"ଅଣ୍ଡା (ଜୀବ ବିଜ୍ଞାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା-ସଂଶୋଧନ
No edit summary
୧ କ ଧାଡ଼ି:
{{ଛୋଟ|Egg (biology)}}
{{about|ଅଣ୍ଡାର ଜୀବ-ବୈଜ୍ଞାନିକ ବିଶ୍ଳେଷଣ|ଖାଦ୍ୟ ରୂପେ ବ୍ୟବହୃତ ଅଣ୍ଡା ପାଇଁ|ଅଣ୍ଡା (ଖାଦ୍ୟ)|ଅନ୍ୟାନ୍ୟ ବିଷୟ ପାଇଁ|ଅଣ୍ଡା (ବହୁବିକଳ୍ପ)}}
 
[[File:Coturnix coturnix eggs.jpg|thumb|300px|'''କୁକୁଡା ଅଣ୍ଡା(ବାମ ପାର୍ଶ୍ଵ୍ ରେ) ଓ କ୍ଵିଲ ଅଣ୍ଡା (ଡାହାଣ ପାର୍ଶ୍ଵ୍ ରେ)''' ]]
 
'''ଅଣ୍ଡା''' ଗୋଲ ଆକାରର ଭ୍ରୁଣ ବା ଯୁଗ୍ମଜ । ସରୀସୃପ, ମାଛ, ଉଭୟଚର ଓ ପକ୍ଷୀ ମାନଙ୍କର ଭ୍ରୁଣର ବିକାଶ ଅଣ୍ଡା ମଧ୍ୟରେ ହୋଇଥାଏ । ବହୁ ବର୍ଷ ଧରି ଏହା ଏକ ଖାଦ୍ୟ ରୁପରେ ବ୍ୟବହୃତ ହେଉଅଛି । ଏହା ପୁଷ୍ଟିସାର ଯୁକ୍ତ ଖାଦ୍ୟ ଅଟେ।
ପ୍ରାଣୀ ବିଜ୍ଞାନ ଅନୁସାରେ, '''ଅଣ୍ଡା''' ହେଉଛି ଏକ ଜୈବିକ ଥଳି ଯେଉଁଥିରେ ଭ୍ରୂଣଟି ପ୍ରଥମେ ବଢିବା ଆରମ୍ଭ କରିଥାଏ । ଅଧିକାଂଶ [[ସରୀସୃପ]], [[ମାଛ]], [[ସନ୍ଧିପଦ]], [[ଉଭୟଚର]], କୀଟ ପତଙ୍ଗ ଓ [[ପକ୍ଷୀ]] ମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।<br/>ଯେଉଁ ପ୍ରାଣୀ ଅଣ୍ଡାରୁ ଜାତ ହୋଇଥାନ୍ତି ସେମାନଙ୍କୁ ଅଣ୍ଡଜ କୁହାଯାଏ ।
 
ବର୍ତ୍ତମାନ ଜଣାଥିବା ଅଣ୍ଡା ଭିତରେ [[ଓଟପକ୍ଷୀ|ଓଟପକ୍ଷୀର]] ଅଣ୍ଡା (୧.୫ କେଜି) ସବୁଠାରୁ ବଡ ଅଟେ । ଯଦିଓ ବିଲୁପ୍ତ ହୋଇଯାଇଥିବା [[:en:Aepyornis|Aepyornis]] ଓ [[ଡାଇନୋସର|ଡାଇନୋସରର]] ଅଣ୍ଡା ସବୁଠାରୁ ବଡଥିଲା । ପକ୍ଷୀ ମାନଙ୍କ ଭିତରେ ହାମିଙ୍ଗ ବାର୍ଡ଼ ସବୁଠାରୁ ଛୋଟ ଅଣ୍ଡା ଦିଏ , ଏହାର ଓଜନ ଅଧ ଗ୍ରାମ ପାଖାପାଖି ହୋଇଥାଏ । କେତେକ ସରୀସୃପ ଓ ମାଛ ଏହାଠାରୁ ମଧ୍ୟ ଛୋଟ ଅଣ୍ଡା ଦିଅନ୍ତି । ଏପରିକି କିଛି କୀଟ ଓ କିଛି [[ଅମେରୁଦଣ୍ଡୀ ପ୍ରାଣୀ|ଅମେରୁଦଣ୍ଡୀ ପ୍ରାଣୀଙ୍କ]] ଅଣ୍ଡା ଆହୁରି ଛୋଟ ଅଟେ ।
 
'''ଅଣ୍ଡା''' ଗୋଲ ଆକାରର ଭ୍ରୁଣ ବା ଯୁଗ୍ମଜ । ସରୀସୃପ, ମାଛ, ଉଭୟଚର ଓ ପକ୍ଷୀ ମାନଙ୍କର ଭ୍ରୁଣର ବିକାଶ ଅଣ୍ଡା ମଧ୍ୟରେ ହୋଇଥାଏ । ବହୁ ବର୍ଷ ଧରି ଏହା ଏକ ଖାଦ୍ୟ ରୁପରେ ବ୍ୟବହୃତ ହେଉଅଛି । ଏହା ପୁଷ୍ଟିସାର ଯୁକ୍ତ ଖାଦ୍ୟ ଅଟେ।
ଅଣ୍ଡା ଏକ ଖୋଳପା ଦ୍ଵାରା ଆବୃତ ହୋଇଥାଏ ଓ ଏହା ମଧ୍ୟରେ ଏଲବୁମିନ ଯୁକ୍ତ କେଶର ଥାଏ
 
==ଆକାର==
[[Image:Oeufs002b.jpg| ବିଭିନ୍ନ ପ୍ରଜାପତି, ସରୀସୃପ, ମାଛ, ଉଭୟଚର ଓ ପକ୍ଷୀ ମାନଙ୍କର ମାନଙ୍କ ର ଅଣ୍ଡା|right|thumb]]
 
ଅଣ୍ଡା ଆକାର ଅଣ୍ଡାକାର ( ବା oval) ହୋଇଥାଏ ।
==ରଙ୍ଗ==
ଅଣ୍ଡାର ରଙ୍ଗ ସାଧାରଣତଃ ଧଳା ହୋଇଥାଏ କାରଣ ଏହାର ଖୋଳପା କ୍ୟାଲସିୟମ କାର୍ବୋନେଟ ରେ ତିଆରି ହୋଇଥାଏ ।<ref>{{cite journal|first=Andrew G.|last=Gosler|coauthors=James P. Higham and S. James Reynolds|title=Why are birds’ eggs speckled?|journal=Ecology Letters|year=2005|volume= 8|pages=1105–1113|doi= 10.1111/j.1461-0248.2005.00816.x}}</ref>
Line ୨୨ ⟶ ୨୮:
*[http://www.micronaut.ch/category/show/20 SEM images of insect eggs]
 
{{ମୁଣ୍ଡିଆ}}
[[af:Eier]]
[[ar:بيضة (أحياء)]]