"ଦୁର୍ଗା ପୂଜା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ପୂଜାବିଧି: ସଜାଣି |
ଟିକେ କିମ୍ବଦନ୍ତୀ |
||
୧୭ କ ଧାଡ଼ି:
}}
ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ,ମାର୍କଣ୍ଡେୟ ପୁରାଣ ଆଦି ରେ ବର୍ଣ୍ଣିତ। ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।ସମସ୍ତ ଦେବତା ଯେବେ ମହିଷାସୁର ର ଅତ୍ୟାଚାର ରେ ସନ୍ତ୍ରପ୍ତ ହୋଇ [[ବ୍ରହ୍ମା]]ଙ୍କ ଶରଣାପନ୍ନହେଲେ ସେତେବେଳେ
<!--ଏହି ପର୍ବର ଆରମ୍ଭ ହୁଏ ଆଶ୍ୱିନ ଶୁକ୍ଳ ପକ୍ଷର ଆରମ୍ଭ ଅମାବସ୍ୟା ଠାରୁ, ଯାହାକୁ ମହାଳୟା ବୋଲି କୁହାଯାଏ। ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତୀର ପୂଜାର୍ଚନା ଷଷ୍ଠୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଚାଲେ। ସହରର ବିଭିନ୍ନ ସ୍ଥାନରେ ସିଂହାସନା, ଦଶଭୂଜଧାରିଣୀ ଦେବୀ ଦୁର୍ଗା ଓ ତାଙ୍କ ପଦାନତ ମହିଷାସୁରର ବିଶାଳ ମୂର୍ତୀ ସୁସଜ୍ଜିତ ତୋରଣ ମାନଙ୍କରେ ଶୋଭାପାଏ। ଭସାଣି ପର୍ବ ମଧ୍ୟ ବହୁତ ଆଡ଼ମ୍ବର ସହିତ ସମାପିତ ହୁଏ।▼
-->
== ମାସ/ତିଥି ==
[[ଆଶ୍ୱିନ]] ଶୁକ୍ଳପକ୍ଷ [[ଷଷ୍ଠୀ]]- [[ଦଶମୀ]] ([[ସେପ୍ଟେମ୍ବର]]-[[ଅକ୍ଟୋବର]])
Line ୨୯ ⟶ ୩୨:
* ଦଶମୀ: ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ଵାତନ୍ତ୍ର । ଓଡିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳା ମାନେ ସିନ୍ଦୁର ଖେଳ କରିଥାନ୍ତି।ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।
==ଇତିହାସ/କିମ୍ବଦନ୍ତି==
ଦେବୀ ଭାଗବତର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ) ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠି ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବିଲ୍ଵବୃକ୍ଷ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ଵବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍ ବୋଧନ ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ଵାନ କରି ଦେବୀଙ୍କୁ ପୁଣି ପୂଜା କଲେ ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକାସାଙ୍ଗେ ଶହେଆଠ ନୀଳପଦ୍ମ ଅର୍ପଣ କରିଥିଲେ ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ <ref>ଗିରିଜା ମଞ୍ଜରୀ ପାଢ଼ୀ, [[ଧରିତ୍ରୀ (ଖବରକାଗଜ)|ଧରିତ୍ରୀ]], ୨୨-୧୦-୧୨, ପୃଷ୍ଠା: ୨</ref>
▲ଏହି ପର୍ବର ଆରମ୍ଭ ହୁଏ ଆଶ୍ୱିନ ଶୁକ୍ଳ ପକ୍ଷର ଆରମ୍ଭ ଅମାବସ୍ୟା ଠାରୁ, ଯାହାକୁ ମହାଳୟା ବୋଲି କୁହାଯାଏ। ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତୀର ପୂଜାର୍ଚନା ଷଷ୍ଠୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଚାଲେ। ସହରର ବିଭିନ୍ନ ସ୍ଥାନରେ ସିଂହାସନା, ଦଶଭୂଜଧାରିଣୀ ଦେବୀ ଦୁର୍ଗା ଓ ତାଙ୍କ ପଦାନତ ମହିଷାସୁରର ବିଶାଳ ମୂର୍ତୀ ସୁସଜ୍ଜିତ ତୋରଣ ମାନଙ୍କରେ ଶୋଭାପାଏ। ଭସାଣି ପର୍ବ ମଧ୍ୟ ବହୁତ ଆଡ଼ମ୍ବର ସହିତ ସମାପିତ ହୁଏ।
==ଆହୁରି ଦେଖନ୍ତୁ==
*[[ଦୁର୍ଗା]]
Line ୩୯ ⟶ ୪୩:
{{ଆଧାର}}
==ଅଧିକ ତଥ୍ୟ==
{{Sister project links}}
*{{Dmoz|Society/Religion_and_Spirituality/Hinduism/Festivals/Durga_Puja/}}
|