"ଚର୍ଚ୍ଚିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର, ଛବି ସଜାଣି
ଟିକେ + ଆଧାର
୨୪ କ ଧାଡ଼ି:
| elevation_m =
| primary_deity = [[ଚର୍ଚ୍ଚିକା]] ([[ଚାମୁଣ୍ଡା]])
| important_festivals= କୁମାର ପୂର୍ଣ୍ଣିମା <ref>{{cite web |url= http://tourism.oriyaonline.com/charchika.html |title=Orissa Tourism - Charchika Temple,Maa Charchika,Temples of Orissa &#124; tourism.oriyaonline.com |first= |last= |work=tourism.oriyaonline.com |year=2012 |quote=Kumarpurnima a Hindu festival celebrated 105 days after Dusshera is very famous here |accessdate=12 October 2012}}</ref>
| architecture =
| number_of_temples =
୩୪ କ ଧାଡ଼ି:
}}
 
'''ଚର୍ଚ୍ଚିକା''' ମନ୍ଦିର [[କଟକ ଜିଲ୍ଲା|କଟକ ଜିଲ୍ଲାର]], [[ବାଙ୍କୀ]] ସହରରେ ଅବସ୍ଥିତଥିବା ଏକ [[ଶକ୍ତି ପୀଠ]] । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ରୁଚିକ ପର୍ବତରେ ଅବସ୍ଥିତ ।<ref>{{cite web |url= http://fullodia.com/sites/info/651 |title=Info: Maa Charchika temple on Fullodia.com |first= |last= |work=fullodia.com |year=2012 |quote=charchika temple is situated on Ruchika hills on the banks of the Renuka river |accessdate=12 October 2012}}</ref>ଏହାର ଅଧିଷ୍ଠେତ୍ରୀ ଦେବୀ ହେଉଛନ୍ତି "ମା" ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତୀଟି ପର୍ଶୁରାମଙ୍କ ଦ୍ଵାରା ତିଆରି କରାଯାଇଥିବା ବିଶ୍ଵାସ କରାଯାଏ ।<ref>{{cite web |url= http://www.odishatv.in/temples.asp |title=ORISSA TV &#124; Premier News Channel of Orissa |first= |last= |work=odishatv.in |year=2012 |quote= It is believed that the Charchika devi idol was created by Parsuram. |accessdate=12 October 2012}}</ref>
 
ଦେବୀ ଚର୍ଚ୍ଚିକାଙ୍କ ପାଖରେ ବର୍ଷର ତିନି ମାସ [[କାର୍ତ୍ତିକ]], [[ମାଘ]] ଓ [[ବୈଶାଖ|ବୈଶାଖରେ]] ଆମିଷ ଭୋଗ ନିଷିଦ୍ଧ । ଅନ୍ୟ ମାସ ଗୁଡିକରେ କେବଳ ଗୁରୁବାର ଛାଡ଼ି ଅନ୍ୟ ଦିନ ଗୁଡ଼ିକରେ ଆମିଷ ଭୋଗ ହୋଇଥାଏ । କିନ୍ତୁ ଶାରଦୀୟ ପୂଜାରେ ମୂଳାଷଷ୍ଠୀ ଠାରୁ ଷୋଳ ପୂଜା ମଧ୍ୟରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହେବାର ବିଧି ବ୍ୟବସ୍ଥା ରହିଛି । <ref>ଖବର, ୧୦ ଅକ୍ଟୋବର ୨୦୧୨, ପୃଷ୍ଠା: ୪</ref>