"ବୈଦୁତିକ ଜନିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫ କ ଧାଡ଼ି:
[[File:Generator-20071117.jpg|thumb|right|Early [[Ganz]] Generator in [[Zwevegem]], [[West Flanders]], [[Belgium]]]]
[[File:Gorskii 04414u.jpg|thumb|right|Early 20th century [[alternator]] made in [[Budapest]], [[Hungary]], in the power generating hall of a [[hydroelectric]] station]]
'''ବୈଦୁତିକ ଜନିତ୍ର''' ବା ଜେନେରେଟର ଏକ ଯନ୍ତ୍ର ଯାହା [[ଯାନ୍ତ୍ରିକ ଶକ୍ତି|ଯାନ୍ତ୍ରିକ ଶକ୍ତି]] କୁ [[ବୈଦୁତିକ ଶକ୍ତି|ବୈଦୁତିକ ଶକ୍ତିରେ]] ପରିବର୍ତ୍ତନ କରିଥାଏ । ଏହାଦ୍ଵାରା ବିଦ୍ୟୁତ ଚାର୍ଜ, ବୈଦୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ '''ବାଷ୍ପ ଦ୍ଵାରା ଚାଳିତ ଟରବାଇନ''', '''ଉଚ୍ଚ ପତନରୁ ପଡୁଥିବା ଜଳ ଦ୍ଵାରା ଚଳିତ ଟରବାଇନ''' ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି
 
[[ବୈଦୁତିକ ମୋଟର]], ବୈଦୁତିକ ଶକ୍ତି କୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।
 
==ଇତିହାସ==
ବୈଦୁତିକତା ଓ ଚୁମ୍ବକୀୟତା ଭିତରେ ସମ୍ପର୍କ ଆବିଷ୍କାର ହେବାର ବହୁ ପୂର୍ବରୁ ସ୍ଥିର-ବିଦ୍ୟୁତ ଜନିତ୍ରର (ସ୍ଥିର-ବିଦ୍ୟୁତ ଜନିତ୍ର ବା ଇଲେ‌କ୍‌ଟ୍ରୋ‌ଷ୍ଟାଟିକ ଜେନେରେଟର ଏକ ଯନ୍ତ୍ର ଯାହାକି [[ସ୍ଥିର ବିଦ୍ୟୁତ]] ସୃଷ୍ଟି କରିଥାଏ । <ref>[[:en:Electrostatic generator|ଇଲେକ୍ଟ୍ରୋଷ୍ଟାଟିକ ଜେନେରେଟର ବା ସ୍ଥିର-ବିଦ୍ୟୁତ ଜନିତ୍ର ଦ୍ରଷ୍ଟବ୍ୟ ]] (ଇଂରାଜୀ)</ref>) ବ୍ୟବହାର କରାଯାଉଥିଲା ।
 
==ଟାକୋ-ଜନିତ୍ର/ଟାକୋ-ଜେନେରେଟର==
ସାଧାରଣତଃ ଟାକୋଜେନେରେଟର ବ୍ୟବହାର ଟାକୋମିଟର କୁ ଶକ୍ତି ଯୋଗେଇବା ପାଇଁ କରାଯାଇଥାଏ, ଯାହା ଦ୍ଵାରା ବୈଦୁତିକ ମୋଟର ଓ ଇଞ୍ଜିନ ଗୁଡିକର ବେଗ ମପା ଯାଇଥାଏ । ଏହି ଜେନେରେଟର ଆନୁମାନିକ ଭାବେ ଶା‌ଫ୍‌ଟ ବେଗ ସହ ସମାନୁପାତିକ ବିଦ୍ୟୁତ ବିଭବାନ୍ତର ସୃଷ୍ଟି କଋଥାଏ ।
==ଆଧାର==
{{ଆଧାର}}