"ଫୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ବିଭିନ୍ନ ପ୍ରକାର ଫୁଲ: କେତେକ ଫୁଲର ବୈଶିଷ୍ଟ
୧୫ କ ଧାଡ଼ି:
ପୁଷ୍ପମାନଙ୍କ ମଧ୍ୟରେ ପ୍ରାକ୍ ପୁଷ୍ପ ବା ବହୁପୂର୍ବରୁ ଉଲ୍ଲିଖିତ ପୁଷ୍ପ ହେଉଛି ପଦ୍ମ । ବୈଜ୍ଞାନିକ ମାନେ ଏକମତ ଯେ ମୌଳିକ ଭାବରେ ଏହି ଜାତିର ଅନ୍ୟ ପୁଷ୍ପ ମାନଙ୍କର ଉଦ୍ଭବ । ଅନ୍ୟ ପୁଷ୍ପ ମାନେ ସୃଷ୍ଟି ହେବାରୁ ସେମାନଙ୍କର ଅଙ୍ଗବିଶେଷ ଓ ଆକାର କମିବାକୁ ଲାଗିଲା ।<ref>ଦିବ୍ୟ ଭାସ୍କର ତା ୨୭-୦୯- ୧୨ ପୃଷ୍ଠା ୧୨</ref><ref>http://www.scribd.com/doc/76026431/Puranic-Encyclopedia-Vettam-Many</ref>
 
==କେତେକ ଫୁଲର ବୈଶିଷ୍ଟ==<ref>ଶ୍ରୀମାଙ୍କ ବାର୍ତ୍ତା , ଫେବୃଆରୀ ୨୦୧୦</ref>
==ବିଭିନ୍ନ ପ୍ରକାର ଫୁଲ==
===ଲିଙ୍ଗସ୍ ପୁଷ୍ପ===
ନାଗଲିଙ୍ଗ ପୁଷ୍ପ ଦକ୍ଷିଣାଆଫ୍ରିକୀୟ ପ୍ରଜାତିର । ଶିବଲିଙ୍ଗ ଉପରେ ନାଗଫଣା ବିସ୍ତାର କଲାଭଳି ପୁଷ୍ପର ଆକୃତି । ଯଦିଓ ଏହାର ଗୁରୁତ୍ଵ ବିଷଠାରୁ ନଗଣ୍ୟ ଏହାର ସୂଚକ ହେଉଛି ଯେଉଁମାନେ ଜୈବକ୍ରମେ ଏ ଫୁଲଟି ଖାଇଦିଅନ୍ତି ପ୍ରାୟ ବିଷ ଖାଇବା ଭଳି ପ୍ରଭାବ ସୃଷ୍ଟି କରେ । [[ଶ୍ରୀମା]] ଏହାକୁ ଆଧ୍ୟାତ୍ମିକ ନାମକରଣ କଲେ ସମୃଦ୍ଧି । ମା' କହିଲେ ନାଗଲିଙ୍ଗ ପୁଷ୍ପ ଯଦି ନମିଳିଲା ସେହି ଏକା ଫଳ ପ୍ରାପ୍ତି ପାଇଁ କଇଁ ବ୍ୟବହାର କରାଯାଇପାରେ ।
===କାଗଜ ଫୁଲ====
ନିରାପତ୍ତାର ପ୍ରତିକ । ଘର ଚାରି ପାଖରେ ଲଗାଇଲେ ଗୃହର ନିରାପତ୍ତା ରକ୍ଷାହୁଏ । ଭ୍ରମଣ ସମୟରେ ନିଜସହିତ ଗୋଛାଏ ଫୁଲ ନେଲେ ଦୁର୍ଘଟଣାରୁ ରକ୍ଷା ମିଳେ ।
===କଖାରୁ ଫୁଲ===
ଦକ୍ଷିଣ ଭାରତୀୟ ପରମ୍ପରାରେ କେତୋଟି କଖାରୁ ଫୁଲ ମଝିରେ ଧାନ ଫୁଲ ରଖି [[ଡିସେମ୍ବର]]-[[ଜାନୁଆରୀ]] ମାସରେ ଗୋବର ପିଣ୍ଡୁଳା ଉପରେ ଥାପନ୍ତି । ଗ୍ରାମବାସୀଙ୍କର ବିଶ୍ଵାସ ସେମାନଙ୍କର ଗୃହ, ଗ୍ରାମ ଓ କ୍ଷେତରେ ସମୃଦ୍ଧି ବିରାଜମାନ କରିବ । ମା' କଖାରୁ ଫୁଲକୁ ପ୍ରାଚୁର୍ଯ୍ୟ କହନ୍ତି । [[ବୃହଷ୍ପତି]]ଙ୍କର କଖାରୁ ଫୁଲ ଅତ୍ୟନ୍ତ ପ୍ରିୟ ।
===ପାରିଜାତ===
ବ୍ରହ୍ମଦର୍ଶନ ପୁଷ୍ପ । ବ୍ରାହ୍ମମୁହୂର୍ତ୍ତରେ ଫୁଟେ । ଏହା ଅସାଧାରଣ ଯୋଗଶକ୍ତି ପ୍ରଦାନ କରେ । ମାନବ ସମାଜର କଲ୍ୟାଣ ପାଇଁ [[କୃଷ୍ଣ]] ଏ ପୁଷ୍ପକୁ ମର୍ତ୍ତ୍ୟକୁ ଆଣିଥିଲେ ।
 
==ପ୍ରତୀକ==
ପ୍ରତ୍ୟେକ ଦେଶର ଧର୍ମ ଓ ଆରାଧନା ସହିତ ଫୁଲାମାନେ ଜଡିତ । ପୃଥିବୀସାରା ଲୋକଙ୍କୁ ଫୁଲ ପ୍ରେମ ଓ ସ୍ମରଣର ପ୍ରତୀକ ଭାବେ ଜଣା । ଗୋଟିଏ ପୁଷ୍ପ ପ୍ରକୃତିର ସମସ୍ତ ଉପାଦାନ - ବାୟୁ, ଜଳ, ଅଗ୍ନି, ମୃତ୍ତିକା ଓ ଇଥର ଧାରଣ କରେ । ଏହି ବିରାଟ ସତ୍ୟ କବି ଲର୍ଡ ଟେନିସନ୍ଙ୍କ ପଙ୍କ୍ତିରେ ରହିଛି । ତାଙ୍କ ପରିକଳ୍ପନାରେ ସେ ଛୋଟ ଫୁଲଟିକୁ ସମ୍ବୋଧନାତ୍ମକ ଢ଼ଙ୍ଗରେ କହୁଛନ୍ତି - ଯଦି ମୁଁ ବୁଝନ୍ତି ତୁମେ ମୂଳ ଓ ସର୍ବେସର୍ବା, ତାହେଲେ ମୁଁ ଜାଣିପାରନ୍ତି ମନ୍ୟୁଷ ଓ ଭଗବାନ କଣ !।
"https://or.wikipedia.org/wiki/ଫୁଲ"ରୁ ଅଣାଯାଇଅଛି