍ୟ ପ୍ରତି retinol activity equivalences (RAEs)ଓ ବୟସ୍କ ପୁରୁଷ ପାଇଁ [[:en:Recommended Dietary Allowance|ଦୈନିକ ଆହାର ଆବଶ୍ୟକତାର]] ପ୍ରତିଶତ ମୂଲ୍ୟ ।
"https://or.wikipedia.org/wiki/ଜୀବସାର_କ"ରୁ ଅଣାଯାଇଅଛି