"ମହାକାଳୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Hdeity infobox| <!--Wikipedia:WikiProject Hindu mythology--> Image = Mahakali.jpg | Caption ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୧୮ କ ଧାଡ଼ି:
 
'''ମହାକାଳୀ''' ([[ସଂସ୍କୃତ]]: '''Mahākālī''', [[Devanagari]]: महाकाली), କାଳ (ସମୟ) ଓ ମୃତ୍ୟୁର [[ହିନ୍ଦୁ ଦେବୀ|ଦେବୀ]], ମହାନ ଦେବୀ, ମହାଦେବୀ। ତାଙ୍କୁ ଶିବଙ୍କର ସହଚରୀ ବୋଲି କୁହାଯାଏ। ସେ ହେଉଛନ୍ତି ଚିତ୍ ଶକ୍ତି, ବାସ୍ତବତା (ତଳେ ଦେଖନ୍ତୁ) ଏବଂ ଅସ୍ତିତ୍ୱର ଆଧାର। ସେ ହେଉଛନ୍ତି ମହାକାଳ (ସମୟ ବା ମୃତ୍ୟୁ) ଶିବଙ୍କର ପ୍ରକୃତିରୂପା (ସ୍ତ୍ରୀ-ରୂପା) ଶକ୍ତି। ସେ ସମୟାତୀତା, ଦେବୀ [[ଦୁର୍ଗା]]ଙ୍କ କୋପ ସମ୍ଭୂତା, ତଥା [[ଆଦି ପରାଶକ୍ତି]], ନୀଳାଭ କାନ୍ତିଯୁକ୍ତା। ମା କାଳୀଙ୍କର ଶ୍ରେଷ୍ଠତମ ରୂପ, ଯାହାଙ୍କୁ ହିନ୍ଦୁମାନେ ଦିବ୍ୟ ଜନନୀ ବୋଲି ପରିଗଣିତ କରିଥାନ୍ତି।
 
[[ଶ୍ରେଣୀ:ହିନ୍ଦୁ ଦେବୀ]]
"https://or.wikipedia.org/wiki/ମହାକାଳୀ"ରୁ ଅଣାଯାଇଅଛି